ଭଙ୍ଗା ଗୋଡ଼ରେ ପ୍ଲାଷ୍ଟର ବଦଳରେ ଲାଗିଛି କାଗଜ ପେଟି

ଭୋପାଳ: ହସ୍ପିଟାଲରେ ନାହିଁ ରୋଗୀଙ୍କ ପାଇଁ ଉଚିତ ସ୍ୱାସ୍ଥ୍ୟସେବା। ରୋଗୀଙ୍କ ଗୋଡ ଫ୍ୟାକଚର ହେଲେ ପ୍ଲାଷ୍ଟାର୍‌ ବଦଳରେ ଲଗାଯାଉଛି କାଗଜର ଗାର୍ଡବୋର୍ଡ ବା ପେଟି। ସ୍ୱାସ୍ଥ୍ୟାସେବାର ଏଭଳି କିଛି ନଗ୍ନ ଚିତ୍ର ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲା ରୌନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ। ଜଣେ ଯୁବକ ନିଜ ସମ୍ପର୍କୀୟଙ୍କ ସହ ବାଇକ୍‌ରେ ବସି ନିଜ ଗାଁକୁ ଯାଉଥିଲେ। ବାଟରେ ତାଙ୍କ ବାଇକ ଆଣ୍ଟିଆନର ପୁରା ଠାରେ ଏକ ମାରୁତି ଭ୍ୟାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି […]

fracture-foot-instead-of-plaster-paper-cardboard

Madhupriya Mistry
  • Published: Sunday, 09 October 2022
  • Updated: 09 October 2022, 01:58 PM IST

ଭୋପାଳ: ହସ୍ପିଟାଲରେ ନାହିଁ ରୋଗୀଙ୍କ ପାଇଁ ଉଚିତ ସ୍ୱାସ୍ଥ୍ୟସେବା। ରୋଗୀଙ୍କ ଗୋଡ ଫ୍ୟାକଚର ହେଲେ ପ୍ଲାଷ୍ଟାର୍‌ ବଦଳରେ ଲଗାଯାଉଛି କାଗଜର ଗାର୍ଡବୋର୍ଡ ବା ପେଟି। ସ୍ୱାସ୍ଥ୍ୟାସେବାର ଏଭଳି କିଛି ନଗ୍ନ ଚିତ୍ର ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲା ରୌନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ।

ଜଣେ ଯୁବକ ନିଜ ସମ୍ପର୍କୀୟଙ୍କ ସହ ବାଇକ୍‌ରେ ବସି ନିଜ ଗାଁକୁ ଯାଉଥିଲେ। ବାଟରେ ତାଙ୍କ ବାଇକ ଆଣ୍ଟିଆନର ପୁରା ଠାରେ ଏକ ମାରୁତି ଭ୍ୟାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଯୁବକ ଆହତ ହୋଇଥିଲେ। ଏହା ପରେ ତାଙ୍କୁ ରୌନ୍ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ତେବେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଆହତ ଯୁବକଙ୍କ ଗୋଡରେ କଞ୍ଚା ପ୍ଲାଷ୍ଟର ଲଗାଇବା ପରିବର୍ତ୍ତେ କାଗଜର କାର୍ଡବୋର୍ଡ ବନ୍ଧି ଦେଇଥିଲେ ଡାକ୍ତର। ଏହା ପରେ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ଏଠାରେ ଆହତ ଯୁବକଙ୍କ ଭଙ୍ଗା ଗୋଡାରେ କାର୍ଡବୋର୍ଡ ବନ୍ଧା ହୋଇଥିବା ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତା’ପରେ ଶୀଘ୍ର କାର୍ଡବୋର୍ଡକୁ ବାହାର କରି ପ୍ଲାଷ୍ଟର କରିଥିଲେ। ଏହି ପୂରା ଘଟଣାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣାକୁ ନେଇ ଭିଣ୍ଡ ସିଏମ୍‌ଏଚ୍‌ଓ ଦାୟିତ୍ୱରେ ଥିବା ଜେଏସ୍‌ ରାଜପୁତ କହିଛନ୍ତି, 'ଯଦି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅର୍ଥୋପେଡିକ୍ ସର୍ଜନ ନାହାଁନ୍ତି, ତେବେ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଜିଲ୍ଲା ଡାକ୍ତରଖାନା ପଠାଇବାକୁ ପଡେ। ଭଙ୍ଗିଯାଇଥିବା ତଥା ଫ୍ୟାକଚର୍‌ ହୋଇଥିବା ହାତ କିମ୍ବା ଗୋଡରେ ସହାୟତା ପାଇଁ କାର୍ଡବୋର୍ଡ ବ୍ୟବହାର କରାଯାଇପାରିବ। କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ଲାଷ୍ଟର ବ୍ୟାଣ୍ଡେଜ୍ ନଥିବା ସମ୍ପୂର୍ଣ୍ଣ ରୂପେ ଭୁଲ। ଯଦି ବ୍ୟାଣ୍ଡେଜ୍ ସରିଯାଇଥିଲା ତେବେ ଏହାକୁ ଜିଲ୍ଲା ହସ୍ପିଟାଲରୁ ମଗାଯାଇପାରିଥାନ୍ତା ବୋଲି ସେ କହିଛନ୍ତି।

ଏହି କ୍ରମରେ ରାଜ୍ୟ ଚିକିତ୍ସା ଶିକ୍ଷା ମନ୍ତ୍ରୀ ବିଶ୍ୱ ସାରଙ୍ଗ ମଧ୍ୟ ଏକ ବିବୃତ୍ତି ଦେଇଛନ୍ତି। ସମଗ୍ର ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଯଦି ଏଥିରେ କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story