ଚାଲିଗଲେ ‘ସିଟି ଅଫ ଜୟ’ର ରଚୟିତା ଡୋମିନିକ୍‌ ଲାପିୟେର୍

ନୂଆଦିଲ୍ଲୀ: ପ୍ରସିଦ୍ଧ ଉପନ୍ୟାସ ‘ସିଟି ଅଫ ଜୟ’ର ରଚୟିତା ତଥା ପ୍ରଖ୍ୟାତ୍‌ ଫରାସୀ ଔପନ୍ୟାସିକ ଡୋମିନିକ୍‌ ଲାପିୟେର୍‌ଙ୍କ ରବିବାର ପରଲୋକ ଘଟିଛି।  ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ୧୦ ମିଲିଅନ୍‌ ତଥା ରେକର୍ଡ଼ସ୍ତରୀୟ କପି ବିକ୍ରି ହେବାରେ ଅଦ୍ଭୁତ ସଫଳତାର ଅଧିକାରୀ ଡୋମିନିକ୍‌ ଲାପିୟେର୍‌ଙ୍କ ମୃତ୍ୟୁ ସାରସ୍ୱତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିବେଚନା କରାଯାଉଛି।  ତାଙ୍କ ମୃତ୍ୟୁ ସମ୍ପର୍କରେ ପତ୍ନୀ ସୂଚନା ଦେଇଛନ୍ତି। ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା […]

tt

tt

Tapas Behera
  • Published: Monday, 05 December 2022
  • Updated: 05 December 2022, 12:18 PM IST

Sports

Latest News

ନୂଆଦିଲ୍ଲୀ: ପ୍ରସିଦ୍ଧ ଉପନ୍ୟାସ ‘ସିଟି ଅଫ ଜୟ’ର ରଚୟିତା ତଥା ପ୍ରଖ୍ୟାତ୍‌ ଫରାସୀ ଔପନ୍ୟାସିକ ଡୋମିନିକ୍ଲାପିୟେର୍ଙ୍କ ରବିବାର ପରଲୋକ ଘଟିଛି।  ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ୧୦ ମିଲିଅନ୍‌ ତଥା ରେକର୍ଡ଼ସ୍ତରୀୟ କପି ବିକ୍ରି ହେବାରେ ଅଦ୍ଭୁତ ସଫଳତାର ଅଧିକାରୀ ଡୋମିନିକ୍ଲାପିୟେର୍ଙ୍କ ମୃତ୍ୟୁ ସାରସ୍ୱତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିବେଚନା କରାଯାଉଛି।  ତାଙ୍କ ମୃତ୍ୟୁ ସମ୍ପର୍କରେ ପତ୍ନୀ ସୂଚନା ଦେଇଛନ୍ତି। ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି।  ନିଜ ସ୍ୱାମୀଙ୍କୁ ହରାଇ ମର୍ମାହତ ହୋଇଥିବା ପତ୍ନୀ ଡୋମିନିକ୍କୋସୋନ୍‌-ଲାପିୟେର୍କହିଛନ୍ତି ଯେ, ଡୋମିନିକ୍ ଆଉ ଯନ୍ତ୍ରଣା ଭୋଗୁ ନ ଥିବାରୁ ସେ ଶାନ୍ତିରେ ଅଛନ୍ତି।

୧୯୩୧ ମସିହା ଜୁଲାଇ ୩୦ ତାରିଖରେ ସାଟେଲେଲନ୍ରେ ଜନ୍ମିତ ଲାପିୟେର୍ଆମେରିକୀୟ ଲେଖକ ଲାରି କଲିନ୍ଙ୍କ ସହିତ ମିଶି ଲେଖିଥିବା ୬ଟି ବହି ପ୍ରାୟ ୫୦ ନିୟୁତ କପି ବିକ୍ରୟ ହୋଇଥିଲା। ସେ ମଧ୍ୟରୁ ସବୁଠୁ ଲୋକପ୍ରିୟ ବହି  ହେଉଛିଇଜ୍ପ୍ୟାରିସ୍ବର୍ଣ୍ଣିଙ୍ଗ୍‌? ୧୯୮୫ ମସିହାରେ ତାଙ୍କ ରଚିତ ଉପନ୍ୟାସସିଟି ଅଫ୍ଜୟମଧ୍ୟ ବ୍ୟାପକ ପ୍ରସିଦ୍ଧି ଳାଭ କରିଛି। କୋଲ୍କାତାର ଜଣେ ରିକ୍ସାଚାଳକର ଦୁଃଖ ଯନ୍ତ୍ରଣା ଭରା କାହାଣୀ ଉପରେ ଏହି ଉପନ୍ୟାସ ଆଧାରିତ। ଏହି ଉପନ୍ୟାସକୁ ଆଧାର କରି ୧୯୯୨ରେ ଗୋଟାଏ ଚଳଚ୍ଚିତ୍ର ବି ମୁକ୍ତିଲାଭ କରିଥିଲା

ଏଥିରେ ପାଟ୍ରିକ୍ସ୍ୱେଏଜ୍ ଅଭିନୟ ନିର୍ଦେଶନା ଦେଇଥିଲେ ରୋନାଲ୍ଡ୍ଜୋଫ୍ ଏହି ବହି ବିକ୍ରୟରୁ ସେ ହାସଲ କରିଥିବା ଲାଭାଂଶ ଭାରତର ମାନବୀୟ ସେବା ପାଇଁ ଦାନ କରିଥିଲେ। ଯେଉଁଥିରେ ନିୟୁତ ଟିବି ରୋଗୀଙ୍କୁ ରୋଗମୁକ୍ତ କରିବା କୁଷ୍ଠରୋଗାକ୍ରାନ୍ତ ୯୦୦୦ ପିଲାଙ୍କ ଚିକିତ୍ସା ସମ୍ଭବ ହୋଇଛି ତାଙ୍କ ଅନ୍ୟାନ୍ୟ ଲୋକପ୍ରିୟ ରଚନା ମଧ୍ୟରେ ଇଜ୍ପ୍ୟାରିସ୍ବର୍ଣ୍ଣିଙ୍ଗ୍, ଅର୍ଆଇୱିଲ୍ଡ୍ରେସ୍ୟୁ ନି ମୋର୍ଣ୍ଣିଙ୍ଗ୍,   ଜେରୁଜେଲମ୍ , ଫ୍ରିଡମ୍ଆଟ୍ମିଡ୍ନାଇଟ୍ , ଦି ଫିଫ୍ଥ୍ହର୍ସମ୍ୟାନ୍ ଏବଂଇଜ୍ନ୍ୟୁୟର୍କ ବର୍ଣ୍ଣିଙ୍ଗ୍ ଆଦି ବହି ରହିଛି।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story