‘ଚିତ୍କାର କରୁଥିଲେ ଅଞ୍ଜଳି, ଜାଣିଶୁଣି ଗାଡ଼ି ଅଟକାଇ ନଥିଲେ ଡ୍ରାଇଭର୍‌’

ନୂଆଦିଲ୍ଲୀ: କାର୍ ତଳେ ଘୋଷାଡି ହୋଇ ଚିିତ୍କାର କରୁଥିଲେ ଅଞ୍ଜଳି। ଗାଡ଼ି ରୋକିବାକୁ ବାରମ୍ବାର କୁରଥିଲେ ଅନୁରୋଧ। ତଥାପି କାର୍ ଅଟକାଇ ନଥିଲେ ଡ୍ରାଇଭର। ବରଂ ଜାଣିଶୁଣି ଦ୍ରୁତ ବେଗରେ ଗାଡ଼ି ଚଳାଇଥିଲେ। ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲାର ୪ ଦିନ ପରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମୃତ ୨୦ ବର୍ଷୀୟ ଅଞ୍ଜଳିଙ୍କ ସାଙ୍ଗ ନିଧି। ଦିଲ୍ଲୀ କଞ୍ଝାବଲରେ ନୂଆବର୍ଷ ପୂର୍ବ ରାତିରେ ଘଟିଥିବା ଅଞ୍ଜଳି ହତ୍ୟା ଘଟଣାର ଛାତିଥରା ମୁହୂର୍ତ୍ତକଭୁ ବଖାଣିଛନ୍ତି ନିଧି। […]

delhi-woman-dragged-by-car

delhi-woman-dragged-by-car

Madhupriya Mistry
  • Published: Wednesday, 04 January 2023
  • Updated: 04 January 2023, 10:40 AM IST

Sports

Latest News

ନୂଆଦିଲ୍ଲୀ: କାର୍ ତଳେ ଘୋଷାଡି ହୋଇ ଚିିତ୍କାର କରୁଥିଲେ ଅଞ୍ଜଳି। ଗାଡ଼ି ରୋକିବାକୁ ବାରମ୍ବାର କୁରଥିଲେ ଅନୁରୋଧ। ତଥାପି କାର୍ ଅଟକାଇ ନଥିଲେ ଡ୍ରାଇଭର। ବରଂ ଜାଣିଶୁଣି ଦ୍ରୁତ ବେଗରେ ଗାଡ଼ି ଚଳାଇଥିଲେ। ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲାର ୪ ଦିନ ପରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମୃତ ୨୦ ବର୍ଷୀୟ ଅଞ୍ଜଳିଙ୍କ ସାଙ୍ଗ ନିଧି।

ଦିଲ୍ଲୀ କଞ୍ଝାବଲରେ ନୂଆବର୍ଷ ପୂର୍ବ ରାତିରେ ଘଟିଥିବା ଅଞ୍ଜଳି ହତ୍ୟା ଘଟଣାର ଛାତିଥରା ମୁହୂର୍ତ୍ତକଭୁ ବଖାଣିଛନ୍ତି ନିଧି। ତାଙ୍କ କହିବା ଅନୁସାରେ ଘଟଣା ଦିନ ଦୁହେଁ ମିଶି ଏକ ହୋଟେଲକୁ ଖାଇବାକୁ ଯାଇଥିଲେ। ଘଟଣାର ୧୫ ଦିନ ପୂର୍ବରୁ ହିଁ ଅଞ୍ଜଳିଙ୍କ ସହ ତାଙ୍କର ଦେଖା ହୋଇଥିଲା। ସେଦିନ ରାତିରେ ନିଜେ ସ୍କୁଟି ଚଲାଇବାକୁ ଜିଦି ଧରିଥିଲେ ଅଞ୍ଜଳି। କିଛି ବାଟ ଯିବା ପରେ ଏକ ଟ୍ରକ ସହ ଧକ୍କା କରିଦେଇଥାନ୍ତେ ଅଞ୍ଜଳି ହେଲେ ପଛରେ ବସିଥିବା ତାଙ୍କ ସାଙ୍ଗ ନିଧି ହିଁ ବ୍ରେକ ମାରିଥିଲେ। ଆଉ ସ୍କୁଟିକୁ ସାଇଡ୍ କରିଥିଲେ।

ଏହାପରେ କିଛି ବାଟ ଯିବା ପରେ ସାମ୍ନାରୁ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲେ। ନିଧି କାରର ବିପରୀତ ଦିଗକୁ ଛିଟିକି ପଡିଥିବାବେଳେ ଅଞ୍ଜଳି କିନ୍ତୁ କାର ପଟକୁ ପଡିଯାଇଥିଲେ। ଆଉ କାର ତଳେ ତାଙ୍କ ଗୋଡ ଲାଖିଯାଇଥିଲା। କାର ଭିତରେ କୌଣସି ମ୍ୟୁଜିକ ବାଜୁନଥିଲା। ଅଞ୍ଜଳି ଜୀବନ ବଞ୍ଚାଇବାକୁ ଚିତ୍କାର କରୁଥିଲା। ହେଲେ କାର୍ ଚାଳକ ଜାଣିଶୁଣି ଗାଡି ଅଟକାଇବା ବଳଦରେ ତାଙ୍କୁ ୧୨ କିମି ଘୋଷାଡି ଦେଇଥିଲେ। ଫଳରେ ଅଞ୍ଜଳିଙ୍କର ମୃତ୍ୟୁ ଘଟିଥିଲା।

ତେବେ ଏହି ଘଟଣା ପରେ ନିଧି ଭୟଭୀତ ହୋଇଯାଇଥିଲେ। କାହାକୁ କିଛି ନକହି ଘରକୁ ପଳାଇଥିଲେ ଓ ନୀରବ ରହିଥିଲେ ବୋଲି କହିଛନ୍ତି ଅଞ୍ଜଳିଙ୍କ ସାଙ୍ଗ ନିଧି। ସେପଟେ ନିଧିଙ୍କ ଏହି ବୟାନ ପୁଲିସ ପାଇଁ ସବୁଠୁ ବଡ ଅସ୍ତ୍ର ହୋଇଛି। ତାଙ୍କର ଏହି ବୟାନ ଧାରା ୧୬୪ ଅଧିନରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ରେକର୍ଡ କରାଯାଇଛି। ନିଧିଙ୍କ ବୟାନକୁ ଆଧାର କରି ପୁଲିସ ଯାଞ୍ଚକୁ ଜୋରଦାର କିରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story