ଏଣିକି ସଂସଦରେ ଜୁମଲାଜୀବୀ, କରପ୍ଟ, ଶକୁନି ଶବ୍ଦ ବ୍ୟବହାର କରାଯାଇ ପାରିବ ନାହିଁ

ନୂଆଦିଲ୍ଲୀ: ଆକ୍ଷେପ ଓ ସମାଲୋଚନା ନାମରେ ଏଣିକି ସଂସଦରେ ମନ ଇଚ୍ଛା ଶବ୍ଦ କୁହାଯାଇ ପାରିବ ନାହିଁ। ତେଣୁ କେତେକ ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟବହାର କରିବାକୁ କଟକଣା ଜାରି କରାଯାଇଛି। ଯେଉଁ ଶବ୍ଦ ଗୁଡ଼ିକୁ ଅବୈଧାନିକ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି। ଯଦି କେହି ସଦସ୍ୟ ସେହି ଶବ୍ଦ ଗୁଡ଼ିକୁ ବ୍ୟବହାର କରନ୍ତି ତେବେ ସଂସଦୀୟ ନିୟମ ଅନୁଯାୟୀ ତାହା ଅସାମ୍ବିଧାନିକ ବୋଲି ବିଚାର କରାଯିବ। ଏହି ଶବ୍ଦ ଗୁଡ଼ିକ ହେଲା ଜୁମଲାଜୀବୀ, ବାଲ ବୁଦ୍ଧି, କୋଭିଡ୍‌ ସ୍ପ୍ରେଡର […]

Parliament

Parliament

Tapas Behera
  • Published: Thursday, 14 July 2022
  • Updated: 14 July 2022, 03:12 PM IST

ନୂଆଦିଲ୍ଲୀ: ଆକ୍ଷେପ ଓ ସମାଲୋଚନା ନାମରେ ଏଣିକି ସଂସଦରେ ମନ ଇଚ୍ଛା ଶବ୍ଦ କୁହାଯାଇ ପାରିବ ନାହିଁ। ତେଣୁ କେତେକ ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟବହାର କରିବାକୁ କଟକଣା ଜାରି କରାଯାଇଛି। ଯେଉଁ ଶବ୍ଦ ଗୁଡ଼ିକୁ ଅବୈଧାନିକ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି। ଯଦି କେହି ସଦସ୍ୟ ସେହି ଶବ୍ଦ ଗୁଡ଼ିକୁ ବ୍ୟବହାର କରନ୍ତି ତେବେ ସଂସଦୀୟ ନିୟମ ଅନୁଯାୟୀ ତାହା ଅସାମ୍ବିଧାନିକ ବୋଲି ବିଚାର କରାଯିବ। ଏହି ଶବ୍ଦ ଗୁଡ଼ିକ ହେଲା ଜୁମଲାଜୀବୀ, ବାଲ ବୁଦ୍ଧି, କୋଭିଡ୍‌ ସ୍ପ୍ରେଡର ଏବଂ ସ୍ନୋପଗେଟ୍‌, ଆସେମଡ୍‌, ଆବ୍ୟୁଜଡ୍‌, ବେଟରେଡ୍‌, କରପ୍ଟ, ଡ୍ରାମା, ହିପୋକ୍ରେସି ଏବଂ ଇନ୍‌କମ୍ପିଟେଣ୍ଟ। ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଏହି ଶବ୍ଦ ଗୁଡ଼ିକୁ ବାରଣ କରାଯାଇଛି। ଲୋକସଭାର ସଚ୍ଚିବାଳୟ ପକ୍ଷରୁ ପ୍ରକାଶ ପାଇଥିବା ନୂଆ ବୁକଲେଟରେ ଏହା ଦର୍ଶାଯାଇଛି। ଆସନ୍ତା ଜୁଲାଇ ୧୮ରେ ମୌସୁମୀ ଅଧିବେସନ ଆରମ୍ଭ ହେଉଛି। ଏହି ସେସନଠାରୁ ଉକ୍ତ ଶବ୍ଦ ଗୁଡ଼ିକ ବ୍ୟବହା ଉପରେ କଟକଣା ଲାଗୁ କରାଯାଇଛି। ସେହିପରି ଆଉ କେତେକ ଗୁଡ଼ିଏ ଶବ୍ଦ ଉପରେ ମଧ୍ୟ ରୋକ ଲାଗାଯାଇଛି। ଏହି ଶବ୍ଦ ଗୁଡ଼ିକ ହେଲା  ଅରାଜକକାରୀ, ଶକୁନି, ଏକଛତ୍ରବାଦୀ, ତାନାସାହି, ଜୟଚାନ୍ଦ, ବିନାଶ ପୁରୁଷ, ଖଲିସ୍ତାନୀ, ଖୁନ ସେ କ୍ଷେତୀ। ଅର୍ଥାତ ସଂଶଦର ବିତର୍କରେ କୌଣସି ସଭ୍ୟ ଏହି ଶବ୍ଦ ଯଦି ବ୍ୟବହାର କରନ୍ତି ତେବେ ଏହାକୁ ଅସାମ୍ବିଧାନିକ ବୋଲି ବିବେଚନା କରାଯିବ।

ଖାଲି ସେତିକି ନୁହଁ  ‘ଦୋହରା ଚରିତ୍ର, ନିକମ୍ମା , ନୌଟଙ୍କୀ ଧିଣ୍ଡୋରା ପିଟନା ଏବଂ ବିହାରୀ ସରକାର’ ଶବ୍ଦକୁ ବାରଣ କରାଯାଇଛି। ସଂସଦରେ ଆପତ୍ତିଜନକ ଶବ୍ଦକୁ ହଟାଯିବା ଏକ ନିୟମିତ ପ୍ରକ୍ରିୟା। ଆବଶ୍ୟକସ୍ଥଳେ ବିଧିମୁତାବକ ବୈଠକ ବସି ଏହା ଉପରେ ନିଷ୍ପତ୍ତି ହୋଇଥାଏ। ସମୟ ଅନୁସାରେ ଆଗକୁ ଅନେକ ଶବ୍ଦକୁ  ସଂସଦୀୟ ଆଲୋଚନାରୁ ବାଦ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି। ବିଭିନ୍ନ ସମୟରେ ସଂସଦୀୟ କମିଟି ବସି ଏହା ଉପରେ ବିଚାର କରି ଲୋକସଭା ସଚ୍ଚିବାଳୟ ପକ୍ଷରୁ ନୋଟିସ୍‌ ଜାରି କରାଯିବ ।

ଏହାବାଦେ ଅସାମ୍ବିଧାନିକ ଶବ୍ଦର ପରିଭାଷା ବିଚାରର ସର୍ବୋଚ୍ଚ କ୍ଷମତା ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖରେ ରହିଛି। ପୂର୍ବରୁ କମନୱେଲଥ୍‌ ପାର୍ଲାମେଣ୍ଟରେ ଅନେକ ଶବ୍ଦକୁ ବାରଣ କରାଯାଇଥିବା ନଜିର ରହିଛି। ଯାହା ଲୋକସଭା ସଚ୍ଚିବାଳୟ ପକ୍ଷରୁ ବୁକଲେଟରେ ପ୍ରକାଶ ପାଇଥିଲା। ସେହିପରି କେତେକ ଇଂରାଜୀ ଶବ୍ଦକୁ ମଧ୍ୟ ଅସାମ୍ବାଧାନିକ ତାଲିରେ ଅନ୍ତର୍ଭୁକ୍ତ କରାଯାଇଛି।  ଯେମିତି କି 'bloodshed', 'bloody', 'betrayed', 'ashamed', 'abused', 'cheated, 'chamcha', 'chamchagiri', 'chelas', 'childishness', 'corrupt', 'coward', 'criminal' and 'crocodile tears'.।ସେହିପରି   'disgrace', 'donkey', 'drama', 'eyewash', 'fudge', 'hooliganism', 'hypocrisy', 'incompetent', 'mislead', 'lie' and 'untrue' ଭଳି ଶବ୍ଦକୁ ଅସାମ୍ବିଧାନିକ ଘୋଷଣା କରାଯାଇଛି। ଏମିତି ଅନେକ ଶବ୍ଦକୁ ପୂର୍ବରୁ  ଅନ ପାର୍ଲାମେଣ୍ଟାରୀ ତାଲିକାରେ ଅନ୍ତୁର୍ଭୁକ୍ତ କରାଯାଥିଲେ ମଧ୍ୟ ଗୃହର ସଦସ୍ୟମାନେ ଏହାକୁ ଅମାନ୍ୟ କରୁଥିବା ଅଭିଯୋଗ ହୁଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story