ତେଲ ଟ୍ୟାଙ୍କର-ଲୋରି ଭୟଙ୍କର ଦୁର୍ଘଟଣା : ୯୧ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ସିରା ଲିଉନ୍‌ର ରାଜଧାନୀ ଫ୍ରି ଟାଉନ୍‌ରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ତେଲ ଟ୍ୟାଙ୍କର ସହ ଲୋରି ମଧ୍ୟରେ ଧକ୍କା ହେବାରୁ ଅନୁନ୍ୟ ୯୧ ଜଣଙ୍କର ମୃତ୍ୟୁ ଘଟିଛି। ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ବଡ଼ ଥିଲା ଯେ, ଟ୍ୟଙ୍କରୁ ଇନ୍ଧନ ନିଗ୍ରତ ହୋଇ ଏକ ବସ୍‌ ଉପରେ ପଡ଼ିଥିଲା।  ଫଳରେ ସେଥିରେ ଥିବା ଯାତ୍ରୀ ଫସିଯାଇଥିଲେ। ସ୍ଥାନୀୟ ଗଣମାଧ୍ୟମ ଦ୍ୱାରା ପ୍ରସାରିତ ଫୁଟେଜ ଅନୁଯାୟୀ ଟ୍ୟାଙ୍କର ଚାରିପଟେ କିଛି ଶବ […]

accident

accident

Tapas Behera
  • Published: Saturday, 06 November 2021
  • Updated: 06 November 2021, 07:35 PM IST

Sports

Latest News

ନୂଆଦିଲ୍ଲୀ: ସିରା ଲିଉନ୍‌ର ରାଜଧାନୀ ଫ୍ରି ଟାଉନ୍‌ରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ତେଲ ଟ୍ୟାଙ୍କର ସହ ଲୋରି ମଧ୍ୟରେ ଧକ୍କା ହେବାରୁ ଅନୁନ୍ୟ ୯୧ ଜଣଙ୍କର ମୃତ୍ୟୁ ଘଟିଛି। ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ବଡ଼ ଥିଲା ଯେ, ଟ୍ୟଙ୍କରୁ ଇନ୍ଧନ ନିଗ୍ରତ ହୋଇ ଏକ ବସ୍‌ ଉପରେ ପଡ଼ିଥିଲା।  ଫଳରେ ସେଥିରେ ଥିବା ଯାତ୍ରୀ ଫସିଯାଇଥିଲେ। ସ୍ଥାନୀୟ ଗଣମାଧ୍ୟମ ଦ୍ୱାରା ପ୍ରସାରିତ ଫୁଟେଜ ଅନୁଯାୟୀ ଟ୍ୟାଙ୍କର ଚାରିପଟେ କିଛି ଶବ ମଧ୍ୟ ପଡ଼ିଛି।

ଘଟଣାକୁ ନେଇ ରାଷ୍ଟ୍ରପତି ଜୁଲିୟସ୍ ମାଡା ବିୟୋ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।  କହିଛନ୍ତି ଦୁର୍ଘଟଣାରେ ଏତେ ଜଣ ଲୋକେ ପ୍ରାଣହରାଇବା ତାଙ୍କୁ ମର୍ମାହତ କରିଛି । ଏନେଇ ସେ ଏକ ଟ୍ୱିଟ୍ କରି ମୃତାହତ ଲୋକଙ୍କ ପରିବାରକୁ  ସରକାରୀ ସହାୟତା  ଯୋଗାଇ ଦିଆ ଯିବ ବୋଲି କହିଛନ୍ତି।  ଫ୍ରିଟାଉନ୍ ମେୟର ୟୋଭେନେ ଆକି-ସାୟେର୍ ଘଟଣାକୁ ମର୍ମନ୍ତୁଦ କହିବା ସହ ପ୍ରାୟ ୧୦୦ ଜଣଙ୍କର ମୃତ୍ୟୁ ଘଟିଥିବା  ଗୁଜବ ହେଉଥିବା ସେ କହିଛନ୍ତି ।

ଶୁକ୍ରବାର ରାତିରେ ପୂର୍ବ ୱେଲିଙ୍ଗଟନ୍ ଉପକଣ୍ଠରେ ଥିବା ବ୍ୟସ୍ତବହୁଳ ଚୋଇଥ୍ରାମ ସୁପରମାର୍କେଟ ବାହାରେ ଥିବା ଏକ  ଜଙ୍କସନ୍‌ରେ ଏହି ଦୁର୍ଘଟଣା ଘଟିଛି। ଏକ ରିପୋର୍ଟରେ କୁହାଯାଇଛି ଯେ, ଏଥିରେ ଏକ ବସ୍ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ନିକଟସ୍ଥ ଦୋକାନ ଏବଂ ମାର୍କେଟ ଷ୍ଟଲରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story