ଭ୍ୟାକସିନ୍ ପାଇଁ ପୁନାୱାଲାଙ୍କୁ ଆସୁଛି ଧମକଭରା ଫୋନ୍ କଲ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ଟିକାର ଅଭାବ ମଧ୍ୟ ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ଅକ୍ସଫୋର୍ଡ ୟୁନିଭର୍ସିଟି ସହ ମିଶି କରୋନା ଭ୍ୟାକସିନ୍ ପ୍ରସ୍ତୁତ କରିଥିବା କମ୍ପାନୀ ସୀରମ ଇନଷ୍ଟିଚ୍ୟୁଟ୍ ଅଫ୍‌ ଇଣ୍ଡିଆ (ଏସଏସଆଇ)ର ସିଇଓ ଅଦର ପୁନାୱାଲା ଲଣ୍ଡନର ଟାଇମ୍ସ ପତ୍ରିକାକୁ ସାକ୍ଷାତକାର ଦେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି । ପୁନାୱାଲା କହିଛନ୍ତି ଯେ କୋଭିସିଲ୍ଡ ଯୋଗାଣ ପାଇଁ ତାଙ୍କ ଉପରେ ଜବରଦସ୍ତ ଚାପ ପଡ଼ୁଛି। ସାରା ଦେଶରୁ ସେରମ୍ ଇନଷ୍ଟିଚ୍ୟୁଟ୍ […]

ADAR-POONAWALLA

ADAR-POONAWALLA

Ranjit Kumar Jena
  • Published: Sunday, 02 May 2021
  • Updated: 02 May 2021, 12:04 AM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ଟିକାର ଅଭାବ ମଧ୍ୟ ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ଅକ୍ସଫୋର୍ଡ ୟୁନିଭର୍ସିଟି ସହ ମିଶି କରୋନା ଭ୍ୟାକସିନ୍ ପ୍ରସ୍ତୁତ କରିଥିବା କମ୍ପାନୀ ସୀରମ ଇନଷ୍ଟିଚ୍ୟୁଟ୍ ଅଫ୍‌ ଇଣ୍ଡିଆ (ଏସଏସଆଇ)ର ସିଇଓ ଅଦର ପୁନାୱାଲା ଲଣ୍ଡନର ଟାଇମ୍ସ ପତ୍ରିକାକୁ ସାକ୍ଷାତକାର ଦେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ।

ପୁନାୱାଲା କହିଛନ୍ତି ଯେ କୋଭିସିଲ୍ଡ ଯୋଗାଣ ପାଇଁ ତାଙ୍କ ଉପରେ ଜବରଦସ୍ତ ଚାପ ପଡ଼ୁଛି। ସାରା ଦେଶରୁ ସେରମ୍ ଇନଷ୍ଟିଚ୍ୟୁଟ୍ ଉପରେ ଚାପ ପକାଯାଉଛି। ଏପରିକି ତାଙ୍କୁ ଦେଶର କିଛି ମୁଖ୍ୟମନ୍ତ୍ରୀ, ବଡ଼ ବ୍ୟବସାୟୀ ଏବଂ ବିତ୍ତଶାଳୀ ବ୍ୟକ୍ତିଙ୍କ ଫୋନ୍ କଲ୍ ଆସୁଛି । ଯଦି, ଟିକା ନମିଳେ ତେବେ ଏହା ଭଲ ହେବନି ବୋଲି ଫୋନ୍ କଲରେ ତାଙ୍କୁ ଧମକ ମିଳୁଛି । ଯାହା ପରେ ଏବେ ସେ ଅତ୍ୟଧିକ ଚାପରେ ରହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ସବୁ କିଛି ତାଙ୍କ କାନ୍ଧରେ ରହିଛି, କିନ୍ତୁ ସେ ସବୁକୁ ସେ ଏକୁଟିଆ କରିପାରିବେନି। ଖାଲି ଏତିକି ନୁହେଁ ମହାମାରୀର ଡର ମଧ୍ୟରେ ସମସ୍ତଙ୍କୁ ଭ୍ୟାକସିନ୍ ଆବଶ୍ୟକ ପଡ଼ୁଛି । ସମସ୍ତେ ଟିକା ନେବାକୁ ଚାହୁଁଥିବା ବେଳେ ଏହା କିପରି ମିଳିବ ସେଥିପ୍ରତି କାହାରି ବି ଧ୍ୟାନ ନାହିଁ ବୋଲି କହିଛନ୍ତି ପୁନାୱାଲା।

ଅନୁମାନ କରାଯାଉଛି, ଏହି ସବୁ ଫୋନ୍ କଲ୍ ପରେ ସେ ଭାରତ ଛାଡ଼ି ୟୁକେ ଯାଉଛନ୍ତି । ଏହାସହ କୋଭିସିଲ୍ଡର ଉତ୍ପାଦନ କେବଳ ଭାରତରେ ନକରି ଅନ୍ୟ ଦେଶରେ ବି କରାଯିବାକୁ ସେରମ୍ ଯୋଜନା ପ୍ରସ୍ତୁତ କରୁଛି। କିଛି ଦିନ ପୂର୍ବରୁ ହିଁ ପୁନାୱାଲାଙ୍କୁ Y କାଟାଗୋରୀ ସୁରକ୍ଷା ମିଳିଛିା
କରୋନା ମହାମାରୀରେ ବିଶ୍ୱର ସବୁଠୁ ଅଧିକ ଭ୍ୟାକସିନ୍ ଉତ୍ପାଦନ କରୁଛି ସେରମ୍ । ଭାରତରେ ରାଜ୍ୟ ସରକାର ଓ ଘରୋଇ ସଂସ୍ଥା ସିଧାସଳଖ କମ୍ପାନିରୁ ଟିକା କିଣିବାକୁ ଅନୁମତି ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story