ମୋଦିଙ୍କ ଜାଲରେ ଗୁଲାମ ନବୀଙ୍କ ପୁତୁରା, ବିଜେପିରେ ମିଶିଲେ

ଜମ୍ମୁ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‌ଙ୍କ ପୁତୁରା ମୁବାସର ଆଜାଦ୍‌ କଂଗ୍ରେସ ଛାଡ଼ି ଆଜି ବିଜେପିରେ ଯୋଗ ଦେଇଛନ୍ତି। ଜମ୍ମୁ କଶ୍ମୀରିର ତ୍ରିକୁଟା ନଗରରେ ଥିବା ବିଜେପିର ରାଜ୍ୟ ମୁଖ୍ୟାଳୟରେ ମିଶ୍ରଣପର୍ବରେ ସାମିଲ ହୋଇଛନ୍ତି ମୁବାସର। ସେ ବିଜେପିରେ ଯୋଗ ଦେବା ଅବସରରେ ମଞ୍ଚରେ ତାଙ୍କ ସହ ଜମ୍ମୁ କଶ୍ମୀର ବିଜେପି ମୁଖ୍ୟ ରଭିନ୍ଦର ରାଇନା,  ପୂର୍ବତନ ବିଜେପି ବିଧାୟକ ଦଲିପ ପରିହାର, ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ସିଭାପତି ହାରୋନ ଚୌଧୁରୀ ପ୍ରମୁଖ […]

iop

iop

Tapas Behera
  • Published: Sunday, 27 February 2022
  • Updated: 27 February 2022, 09:10 PM IST

Sports

Latest News

ଜମ୍ମୁ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‌ଙ୍କ ପୁତୁରା ମୁବାସର ଆଜାଦ୍‌ କଂଗ୍ରେସ ଛାଡ଼ି ଆଜି ବିଜେପିରେ ଯୋଗ ଦେଇଛନ୍ତି। ଜମ୍ମୁ କଶ୍ମୀରିର ତ୍ରିକୁଟା ନଗରରେ ଥିବା ବିଜେପିର ରାଜ୍ୟ ମୁଖ୍ୟାଳୟରେ ମିଶ୍ରଣପର୍ବରେ ସାମିଲ ହୋଇଛନ୍ତି ମୁବାସର। ସେ ବିଜେପିରେ ଯୋଗ ଦେବା ଅବସରରେ ମଞ୍ଚରେ ତାଙ୍କ ସହ ଜମ୍ମୁ କଶ୍ମୀର ବିଜେପି ମୁଖ୍ୟ ରଭିନ୍ଦର ରାଇନା,  ପୂର୍ବତନ ବିଜେପି ବିଧାୟକ ଦଲିପ ପରିହାର, ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ସିଭାପତି ହାରୋନ ଚୌଧୁରୀ ପ୍ରମୁଖ ମୁବାସରଙ୍କୁ ସ୍ୱାଗତ କରିଥିଲେ। ଜମ୍ମୁର ଦୋଦାରେ ଜଣେ ଯୁବ କଂଗ୍ରେସ ନେତା ଭାବେ ପରିଚିତ ମୁବାସରଙ୍କ ରାହୁଲ ଗାନ୍ଧୀଙ୍କ ସହ ଘନିଷ୍ଟ ସମ୍ପର୍କ ଥିଲା । ଆଜି ମୁବାସରଙ୍କୁ ସ୍ୱାଗତ ବେଳେ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଥିଲେ ରଭିନ୍ଦର ରାଇନା। ସେ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସ, ପିଡିପି ଏବଂନ୍ୟାସନାଲ କନଫରେନ୍ସ(ଏନସି) କିଛି କରି ନାହାନ୍ତି। ସେମାନେ କେବଳ ସୌକିନ୍‌ ଭାବେ କ୍ଷମତା ଉପଭୋଗ କରନ୍ତି ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ନେତୃତାଧୀନ ସରକାର ଜମ୍ମୁ କଶ୍ମୀରରେ ସଶକ୍ତ ଗଣତନ୍ତ୍ର ପାଇଁ ବଦ୍ଧପରିକର। ଏଠାରେ ସବୁ ବର୍ଗଙ୍କର ଅଧିକାର ପାଇଁ ବିଜେପି ଦୃଢ଼ ନିଶ୍ଚିତ କରିବ । ବିଜେପି ନୀତି ଜନତାଙ୍କ ଦ୍ୱାରା ଆଦୃତ ହୋଇପାରିଛି । ବିକାଶ ପାଇଁ ବିଜେପି ନେଇଥିବା ପଦକ୍ଷେପକୁ ଲୋକେ ପସନ୍ଦ କରୁଛନ୍ତି। ତେବେ ମୁବାସରଙ୍କ ଯୋଗଦାନ ବିଜେପିକୁ କେବଳ  ସଶକ୍ତ ଏବଂ ମଜଭୁତ କରିବନି ବରଂ ଏଠିକାର ଯୁବପିଢ଼ିଙ୍କୁ ରାଷ୍ଟ୍ରପ୍ରତି କାର୍ଯ୍ୟ କରିବାକୁ  ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି ।

ତେବେ ମୁବାସର ନିଜ ଦାଦା ତଥା କଂଗ୍ରେସ ନେତା ଗୁଲାମ ନବୀଙ୍କ ପ୍ରତି କଂଗ୍ରେସର ଅପ୍ରିୟ ବ୍ୟବହାରରେ ମର୍ମାହତ ହୋଇ ଦଳ ଛାଡ଼ିଥିବା କ୍ଷୋଭର ସହ କହିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର କଂଗ୍ରେସ ନେତା ଗୁଲାମ ପ୍ରତି ଯେଉଁଭଳି ଭାବେ ବ୍ୟବହାର କରୁଛନ୍ତି ତାହା ଅତ୍ୟନ୍ତ ଅସହ୍ୟ। ଗୁଲାମଙ୍କ ପ୍ରତି ନକରାତ୍କମ ଆଚରଣ ସ୍ଥାନୀୟ ଲୋକଙ୍କ ଭାବନାକୁ ଗଭୀର ଆଘାତ ପହଞ୍ଚାଇଛି। ହେଲେ ଜମ୍ମୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମଙ୍କ ଦକ୍ଷତାକୁ ଚିହ୍ନି ପ୍ରଧାନମନ୍ତ୍ରୀ ସ୍ୱୀକୃତୀ ଦେଇଛନ୍ତି ବୋଲି ସେ କହିଛନ୍ତି । କିଛି ଦିନ ପୂର୍ବରୁ ଗୁଲାମ ନବୀ ଆଜାଦଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାକୁ ନେଇ ଦଳ ଭିତରେ ଭୂକୁଞ୍ଚନ ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story