କେବେ ଶେଷ ହେବ ପ୍ରଧାନମନ୍ତ୍ରୀଙ୍କ ନୂଆ ବାସଭବନ?

ନୂଆଦିଲ୍ଲୀ: କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପର ଅଂଶ ଭାବରେ ଚିହ୍ନଟ ପ୍ରଧାନମନ୍ତ୍ରୀଙ୍କ ବାସଭବନର କାର୍ଯ୍ୟ ଡିସେମ୍ବର ୨୦୨୨ ସୁଦ୍ଧା ଶେଷ ହେବ। ମହାମାରୀ ମଧ୍ୟରେ ଏହି ପ୍ରକଳ୍ପକୁ ସମସ୍ତ ପରିବେଶ ସମ୍ବନ୍ଧିତ ମଞ୍ଜୁରୀ ଦିଆଯାଇଛି । ତେବେ ଅନ୍ୟ ସମସ୍ତ ପ୍ରକାର ଗତିବିଧି ଉପରେ ଅଙ୍କୁଶ ଲଗାଯାଇଛି। କେନ୍ଦ୍ର ସରକାର କେନ୍ଦ୍ରୀୟ ଭିସ୍ତା ପ୍ରୋଜେକ୍ଟକୁ ଅତ୍ୟାବଶ୍ୟକ ସେବା ଅଧୀନରେ ରଖିଛି, ଯାହା ଦ୍ୱାରା ଲକଡାଉନ୍ ଭଳି କଟକଣା ଭିତରେ ମଧ୍ୟ ଏହି କାମ ବନ୍ଦ ହେବ ନାହିଁ। କେନ୍ଦ୍ର […]

PM-HOUSE

PM-HOUSE

Ranjit Kumar Jena
  • Published: Monday, 03 May 2021
  • Updated: 03 May 2021, 07:12 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପର ଅଂଶ ଭାବରେ ଚିହ୍ନଟ ପ୍ରଧାନମନ୍ତ୍ରୀଙ୍କ ବାସଭବନର କାର୍ଯ୍ୟ ଡିସେମ୍ବର ୨୦୨୨ ସୁଦ୍ଧା ଶେଷ ହେବ। ମହାମାରୀ ମଧ୍ୟରେ ଏହି ପ୍ରକଳ୍ପକୁ ସମସ୍ତ ପରିବେଶ ସମ୍ବନ୍ଧିତ ମଞ୍ଜୁରୀ ଦିଆଯାଇଛି । ତେବେ ଅନ୍ୟ ସମସ୍ତ ପ୍ରକାର ଗତିବିଧି ଉପରେ ଅଙ୍କୁଶ ଲଗାଯାଇଛି। କେନ୍ଦ୍ର ସରକାର କେନ୍ଦ୍ରୀୟ ଭିସ୍ତା ପ୍ରୋଜେକ୍ଟକୁ ଅତ୍ୟାବଶ୍ୟକ ସେବା ଅଧୀନରେ ରଖିଛି, ଯାହା ଦ୍ୱାରା ଲକଡାଉନ୍ ଭଳି କଟକଣା ଭିତରେ ମଧ୍ୟ ଏହି କାମ ବନ୍ଦ ହେବ ନାହିଁ। କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ମିଳିବା ପରେ ପ୍ରୋଜେକ୍ଟର କାମ ଦ୍ରୁତ ଗତିରେ ଚାଲିଛି। ବିରୋଧୀ ଦଳ, ଅଧିକାର କାର୍ଯ୍ୟକର୍ତ୍ତାଙ୍କ ଆପତ୍ତି ସତ୍ତ୍ୱେ ସରକାର ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସଂସଦ ଭବନ ଏବଂ ଅନ୍ୟାନ୍ୟ ବିଲ୍ଡିଂର କାମକୁ ନେଇ ପ୍ରତିଶ୍ରୁତିବଦ୍ଧ ଥିବା ଜଣାପଡିଛି। ଗତ ବର୍ଷ ଡିସେମ୍ବର ୧୦ ରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭବନର ଭୁମି ପୂଜନ କରିଥିଲେ।

ଏହି ପ୍ରୋଜେକ୍ଟ ଅଧୀନରେ ଯେଉଁ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ, ସେଥିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅନ୍ତର୍ଭୁକ୍ତ ରହିଛି। ସେହି ସମୟସୀମା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମୁତୟନ ଥିବା ଏସପିଜି ମୁଖ୍ୟାଳୟ ଏବଂ ବ୍ୟୁରୋକ୍ରାଟଙ୍କ ପାଇଁ ସ୍ୱତନ୍ତ୍ର ଗ୍ୟାଲେରୀ ମଧ୍ୟ ଡିସେମ୍ବର, ୨୦୨୨ ସୁଦ୍ଧା ଶେଷ ହେବ। ପ୍ରଧାନମନ୍ତ୍ରୀଙ୍କ ବର୍ତ୍ତମାନ ଆନୁଷ୍ଠାନିକ ଆବାସର ଠିକଣା ୭, ଲୋକ କଲ୍ୟାଣ ମାର୍ଗ ଅଛି, ଯାହାର ପୂର୍ବ ନାମ ରେସ୍ କୋର୍ସ ରୋଡ ଥିଲା।

ଉପରାଷ୍ଟ୍ରପତିଙ୍କ ବିଲଡିଂ ଆସନ୍ତା ବର୍ଷ ମେ ସୁଦ୍ଧା ଶେଷ ହେବ। ଏହି ପ୍ରୋଜେକ୍ଟର ମୂଲ୍ୟ ପ୍ରାୟ ୧୩, ୪୫୦ କୋଟି ଟଙ୍କା ରଖାଯାଇଛି ଏବଂ ଏହି ଯୋଜନାରେ ପ୍ରାୟ ୪୬ ହଜାର ଲୋକଙ୍କୁ ନିୟୋଜିତ କରାଯାଇଛି। ଦିଲ୍ଲୀର ଐତିହାସିକ ବିଲ୍ଡିଂ ମଧ୍ୟରେ ସାମିଲ୍ ସଂସଦ ଭବନ ବଦଳରେ ନୂତନ ସଂସଦ ଭବନ ନିର୍ମାଣକୁ ନେଇ ବିରୋଧୀ ଦୀର୍ଘ ଦିନ ଧରି ପ୍ରଶ୍ନ କରିଆସୁଛନ୍ତି।

କୋଭିଡ ଜରୁରୀକାଳୀନ ପରିସ୍ଥିତି ମଧ୍ୟରେ ସୋଶାଲ ମିଡିଆରେ ଲୋକମାନେ ଏହାର ଖର୍ଚ୍ଚକୁ ନେଇ ପ୍ରଶ୍ନ କରୁଛନ୍ତି। ଲୋକଙ୍କ କହିବା ଅନୁଯାୟୀ, ଯେଉଁଠି ହସ୍ପିଟାଲ, ଅକ୍ସିଜେନ୍ ଓ ମେଡିସିନକୁ ନେଇ ସରକାର ସଙ୍କଟର ସାମ୍ନା କରୁଛନ୍ତି, ସେହି ସମୟରେ ଅକ୍ସିଜେନ୍, ବେଡ୍‌, ଭ୍ୟାକସିନ୍ ଓ ମେଡିସିନ୍ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଇବା ପରିବର୍ତ୍ତେ ସରକାର ପ୍ରୋଜେକ୍ଟ ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ପ୍ରାୟ ୪ କିଲୋମିଟର୍ ବ୍ୟାପିଥିବା ସରକାରୀ ଭବନ ଓ ବିଲ୍ଡିଂର ପୁନଃନିର୍ମାଣ ଏବଂ ପୁନଃରୁଦ୍ଧାରର ମହତ୍ତ୍ବାକାଂକ୍ଷୀ ପ୍ରୋଜେକ୍ଟ ୨୦୨୪ ସାଧାରଣ ନିର୍ବାଚନ ପୂବର୍ରୁ ଶେଷ ହେବ । କଂଗ୍ରେସ ନେତା ରାହୁଲ୍ ଗାନ୍ଧି ଗତ ସପ୍ତାହରେ ଟୁଇଟ୍ କରି କହିଥିଲେ ଯେ ସେଣ୍ଟ୍ରାଲ୍ ଭିସ୍ତା ଆବଶ୍ୟକ ନାହିଁ, ବରଂ ଏହା ବଦଳରେ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣ (ସେଣ୍ଟ୍ରାଲ ଭିଜନ୍) ବିଶିଷ୍ଟ ଏକ ସେଣ୍ଟ୍ରାଲ୍‌ ଗଭର୍ଣ୍ଣମେଣ୍ଟର ଆବଶ୍ୟକ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story