ପୋଷା ମାନୁନି 'ପିଟ୍‌ବୁଲ୍‌'! ନାବାଳକର କାନ ଛିଣ୍ଡାଇଦେଲା କୁକୁର

ଚଣ୍ଡିଗଡ: ପୋଷା ମାନୁନି ପିଟ୍‌ବୁଲ। ବାରମ୍ବାର ଆକ୍ରାମଣାତ୍ମକ ହୋଇପଡୁଛି ଏହି ପ୍ରଜିତର କୁକୁର। କେତେବେଳେ ନିଜ ମାଲିକ ଉପରେ ତ ଆଉ କେତେବଳେ ବାଟରେ ଯାଉଥିବା ଯାତ୍ରୀଙ୍କ ଉପରେ କରୁଛି ଆକ୍ରମଣ। ଲକ୍ଷ୍ନୌ ପରେ ଏବେ ପଞ୍ଜାବର ଗୁରୁଦାସପୁରରେ ସମନା ଘଟଣା ଦେଖିବାକୁ ମିଳିଛି। ଜଣେ ୧୩ ବର୍ଷୀୟ ନାବାଳକ ଉପରେ ଆକ୍ରମଣ କରିଛି ପିଟ୍‌ବୁଲ। ତେବେ ଏହି ଆକ୍ରମଣରୁ ନାବାଳକଟି ବର୍ତ୍ତି ଯାଇଥିବା ବେଳେ କୁକୁରଟି ତା’ କାନ ଛିଣ୍ଡାଇ ତାକୁ ରକ୍ତାକ୍ତ କରିଦେଇଛି। ଗୁରୁତର […]

pitbull-dog-attack

pitbull-dog-attack

Madhupriya Mistry
  • Published: Saturday, 30 July 2022
  • Updated: 30 July 2022, 09:08 AM IST

Sports

Latest News

ଚଣ୍ଡିଗଡ: ପୋଷା ମାନୁନି ପିଟ୍‌ବୁଲ। ବାରମ୍ବାର ଆକ୍ରାମଣାତ୍ମକ ହୋଇପଡୁଛି ଏହି ପ୍ରଜିତର କୁକୁର। କେତେବେଳେ ନିଜ ମାଲିକ ଉପରେ ତ ଆଉ କେତେବଳେ ବାଟରେ ଯାଉଥିବା ଯାତ୍ରୀଙ୍କ ଉପରେ କରୁଛି ଆକ୍ରମଣ। ଲକ୍ଷ୍ନୌ ପରେ ଏବେ ପଞ୍ଜାବର ଗୁରୁଦାସପୁରରେ ସମନା ଘଟଣା ଦେଖିବାକୁ ମିଳିଛି। ଜଣେ ୧୩ ବର୍ଷୀୟ ନାବାଳକ ଉପରେ ଆକ୍ରମଣ କରିଛି ପିଟ୍‌ବୁଲ। ତେବେ ଏହି ଆକ୍ରମଣରୁ ନାବାଳକଟି ବର୍ତ୍ତି ଯାଇଥିବା ବେଳେ କୁକୁରଟି ତା' କାନ ଛିଣ୍ଡାଇ ତାକୁ ରକ୍ତାକ୍ତ କରିଦେଇଛି। ଗୁରୁତର ଅବସ୍ଥାରେ ନାବାଳକକୁ ବଟାଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତା'ର ଚିକିତ୍ସା ଜାରି ରହିଛି।

ସୂଚନା ମୁତାବକ, ଆଜି ସକାଳୁ ଜିଲ୍ଲାର କୋଟଲି ଭାମ ସିଂହ ଅଞ୍ଚଳରେ ୧୩ ବର୍ଷୀୟ ଗୁରୁପ୍ରୀତ ସିଂହ ବାପାଙ୍କ ସହ ସ୍କୁଟରରେ କୌଣସି ସ୍ଥାନକୁ ଯାଉଥିଲା। ଏହି ସମୟରେ ବାଟରେ ବୁଲୁଥିବା ଏକ ପିଟବୁଲ ପ୍ରଜାତିର କୁକୁର ତାଙ୍କ ଉପରକୁ ଆକ୍ରମଣ କରିଥିଲା। ଏହାପରେ ଗୁରୁପ୍ରୀତ ସ୍କୁଟରରୁ ଖସିପଡିଥିଲା। ଗୁରୁପ୍ରୀତଙ୍କୁ ଆକ୍ରମଣ କରିବା ସହ ତା' କାନ ଛିଣ୍ଡାଇ ଦେଇଥିଲା ପିଟ୍‌ବୁଲ। କିନ୍ତୁ କୌଣସି ପ୍ରକାରେ ପୁଅକୁ କୁକୁରଠାରୁ ରକ୍ଷା କରି ଟାଣି ଆଣିଥିଲେ ତାଙ୍କ ବାପା। ଏହାପରେ ପିଟବୁଲର ମାଲିକ ଘଟଣାସ୍ଥଳରେ ପହଞ୍ଚି କୁକୁରକୁ ଘରକୁ  ନେଇ ପଳାଇଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଏ ମାମଲାରେ କୌଣସି ପୁଲିସ ରିପୋର୍ଟ ଦାଖଲ କରାଯାଇ ନାହିଁ।

ଆହତ ନାବାଳକଙ୍କ ଜେଜେ ମା' ହରଦୀପ କୌରଙ୍କ କହିବା ମୁତାବକ, ତାଙ୍କ ପୁଅ ଓ ନାତି କୌଣସି କାମରେ ସ୍କୁଟରେ ବସି ଅନ୍ୟ ଗାଁକୁ ଯାଉଥିଲେ। ରାସ୍ତାରେ ଜଣେ ବ୍ୟକ୍ତି ତାଙ୍କ ପୋଷା କୁକୁରକୁ ବୁଲାଇବା ପାଇଁ ଆଣିଥିଲେ। ଏହି ସମୟରେ ସ୍କୁଟରରେ ସେହି ରାସ୍ତା ଦେଇ ଯିବା ବେଳେ କୁକୁରଟି ବାପା ପୁଅଙ୍କୁ ଦେଖି ଭୁକିବାକୁ ଲାଗିଥିଲା। ଏହାପରେ ସ୍କୁଟର ଆଡକୁ ଦୌଡିବାକୁ ଚେଷ୍ଟା କରିଥିଲା କୁକୁର। ମାଲିକ ହାତରୁ ଚେନ୍‌ ଛିଡାଇ ସେ ସିଧାସଳଖ ନାତୀ ଉପରେ ଆକ୍ରମଣ କରିଥିଲା। ଫଳରେ ସେ ସ୍କୁଟରରୁ ତଳେ ପଡି ଯାଇଥିଲା। ଏହାପରେ ତା' କନ ଛିଣ୍ଡାଇ ଦେଇଥିଲା କୁକୁର।

ଉଲ୍ଲେଖଯୋଗ ଯେ ଜୁଲାଇ ୧୨ରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। କୈସରବାଗ ଅଞ୍ଚଳରେ ଏକ ପୋଷା ପିଟ୍‌ବୁଲ୍‌ କୁକୁର ୮୦ ବର୍ଷୀୟ ବୟସ୍କା ମହିଳାଙ୍କୁ ଆକ୍ରମଣ କରିଥିଲା। ସେହି ସମୟରେ ମହିଳା ଜଣକ ଘରେ ଏକୁଟିଆ ଥିଲେ। ମହିଳାଙ୍କ ଦେହରୁ ମାଂସ ଖଣ୍ଡ ଖଣ୍ଡ କରି ବାହାର କରିଦେଇଥିଲା କୁକୁର। ଫଳରେ ଘଟଣାସ୍ଥଳରେ ହିଁ ଉକ୍ତ ମହିଳାଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story