ବିଜେପିରେ ଯୋଗ ଦେଇପାରନ୍ତି କୁଲଦୀପ ବିଷ୍ଣୋଇ

ନୂଆଦିଲ୍ଲୀ: କଂଗ୍ରେସରୁ ବହିସ୍କୃତ ହେବା ପରେ ଅଦମପୁର ବିଧାୟକ କୁଲଦୀପ ବିଷ୍ଣୋଇ ରବିବାର ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିଛନ୍ତି। ବିଜେପିର ଦୁଇ ନେତାଙ୍କୁ ଭେଟିବା ପରେ କୁଳଦୀପ ବିଷ୍ଣୋଇ ଖୁବଶୀଘ୍ର ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଦୁହିଁଙ୍କୁ ଭେଟି ସେ ସେମାନଙ୍କ ସହ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ସାମ୍ନାକୁ ଆସିଛି। ଏହି ବୈଠକ ପରେ ତାଙ୍କର ବିଜେପିରେ ଯୋଗଦେବାର ସମ୍ଭାବନା ବଢ଼ିଛି।ଦୁଇ […]

congress

congress

Tapas Behera
  • Published: Sunday, 24 July 2022
  • Updated: 24 July 2022, 05:00 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସରୁ ବହିସ୍କୃତ ହେବା ପରେ ଅଦମପୁର ବିଧାୟକ କୁଲଦୀପ ବିଷ୍ଣୋଇ ରବିବାର ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିଛନ୍ତି। ବିଜେପିର ଦୁଇ ନେତାଙ୍କୁ ଭେଟିବା ପରେ କୁଳଦୀପ ବିଷ୍ଣୋଇ ଖୁବଶୀଘ୍ର ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଦୁହିଁଙ୍କୁ ଭେଟି ସେ ସେମାନଙ୍କ ସହ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ସାମ୍ନାକୁ ଆସିଛି। ଏହି ବୈଠକ ପରେ ତାଙ୍କର ବିଜେପିରେ ଯୋଗଦେବାର ସମ୍ଭାବନା ବଢ଼ିଛି।ଦୁଇ ସପ୍ତାହ ମଧ୍ୟରେ ବିଜେପି ନେତୃତ୍ୱଙ୍କ ସହ ଏହା  ହେଉଊଛି ବିଷ୍ଣୋଇଙ୍କ ଦ୍ୱିତୀୟ ବୈଠକ

ପୂର୍ବରୁ ଜୁଲାଇ ୧୦ରେ ବିଷ୍ଣୋଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କୁ ଦିଲ୍ଲୀରେ ଭେଟିଥିଲେ। ଗତ ମାସରେ କଂଗ୍ରେସ ଦ୍ୱାରା ୫୩ବର୍ଷୀୟ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ସେହି ଦିନଠାରୁ ସେ ବିଜେପି ନେତାଙ୍କ ସହ ବୈଠକ କରୁଥିବା ଦେଖାଯାଇଛି। ଏହା ପୂର୍ବରୁ କଂଗ୍ରେସ ବିଧାୟକ କୁଳଦୀପ ବିଷ୍ଣୋଇଙ୍କୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ହୁଡ୍ଡା ଏକ ପ୍ରଶ୍ନର ଜବାବରେ କହିଥିଲେ, ବିଦ୍ରୋହ ପରେ ବି ପାର୍ଟି ବିଷ୍ଣୋଇଙ୍କୁ ବାହାର କରିବ ନାହିଁ । ହୁଡ୍ଡାଙ୍କ ଅନୁସାରେ, ନିଜେ ନୈତିକ ଦାୟିତ୍ୱ ନେଇ ବିଧାନସଭାରୁ ବିଷ୍ଣୋଇ ଇସ୍ତଫା ଦେବା କଥା।

ହରିୟାଣା ରାଜ୍ୟସଭା ନିର୍ବାଚନରେ କଥିତ ରୂପେ କ୍ରସ ଭୋଟିଂ ପାଇଁ ବରିଷ୍ଠ ନେତା କୁଳଦୀପ ବିଷ୍ଣୋଇଙ୍କୁ ଦଳରୁ ବିଦା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ରାଜ୍ୟସଭା ନିର୍ବାଚନରେ ଅଜୟ ମାନକଙ୍କ ପରାଜୟ ପରେ କୁଳଦୀପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଏକ ପ୍ରକାର ନିଶ୍ଚିତ ଥିଲା। ତେବେ ଏହା ପୂର୍ବରୁ କୁଳଦୀପ ମଧ୍ୟ ଦଳରେ ଅସନ୍ତୁଷ୍ଟ ଥିଲେ। ଏହି ସବୁ କାରଣରୁ ବିଧାୟକ କୁଳଦୀପ ବିଷ୍ଣୋଇଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଳରୁ ବିଦା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story