ଗରିବଙ୍କୁ ଦିଆଯିବ ୫ହଜାର ଟଙ୍କା

ଚଣ୍ଡୀଗଡ଼: କରୋନା ଭାଇରସ୍ ସଂକ୍ରମଣ ବଢ଼ିବା କାରଣରୁ ଜାରି ହୋଇଥିବା କଟକଣା ମଧ୍ୟରେ ଗରିବଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ହରିୟାଣା ସରକାର । ରାଜ୍ୟରେ ଥିବା ବିପିଏଲ୍ କାର୍ଡଧାରୀଙ୍କୁ ସରକାର ୫ହଜାର ଟଙ୍କା ଲେଖାଏ ପ୍ରଦାନ କରିବେ । ହରିୟାଣାର ଗୃହ ମନ୍ତ୍ରୀ ଅନୀଲ ବିଜ୍ ଏହି ସୂଚନା ଦେଇଛନ୍ତି । ଅନୀଲ ବିଜ୍ କହିଛନ୍ତି, ଗରିବ ରେଖାରୁ ତଳେ ଥିବା ଅର୍ଥାତ୍ ବିପିଏଲ୍ ପରିବାରଙ୍କୁ ୫ହଜାର ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତିି ନିଆଯାଇଛି, କାରଣ […]

Haryana-Home-Minister-Anil-

Haryana-Home-Minister-Anil-

Ranjit Kumar Jena
  • Published: Monday, 10 May 2021
  • Updated: 11 May 2021, 12:01 AM IST

Sports

Latest News

ଚଣ୍ଡୀଗଡ଼: କରୋନା ଭାଇରସ୍ ସଂକ୍ରମଣ ବଢ଼ିବା କାରଣରୁ ଜାରି ହୋଇଥିବା କଟକଣା ମଧ୍ୟରେ ଗରିବଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ହରିୟାଣା ସରକାର । ରାଜ୍ୟରେ ଥିବା ବିପିଏଲ୍ କାର୍ଡଧାରୀଙ୍କୁ ସରକାର ୫ହଜାର ଟଙ୍କା ଲେଖାଏ ପ୍ରଦାନ କରିବେ । ହରିୟାଣାର ଗୃହ ମନ୍ତ୍ରୀ ଅନୀଲ ବିଜ୍ ଏହି ସୂଚନା ଦେଇଛନ୍ତି ।

ଅନୀଲ ବିଜ୍ କହିଛନ୍ତି, ଗରିବ ରେଖାରୁ ତଳେ ଥିବା ଅର୍ଥାତ୍ ବିପିଏଲ୍ ପରିବାରଙ୍କୁ ୫ହଜାର ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତିି ନିଆଯାଇଛି, କାରଣ ସେମାନଙ୍କର ଜୀବିକା ଏବେ ଠପ୍ ପଡ଼ିଯାଇଛି ଏବଂ କୋଭିଡ୍‌-୧୯ କାରଣରୁ ସେମାନଙ୍କୁ ଆଇସୋଲେସନରେ ରହିବାକୁ ପଡ଼ିଛି । ଏଥିପାଇଁ ସେମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା ।

ସୂଚନାଯୋଗ୍ୟ, କରୋନା ଭାଇରସ୍ ସଂକ୍ରମଣରେ ଲଗାମ ଲଗାଇବା ପାଇଁ ହରିୟାଣା ସରକାର ମେ’ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବଢ଼ାଇଛନ୍ତି । ରବିବାର ଗୃହ ମନ୍ତ୍ରୀ ଅନୀଲ ବିଜ୍ ଏହି ଘୋଷଣା କରିଥିଲେ । ସେ କହିଛନ୍ତିଳ, କରୋନା ସଂକ୍ରମଣକୁ ରୋକିବା ପାଇଁ କିଛି କଠିନ ଉପାୟ ନିଆଯାଉଛି । ଏହା ସହ ରାଜ୍ୟରେ ବର୍ତ୍ତମାନ ଜାରି ରହିଥିବା କଟକଣାକୁ ମେ’ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଛି ।

ହରିୟାଣାରେ ରବିବାର ୧୩,୫୪୮ ନୂଆ କରୋନା ମାମଲା ସାମ୍ନାକୁ ଆସିଥିଲା । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬,୧୫,୮୯୭କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ଦିନରେ ୧୫୧ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୬୦୫ରେ ପହଞ୍ଚିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story