ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ, ଗର୍ଭବତୀ ହେବା ପରେ ଜଣାପଡ଼ିଲା

ଜୟପୁର: ପୁଣିଥରେ ରାଜସ୍ଥାନରୁ ଆସିଛି ଲଜ୍ଜାଜନକ ଖବର। କଥା କହି ପାରୁ ନଥିବା କିମ୍ବା ଶୁଣି ପାରୁ ନଥିବା ଜଣେ ୧୯ ବର୍ଷୀୟ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ୨ ମାସ ତଳେ ତାଙ୍କ ସହ ଏପରି ଘଟିଥିଲା। ହେଲେ ଏବେ ସେ ହସ୍ପିଟାଲରେ ଗର୍ଭବତୀ ଥିବା ଜଣାପଡ଼ିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ରାଜସ୍ଥାନର ଭିଲୱାଲା ଜିଲ୍ଲାରେ ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ପେଟରେ […]

stop-Rape

stop-Rape

Hemant Lenka
  • Published: Tuesday, 25 January 2022
  • Updated: 25 January 2022, 10:13 AM IST

Sports

Latest News

ଜୟପୁର: ପୁଣିଥରେ ରାଜସ୍ଥାନରୁ ଆସିଛି ଲଜ୍ଜାଜନକ ଖବର। କଥା କହି ପାରୁ ନଥିବା କିମ୍ବା ଶୁଣି ପାରୁ ନଥିବା ଜଣେ ୧୯ ବର୍ଷୀୟ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ୨ ମାସ ତଳେ ତାଙ୍କ ସହ ଏପରି ଘଟିଥିଲା। ହେଲେ ଏବେ ସେ ହସ୍ପିଟାଲରେ ଗର୍ଭବତୀ ଥିବା ଜଣାପଡ଼ିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ରାଜସ୍ଥାନର ଭିଲୱାଲା ଜିଲ୍ଲାରେ ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ପେଟରେ ଗର୍ଭର ଯନ୍ତ୍ରଣା ଅନୁଭବ କରିବା ସହ ରକ୍ତଶ୍ରାବ ଜନିତ ସମସ୍ୟାରେ ପଡ଼ିଥିଲେ। ଏଥିପାଇଁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ଡାକ୍ତରମାନେ ଯାଞ୍ଚ କରିବା ବେଳେ ସେ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ। ଏହାପରେ ହସ୍ପିଟାଲ ପକ୍ଷରୁ ତୁରନ୍ତ ପୁଲିସ୍‌ ଓ ଜିଲ୍ଲା ପ୍ରଶାସନକୁ ଏ ସମ୍ପର୍କରେ ଅବଗତ କରା ଯାଇଥିଲା।

ଯୁବତୀ ଜଣଙ୍କ ଦିବ୍ୟାଙ୍ଗ ହୋଇଥିବାରୁ ସାଙ୍କେତିକ ଭାଷାର ବିଶେଷଜ୍ଞଙ୍କୁ ଡକା ଯାଇଥିଲା। ସେ ଯୁବତୀଙ୍କ ସହ କଥା ହୋଇ ପୂରା ଘଟଣା ବିଷୟରେ ତାଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛନ୍ତି। ଯୁବତୀ ଜଣଙ୍କ ସାଙ୍କେତିକ ଭାଷାରେ କହିଛନ୍ତି ଯେ ୨ ମାସ ତଳେ ସେ ବିଲରେ କାମ କରୁଥିବା ବେଳେ ୩ ଜଣ ଅଜଣା ଯୁବକ ସେଠାରେ ପହଞ୍ଚିଥିଲେ। ଏହାପରେ ସେମାନେ ତାଙ୍କୁ ନିକଟସ୍ଥ ଜଙ୍ଗଲିଆ ଅଞ୍ଚଳକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଘଟଣା ପରେ ସେ ଭୟଭୀତ ହୋଇ ଯାଇଥିବାରୁ ଏକଥା କାହାକୁ କହି ନଥିଲେ। ପୀଡ଼ିତାଙ୍କ ଏହି ବୟାନ ପରେ ପୁଲିସ୍‌ ମାମଲା ରୁଜୁ କରି ଫେରାର ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି।

ଅନ୍ୟପକ୍ଷରେ ପୀଡ଼ିତାଙ୍କ ଗର୍ଭକୁ ମଧ୍ୟ ହସ୍ପିଟାଲରେ ନଷ୍ଟ କରାଯାଇଛି। ଏହା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିଲା। ତେଣୁ ଆଇନ ଅନୁଯାୟୀ ଏହାକୁ ନଷ୍ଟ କରାଯାଇଛି। ଏବେ ପୀଡ଼ିତା ଜଣଙ୍କ ହସ୍ପିଟାଲରେ ରହିଛନ୍ତି। ତାଙ୍କ ଅବସ୍ଥା ଠିକ୍‌ ଥିବା ଭିଲୱାରା ଜିଲ୍ଲାପାଳ ଆଶିଷ ମୋଦି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story