ଟଳିଲା ଶୁଣାଣି ତାରିଖ, ବଢ଼ିଲା ମମତାଙ୍କ ଟେନସନ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ମମତା ବାନାର୍ଜୀଙ୍କ ଦଳ ଟିଏମସି ବିଜୟୀ ହୋଇଛି। କିନ୍ତୁ ନନ୍ଦିଗ୍ରାମରେ ମମତା ବାନାର୍ଜୀ ପ୍ରତିପକ୍ଷ ଦଳ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ପାଖରୁ ପରାଜୟ ବରଣ କରିଛନ୍ତି। ତେବେ ଭୋଟ୍ ଗଣତିରେ ଏପଟ ସେପଟ ହୋଇଛି ବୋଲି ଟିଏମସି ଅଭିଯୋଗ କରିଛି। ଏଥିପାଇଁ ନିର୍ବାଚନ କମିଶନରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କାଠଗଡ଼ାକୁ ଟାଣିଛି ଟିଏମସି। କୋଲକତା ହାଇକୋର୍ଟରେ ଏବେ ଏହି ମାମଲାର ଶୁଣାଣି ଚାଲିଛି। ଟିଏମସି ଶୁଣାଣି ବେଳେ ପ୍ରଥମେ ବିଚାରପତିଙ୍କୁ ନେଇ […]

Mamata

Mamata

Subhransu Sekhar
  • Published: Thursday, 12 August 2021
  • Updated: 12 August 2021, 07:51 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ମମତା ବାନାର୍ଜୀଙ୍କ ଦଳ ଟିଏମସି ବିଜୟୀ ହୋଇଛି। କିନ୍ତୁ ନନ୍ଦିଗ୍ରାମରେ ମମତା ବାନାର୍ଜୀ ପ୍ରତିପକ୍ଷ ଦଳ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ପାଖରୁ ପରାଜୟ ବରଣ କରିଛନ୍ତି। ତେବେ ଭୋଟ୍ ଗଣତିରେ ଏପଟ ସେପଟ ହୋଇଛି ବୋଲି ଟିଏମସି ଅଭିଯୋଗ କରିଛି। ଏଥିପାଇଁ ନିର୍ବାଚନ କମିଶନରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କାଠଗଡ଼ାକୁ ଟାଣିଛି ଟିଏମସି। କୋଲକତା ହାଇକୋର୍ଟରେ ଏବେ ଏହି ମାମଲାର ଶୁଣାଣି ଚାଲିଛି।

ଟିଏମସି ଶୁଣାଣି ବେଳେ ପ୍ରଥମେ ବିଚାରପତିଙ୍କୁ ନେଇ ଆପତ୍ତି ଉଠାଇଥିଲା। ହେଲେ ବିଚାରପତିଙ୍କୁ ବଦଳାଇବା ପ୍ରକ୍ରିୟାରେ ଟିଏମସି ସଫଳ ହୋଇ ପାରିନି। ଆଜି ଅଗଷ୍ଟ ୧୨ରେ ଏହି ପ୍ରସଙ୍ଗରେ ହାଇକୋର୍ଟ ଶୁଣାଣି କରିବାର ଥିଲା। କିନ୍ତୁ ବିଚାରପତି ନନ୍ଦିଗ୍ରାମ ମାମଲାକୁ ନଭେମ୍ବର ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଯାହାକି ମମତା ବାନାର୍ଜୀଙ୍କ ଟେନସନ ବଢ଼ାଇ ଦେଇଛି। ଏମିତିକି ମମତା ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ହରାଇପାରନ୍ତି।

ମେ ୫ରେ ମମତା ବାନାର୍ଜୀ ରାଜ୍ୟର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହେଲେ ସେ ବିଧାନସଭାର ସଦସ୍ୟ ନୁହନ୍ତି କି ରାଜ୍ୟରେ ବିଧାନ ପରିଷଦ ନାହିଁ। ଏଭଳି ପରିସ୍ଥିତିରେ ସମ୍ୱିଧାନର ନିୟମ ଅନୁଯାୟୀ ମମତା ୬ ମାସ ମଧ୍ୟରେ ଗୃହର ସଦସ୍ୟ ହେବେ। ତେଣୁ ମେ ୫ରୁ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବାରୁ ଏହାର ୬ ମାସ ଅବଧି ନଭେମ୍ବର ପୂର୍ବରୁ ଶେଷ ହେଉଛି।

କିନ୍ତୁ ମମତା ବାନାର୍ଜୀଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି କରୋନା। କୋଭିଡର ତୃତୀୟ ଲହର ଏବଂ ସାମାଜିକ ଦୂରତାକୁ ଆଖି ଆଗରେ ରଖି ସାରା ଦେଶରେ ନିର୍ବାଚନ ପ୍ରକ୍ରିୟା ବନ୍ଦ ରହିଛି। ଯେଉଁଥିପାଇଁ ନିକଟରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତୀରଥ ସିଂ ରାଓ୍ୱତ। କାରଣ ସେ ବିଧାୟକ ଭାବରେ ନିର୍ବାଚିତ ହୋଇନଥିଲେ। କରୋନା ପାଇଁ ନିର୍ବାଚନରେ ବିଳମ୍ୱ ହେବ ବୋଲି ଜାଣି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ତେଣୁ ଯଦି ନଭେମ୍ବର ୫ ପୂର୍ବରୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନିଏ, ତାହେଲେ ମମତା ବାନାର୍ଜୀ ଖାଲି ଥିବା କୌଣସି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story