ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବା ନେଇ ଦାବିପତ୍ର ପ୍ରଦାନ କଲେ ହିମନ୍ତ

ଗୌହାଟି: ଆସନ୍ତାକାଲି ହିମନ୍ତ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହାପୂର୍ବରୁ ହିମନ୍ତ ରାଜଭବନକୁ ଯାଇ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ଭେଟିଥିଲେ। ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ଏବଂ ତାଙ୍କ ନେତୃତ୍ୱରେ ରାଜ୍ୟରେ ଏନଡିଏ ସରକାର ଗଢ଼ିବେ ବୋଲି ରାଜ୍ୟପାଳଙ୍କ ନିକଟରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ସର୍ବାନନ୍ଦ ସୋନଓ୍ୱାଲ, ସହଯୋଗୀ ଆସାମ ଗଣପରିଷଦର ବିଧାୟକ, ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ନରେନ୍ଦ୍ର ସିଂହ ତୋମାରଙ୍କ ସହିତ […]

assam-cm

assam-cm

Subhransu Sekhar
  • Published: Sunday, 09 May 2021
  • Updated: 09 May 2021, 07:40 PM IST

Sports

Latest News

ଗୌହାଟି: ଆସନ୍ତାକାଲି ହିମନ୍ତ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହାପୂର୍ବରୁ ହିମନ୍ତ ରାଜଭବନକୁ ଯାଇ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ଭେଟିଥିଲେ। ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ଏବଂ ତାଙ୍କ ନେତୃତ୍ୱରେ ରାଜ୍ୟରେ ଏନଡିଏ ସରକାର ଗଢ଼ିବେ ବୋଲି ରାଜ୍ୟପାଳଙ୍କ ନିକଟରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ସର୍ବାନନ୍ଦ ସୋନଓ୍ୱାଲ, ସହଯୋଗୀ ଆସାମ ଗଣପରିଷଦର ବିଧାୟକ, ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ନରେନ୍ଦ୍ର ସିଂହ ତୋମାରଙ୍କ ସହିତ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଉପସ୍ଥିତ ଥିଲେ।

ଏହା ପୂର୍ବରୁ ଆଜି ଆସାମର ଗୌହାଟିରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ସର୍ବସମ୍ମତି କ୍ରମେ ହିମନ୍ତଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ହିମନ୍ତ ବିଜେପି ବିଧାୟକ ଦଳର ନେତା ଭାବରେ ପ୍ରସ୍ତାବ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍, ଶ୍ରୀଯୁକ୍ତ ରଣଜିତ କୁମାର ଦାସ ଏବଂ ନନ୍ଦିତା ଗରଲୋସା। ଆଉ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଶ୍ରୀଯୁକ୍ତ ନରେନ୍ଦ୍ର ସିଂ ତୋମାର ଓ ଶ୍ରୀଯୁକ୍ତ ଅରୁଣ ସିଂଙ୍କ ତତ୍ତ୍ୱାବଧାନରେ ସର୍ବସମ୍ମତିକ୍ରମେ ଶ୍ରୀଯୁକ୍ତ ଶର୍ମା ମନୋନୀତ ହୋଇଛନ୍ତି ବୋଲି ବୈଜୟନ୍ତ ସୂଚନା ଦେଇଛନ୍ତି। ଆଉ ହିମନ୍ତ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହେବା ପରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ହିମନ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

https://twitter.com/PandaJay/status/1391368008480690182?s=20

ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ୧୨୬ ଆସନ ମଧ୍ୟରୁ ବିଜେପି ୬୦ଟି ଆସନରେ ବିଜୟୀ ହୋଇଛି । ବିଜେପିର ସହଯୋଗୀ ଦଳ ଆସାମ ଗଣ ପରିଷଦ ୯ଟି, ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ ୬ଟି ସିଟ୍ ଜିତିଛି। ଆଜି ବିଧାୟକ ଦଳ ବୈଠକ ପୂର୍ବରୁ ସର୍ବାନନ୍ଦ ସୋନୱାଲ ଆସାମ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story