ଏଣିକି ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ ବର୍ଷ ପଢ଼ିବେ ପିଲା

ନୂଆଦିଲ୍ଲୀ:  ଆଗରୁ ୩ ବର୍ଷ ଥିଲା। ଏବେ ୪ ବର୍ଷ ହେବ।  ଏଣିକି ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ ବର୍ଷ ପଢ଼ିବାକୁ ପଡ଼ିବ। ୪ ବର୍ଷ ପଢ଼ିବା ପରେ ମିଳିବ ସ୍ନାତକରେ ଅନର୍ସ ଡିଗ୍ରୀ। ଜାତୀୟ ଶିକ୍ଷା ନୀତି(ଏନଇପିରେ ରହିଛି ୪ ବର୍ଷିଆ ପାଠ୍ୟକ୍ରମ। ଛାତ୍ରଛାତ୍ରୀମାନେ ଇଚ୍ଛା ଅନୁସାରେ ୩ ବର୍ଷ କିମ୍ବା ୪ ବର୍ଷର ଡିଗ୍ରୀ ପାଠ୍ୟକ୍ରମ ପଢ଼ିବେ। ବର୍ଷକ ପାଠପଢ଼ା ଶେଷରେ ଗୋଟିଏ ପ୍ରମାଣପତ୍ର ମଧ୍ୟ ମିଳିବ। ୪ଟି ସେମିଷ୍ଟାର ଅର୍ଥାତ ୨ […]

bjb-college

bjb-college

Tapas Behera
  • Published: Saturday, 10 December 2022
  • Updated: 10 December 2022, 04:49 PM IST

Sports

Latest News

ନୂଆଦିଲ୍ଲୀ:  ଆଗରୁ ୩ ବର୍ଷ ଥିଲା। ଏବେ ୪ ବର୍ଷ ହେବ।  ଏଣିକି ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ ବର୍ଷ ପଢ଼ିବାକୁ ପଡ଼ିବ। ୪ ବର୍ଷ ପଢ଼ିବା ପରେ ମିଳିବ ସ୍ନାତକରେ ଅନର୍ସ ଡିଗ୍ରୀ। ଜାତୀୟ ଶିକ୍ଷା ନୀତି(ଏନଇପିରେ ରହିଛି ୪ ବର୍ଷିଆ ପାଠ୍ୟକ୍ରମ। ଛାତ୍ରଛାତ୍ରୀମାନେ ଇଚ୍ଛା ଅନୁସାରେ ୩ ବର୍ଷ କିମ୍ବା ୪ ବର୍ଷର ଡିଗ୍ରୀ ପାଠ୍ୟକ୍ରମ ପଢ଼ିବେ। ବର୍ଷକ ପାଠପଢ଼ା ଶେଷରେ ଗୋଟିଏ ପ୍ରମାଣପତ୍ର ମଧ୍ୟ ମିଳିବ। ୪ଟି ସେମିଷ୍ଟାର ଅର୍ଥାତ ୨ ବର୍ଷ ପରେ ଡିପ୍ଲୋମା ସାର୍ଟିଫିକେଟ ପ୍ରଦାନ କରାଯିବ। ୩ବର୍ଷ ତଥା ୬ଟି ସେମିଷ୍ଟାର ଶେଷରେ ସ୍ନାତକ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯିବ। ଅନର୍ସ କିମ୍ବା ରିସର୍ଚ୍ଚ ସହ ଡିଗ୍ରୀ ପାଇଁ ୪ ବର୍ଷ(୮ଟି ସେମିଷ୍ଟାର) ଜରୁରୀ।

ଏ ସଂକ୍ରାନ୍ତରେ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ଦିଆଯାଇଛି। ଆସନ୍ତା ସୋମବାର ପ୍ରକାଶ ପାଇପାରେ ବିଜ୍ଞପ୍ତି। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ସଂସ୍କାର ପାଇଁ ପ୍ରସ୍ତାବ ଦିଆଯାଇଛି। ଦୁଇବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷରେ ସ୍ନାତକ ସାର୍ଟିଫିକେଟ ଦିଆଯିବ। ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବାକୁ ପଡିବ । ଏନେଇ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ରଖାଯାଇଛି । ତେବେ ଏହି ପ୍ରସ୍ତାବକୁ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ପ୍ରଶାସନ ଓ ଶିକ୍ଷକମାନେ ବିରୋଧ କରିଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୯୮୦ରୁ ୩ବର୍ଷିଆ ଅନର୍ସ ଡିଗ୍ରୀ ପ୍ରଦାନ କରି ଆସୁଛନ୍ତି।  କିନ୍ତୁ ୪ ବର୍ଷିଆ ପାଠ୍ୟକ୍ରମ ପାଇଁ ସେମାନଙ୍କ ପାଖରେ କିଛି ଯୋଜନା ନଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story