ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

ଭୋପାଲ: ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଧ୍ୟପ୍ରଦେଶର ଭିଣ୍ଡ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଚାଷ ଜମିରେ ପଡିଯାଇଛି। ଏଥିରେ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସର ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି। ଏହି ବିମାନଟିକୁ ଜଣେ ଟ୍ରେନି ପାଇଲଟ ଉଡାଉଥିଲେ। ଭିଣ୍ଡଠାରୁ ପ୍ରାୟ ୬ କିଲୋମିଟର ନୂର ଏକ ଖାଲି ଚାଷ ଜମିରେ ବାୟୁସେନାର ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଛି। ଧ୍ୱଂସାବଶେଷରୁ ଧୂଆଁ ବାହାରୁଛି। ପୁଲିସର ଏକ ଟିମ୍ […]

Aircraft crashes

Aircraft crashes

Madhupriya Mistry
  • Published: Thursday, 21 October 2021
  • Updated: 21 October 2021, 11:40 AM IST

Sports

Latest News

ଭୋପାଲ: ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଧ୍ୟପ୍ରଦେଶର ଭିଣ୍ଡ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଚାଷ ଜମିରେ ପଡିଯାଇଛି। ଏଥିରେ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସର ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି। ଏହି ବିମାନଟିକୁ ଜଣେ ଟ୍ରେନି ପାଇଲଟ ଉଡାଉଥିଲେ।

ଭିଣ୍ଡଠାରୁ ପ୍ରାୟ ୬ କିଲୋମିଟର ନୂର ଏକ ଖାଲି ଚାଷ ଜମିରେ ବାୟୁସେନାର ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଛି। ଧ୍ୱଂସାବଶେଷରୁ ଧୂଆଁ ବାହାରୁଛି। ପୁଲିସର ଏକ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ଚାରିଆଡେ କର୍ଡନ୍ ତିଆରି କରିଛି। ବିମାନର ଆଗ ଭାଗର ଅଧା ମାଟି ଭିତରେ ପୋତି ହୋଇ ରହିଛି।

ଏହି ଦୁର୍ଘଟଣାରେ ବିମାନ ଉଡ଼ାଉଥିବା ଲେଫ୍ଟନାଣ୍ଟ ଅଭିଲାଶ ସୁରକ୍ଷିତ ଅଛନ୍ତି। ସେ ବିମାନ ଭିତରକୁ କିଭଳି ସୁରକ୍ଷିତ ଭାବେ ପାରାସୁଟ୍‌ ଜରିଆରେ ବାହାରୁ ଆସିଥିଲେ ତା'ର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।  ଭାରତୀୟ ବାୟୁସେନା ମଧ୍ୟ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଟୁଇଟ୍ କରି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

IAF ର ମିରାଜ 2000 ବିମାନ ଆଜି ସକାଳେ ସେଣ୍ଟ୍ରାଲ ସେକ୍ଟରରେ ଟ୍ରେନିଂ ଉଡ଼ାଣ ସମୟରେ  ଯାନ୍ତ୍ରିକ ତ୍ରୁଟି ଥିବା ଅନୁଭବ କରିଥିଲା। ତେବେ ​​ପାଇଲଟ ଦୁର୍ଘଟଣାରେ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିଲେ। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି।

https://twitter.com/ANI/status/1451059250260701185?s=20

https://twitter.com/Anurag_Dwary/status/1451062732648636416?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story