RTPCR ଟେଷ୍ଟିଂକୁ ନେଇ ଆସିଏମଆର୍ ଜାରି କଲା ଆଇଭାଇଜରୀ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଜାରି ରହିଛି । ଏହାରି ଭିତରେ ଦୈନିକ ବିପୁଳ ସଂଖ୍ୟାରେ ନୂଆ କରୋନା ମାମଲା ସାମ୍ନାକୁ ଆସୁଛି । ଏଭଳି ସ୍ଥିତିରେ ଦେଶରେ କରୋନା ଭ୍ୟାକସିନ୍ ଓ ଟେଷ୍ଟିଂର ଅଭିଯାନ ଜାରି ରହିଛି । ଏହାରି ଭିତରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ମଙ୍ଗଳବାର କରୋନା ଟେଷ୍ଟିଂକୁ ନେଇ ନୂଆ ଆଡଭାଇଜରୀ ଜାରି କରିଛି । ଏହି ଆଡଭାଇଜରରେ ଲ୍ୟାବର ଚାପକୁ କମ୍ କରିବା ପାଇଁ […]

testing

testing

Ranjit Kumar Jena
  • Published: Tuesday, 04 May 2021
  • Updated: 04 May 2021, 09:57 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଜାରି ରହିଛି । ଏହାରି ଭିତରେ ଦୈନିକ ବିପୁଳ ସଂଖ୍ୟାରେ ନୂଆ କରୋନା ମାମଲା ସାମ୍ନାକୁ ଆସୁଛି । ଏଭଳି ସ୍ଥିତିରେ ଦେଶରେ କରୋନା ଭ୍ୟାକସିନ୍ ଓ ଟେଷ୍ଟିଂର ଅଭିଯାନ ଜାରି ରହିଛି । ଏହାରି ଭିତରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ମଙ୍ଗଳବାର କରୋନା ଟେଷ୍ଟିଂକୁ ନେଇ ନୂଆ ଆଡଭାଇଜରୀ ଜାରି କରିଛି । ଏହି ଆଡଭାଇଜରରେ ଲ୍ୟାବର ଚାପକୁ କମ୍ କରିବା ପାଇଁ ଆରଟିପିସିଆର୍ ଟେଷ୍ଟକୁ ସର୍ବନିମ୍ନ କରିବା ଓ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ବଢ଼ାଇବା କଥା କୁହାଯାଇଛି ।

ଆଇସିଏମଆର କହିଛି ଯେ ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ୱିିତୀୟ ଲହର ବେଳେ ଟେଷ୍ଟିଂ କରୁଥିବା ଲ୍ୟାବଗୁଡ଼ିକରେ ଥିବା କର୍ମଚାରୀ ବହୁତ ଚାପରେ କାମ କରୁଛନ୍ତି। ଏଭଳି ସ୍ଥିତିରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଟେଷ୍ଟିଂ ଟାର୍ଗେଟକୁ ପୂରଣ କରିବାରେ ଅନେକ ସସମ୍ୟା ହେଉଛି । କାରଣ ଲ୍ୟାବର କିଛି ଷ୍ଟାଫ୍ କରୋନାରେ ଆକ୍ରାନ୍ତ ଅଛନ୍ତି ।

ଟେଷ୍ଟିଂକୁ ନେଇ ଆଇସିଏମଆରର ପ୍ରମୁଖ ଆଡଭାଇଜରୀ

  •  ଯେଉଁ ଲୋକଙ୍କୁ ଥରେ ଆରଟିପିଆର୍ କିମ୍ବା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ (ଆରଏଟି)ର ଟେଷ୍ଟିଂରେ ସଂକ୍ରମଣ ଦେଖାଯାଉଛି, ସେମାନଙ୍କୁ ଦ୍ୱିତୀୟଥର ଆରଟିପିଆର୍ ଟେଷ୍ଟ କରାଇବାକୁ ପଡ଼ିବ ।
  •  ହସ୍ପିଟାଲରେ କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ରୋଗୀଙ୍କୁ ଆଉ ଟେଷ୍ଟ କରାଇବାର ଆବଶ୍ୟକ ନାହିଁ ।
  • ଲ୍ୟାବରେ ଚାପ କମ୍ କରିବା ପାଇଁ ଆନ୍ତଃରାଜ୍ୟ ଯାତ୍ରା କରୁଥିବା ସୁସ୍ଥ ଲୋକଙ୍କୁ ଆରଟିପିସିଆର୍ ଟେଷ୍ଟର ଆବଶ୍ୟକତାକୁ ସମ୍ପୂର୍ଣ୍ଣ ଭାବେ ହଟାଯିବ ।
  • ଫ୍ଲୁ କିମ୍ବା କୋଭିଡ୍‌-୧୯ ଲକ୍ଷଣ ଥିବା ଲୋକଙ୍କୁ ଅଯଥା ଯାତ୍ରା କିମ୍ବା ଆନ୍ତଃରାଜ୍ୟ ଯାତ୍ରା କରିବାରୁ ବଞ୍ଚିତ ହେବାକୁ ପଡ଼ିବ । ଏହାଦ୍ୱାରା ସଂକ୍ରମଣର ପ୍ରସାର କମିବ ।
  • ଯେଉଁମାନଙ୍କ ଭିତରେ କରୋନାର କୌଣସି ଲକ୍ଷଣ ନାହିଁ, ସେମାନଙ୍କୁ ଯାତ୍ରା କରିବା ସମୟରେ କୋଭିଡ୍ ଗାଇଡଲାଇନର ପାଳନ କରିବା ଦରକାର ।
  •  ମୋବାଇଲ୍ ସିଷ୍ଟମ ଜରିଆରେ ଆରଟିପିସିଆର୍ ଟେଷ୍ଟକୁ ଅଗ୍ରାଧିକାର ଦେବା ପାଇଁ ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନ କରାଯାଉଛି ।

ରାପିଡ୍ ଆଣ୍ଟିଜେନ୍ ସମ୍ବନ୍ଧିତ ଆଡଭାଇଜରୀ

  • ରାପିଡ୍ ଆଣ୍ଟିଜେନ୍ ଟେଷ୍ଟକୁ ସମସ୍ତ ସରକାରୀ ଓ ପ୍ରାଇଭେଟ୍ ହେଲଥ କେୟାର ଫାସିଲିଟୀରେ ବାଧ୍ୟତାମୂଳକ କରାଯିବା ଦରକାର ।
  • ସହର ଓ ଗାଁର ଲୋକଙ୍କୁ ଅଧିକ ସଂଖ୍ୟାରେ ଟେଷ୍ଟିଂ କରାଇବା ଲାଗି ଆରଏଟି ବୁଥ୍ କରାଯାଉ ।
  • ସହର ଓ ଗାଁରେ ଏହି ଆରଏଟି ବୁଥ୍ ଅନେକ ସ୍ଥାନରେ ଲଗାଯାଉ । ଯେପରିକି ସ୍କୁଲ୍‌-କଲେଜ, କମ୍ୟୁନିଟି ସେଣ୍ଟର, ଖାଲି ସ୍ଥାନରେ କରାଯିବା ଦରକାର ।
  • ଏହି ବୁଥଗୁଡ଼ିକ ୨୪ ଘଣ୍ଟା ଓ ୭ ଦିନ ଧରି କାମ କରିବା ଦରକାର ।
  • ସ୍ଥାନୀୟ ପ୍ରଶାସନ ନିଜ ସ୍ତରରେ ଡ୍ରାଇଭ୍ ଥ୍ରୁ ବୁଥ ମଧ୍ୟ ଆରମ୍ଭ କରିପାରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story