ପଶୁଙ୍କୁ ଘାରିଲା କରୋନା, ଭାରତରେ ୮ ସିଂହ ପଜିଟିଭ୍

ହାଇଦ୍ରାବାଦ: ସାରା ଦେଶରେ କରୋନା ହୁ ହୁ ହୋଇ ବଢ଼ିଚାଲିଛି । ଏହାରି ମଧ୍ୟରେ ଖବର ଆସିଛି ଯେ ଏବେ ପଶୁମାନଙ୍କ ଭିତରେ ମଧ୍ୟ କରୋନା ଲକ୍ଷଣ ଦେଖିବାକୁ ମିଳିଛି । ହାଇଦ୍ରାବାଦର ନେହରୁ ଜୁଲୋଜିକାଲ୍ ପାର୍କ (NZP) ରେ ୮ ଏସିଆନ୍ ସିଂହଙ୍କ ଭିତରେ କରୋନାର ଲକ୍ଷଣ ଦେଖା ଦେଇଛି । କୁହାଯାଉଛି ଯେ ଗତ ଏପ୍ରିଲ ୨୯ ତାରିଖରେ ସେଣ୍ଟର ଫର୍ ସେଲ୍ୟୁଲାର୍ ଆଣ୍ଡ ମଲକ୍ୟୁଲାର୍ ବାୟୋଲୋଜି (ସିସିଏମବି) ନେହରୁ ଜୁଲୋଜିକାଲ ପାର୍କର ଅଧିକାରୀଙ୍କୁ […]

lion

lion

Ranjit Kumar Jena
  • Published: Tuesday, 04 May 2021
  • Updated: 04 May 2021, 06:26 PM IST

Sports

Latest News

ହାଇଦ୍ରାବାଦ: ସାରା ଦେଶରେ କରୋନା ହୁ ହୁ ହୋଇ ବଢ଼ିଚାଲିଛି । ଏହାରି ମଧ୍ୟରେ ଖବର ଆସିଛି ଯେ ଏବେ ପଶୁମାନଙ୍କ ଭିତରେ ମଧ୍ୟ କରୋନା ଲକ୍ଷଣ ଦେଖିବାକୁ ମିଳିଛି । ହାଇଦ୍ରାବାଦର ନେହରୁ ଜୁଲୋଜିକାଲ୍ ପାର୍କ (NZP) ରେ ୮ ଏସିଆନ୍ ସିଂହଙ୍କ ଭିତରେ କରୋନାର ଲକ୍ଷଣ ଦେଖା ଦେଇଛି ।

କୁହାଯାଉଛି ଯେ ଗତ ଏପ୍ରିଲ ୨୯ ତାରିଖରେ ସେଣ୍ଟର ଫର୍ ସେଲ୍ୟୁଲାର୍ ଆଣ୍ଡ ମଲକ୍ୟୁଲାର୍ ବାୟୋଲୋଜି (ସିସିଏମବି) ନେହରୁ ଜୁଲୋଜିକାଲ ପାର୍କର ଅଧିକାରୀଙ୍କୁ ଜଣାଇଥିଲେ ଯେ ଆଟିପିସିଆର୍ ଟେଷ୍ଟରେ ୮ ସିଂହ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ ।

ଜୁଲୋଜିକାଲ୍ ପାର୍କର ଡାଇରେକ୍ଟର ଡାକ୍ତର ସିଦ୍ଧାନନ୍ଦ କୁକରେତୀ କହିଛନ୍ତି ଯେ ସିଂହ ମାନଙ୍କ ଭିତରେ କରୋନାର ଲକ୍ଷଣ ଦେଖା ଦେଇଥିଲା। ଡାକ୍ତର କୁକରେତୀ ଆହୁରି କହିଛନ୍ତି, ଏକଥା ସତ ଯେ ସିଂହମାନଙ୍କ ଭିତରେ କରୋନାର ଲକ୍ଷଣ ଦେଖା ଦେଇଛି, କିନ୍ତୁ ଆମକୁ ସିସିଏମବିଠାରୁ ସିଂହମାନଙ୍କର ଆରଟିପିସିଆର୍ ରିପୋର୍ଟ ମିଳିନାହିଁ । ରିପୋର୍ଟ ମିଳିବା ପରେ ଆମେ ଏହା ଉପରେ ସମ୍ପୂର୍ଣ୍ଣ ସୂଚନା ଦେବୁ ।

ୱାଇଲ୍ଡ ଲାଇଫ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ସେଣ୍ଟର (ଡବ୍ଲ୍ୟୁଆରଟିସି)ର ନିର୍ଦ୍ଦେଶକ ଡାକ୍ତର ଶିରୀଷ ଉପାଧ୍ୟାୟ କହିଛନ୍ତି, ବ୍ରୋକ୍ସ ଜୁ’ରେ କରୋନା ଭାଇରସ୍ ପାଇଁ ୮ ବାଘ ଓ ସିଂହର ପରୀକ୍ଷଣ ପରେ ସେଭଳି କୌଣସି ରିପୋର୍ଟ ସାମ୍ନାକୁ ଆସିନାହିଁ । ତେବେ ହଂକଂରେ କୁକୁର ଓ ବିଲେଇ ଭିତରେ ଭାଇରସ୍ ଦେଖିବାକୁ ମିଳିଥିଲା ।

ସିଂହଙ୍କ ଭିତରେ କରୋନା ଲକ୍ଷଣ ଦେଖାଯିବା ପରେ NZP ଅଧିକାରୀମାନେ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଲେ । ସେଠାରେ ଥିବା ପଶୁ ଚିକିତ୍ସକ ସିଂହମାନଙ୍କ ଭିତରେ କରୋନା ଭାଇରସର ଲକ୍ଷଣ ଯଥା କମ୍ ଭୋକ ଲାଗିବା, ନାକରୁ ପାଣି ବାହାରିବା ଓ କାଶ ଦେଖିବାକୁ ପାଇଥିଲେ । ଯାହା ପରେ 12 ସିଂହଙ୍କର ଟେଷ୍ଟ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story