ମଥୁରା, ଅଯୋଧ୍ୟା ଓ ବାରଣାସୀରେ ବିଜେପିକୁ ବଡ଼ ଝଟକା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପଞ୍ଚାୟନ ନିର୍ବାଚନର ଫଳାଫଳ ଆସିବା ପରେ କ୍ଷମତାରେ ଥିବା ଯୋଗୀ ଆଦିତ୍ୟନାଥ ସରକାରକୁ ବଡ଼ ଝଟକା ଲାଗିଛି । ନିର୍ବାଚନରେ ସମାଜବାଦୀ ପାର୍ଟି (ଏସପି) ବିଜେପି ବିରୋଧରେ ବଡ଼ ବିଜୟ ହାସଲ କରିଛି । ବିଜେପି ଗଡ଼ କୁହାଯାଉଥିବା ବାରଣାସୀ, ଅଯୋଧ୍ୟା ଓ ମଥୁରାରେ ସମାଜବାଦୀକୁ ବିପୁଳ ସଫଳତା ମିଳିଛି । ଯୋଗୀ ସରକାର ଚାରିବର୍ଷର କାର୍ଯ୍ୟକାଳରେ ଏହି ତିନି ଜିଲ୍ଲା ଉପରେ ବିଶେଷ ଫୋକସ୍ ଦେଇଛନ୍ତି । ହେଲେ ପଞ୍ଚାୟତ ନିର୍ବାଚନର […]

BJP

BJP

Ranjit Kumar Jena
  • Published: Tuesday, 04 May 2021
  • Updated: 04 May 2021, 06:07 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପଞ୍ଚାୟନ ନିର୍ବାଚନର ଫଳାଫଳ ଆସିବା ପରେ କ୍ଷମତାରେ ଥିବା ଯୋଗୀ ଆଦିତ୍ୟନାଥ ସରକାରକୁ ବଡ଼ ଝଟକା ଲାଗିଛି । ନିର୍ବାଚନରେ ସମାଜବାଦୀ ପାର୍ଟି (ଏସପି) ବିଜେପି ବିରୋଧରେ ବଡ଼ ବିଜୟ ହାସଲ କରିଛି । ବିଜେପି ଗଡ଼ କୁହାଯାଉଥିବା ବାରଣାସୀ, ଅଯୋଧ୍ୟା ଓ ମଥୁରାରେ ସମାଜବାଦୀକୁ ବିପୁଳ ସଫଳତା ମିଳିଛି । ଯୋଗୀ ସରକାର ଚାରିବର୍ଷର କାର୍ଯ୍ୟକାଳରେ ଏହି ତିନି ଜିଲ୍ଲା ଉପରେ ବିଶେଷ ଫୋକସ୍ ଦେଇଛନ୍ତି । ହେଲେ ପଞ୍ଚାୟତ ନିର୍ବାଚନର ଫଳାଫଳ ବିଜେପି ସରକାରକୁ ଶକ୍ତ ଝଟକା ଦେଇଛି ।

ବାରଣାସୀରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ଅଞ୍ଚଳରେ ଜିଲ୍ଲା ପଞ୍ଚାୟତର ୪୦ଟି ଆସନରୁ ବିଜେପି ଖାତାକୁ ମାତ୍ର ୮ଟି ସିଟ୍ ଯାଇଛି । ସେହିପରି ଏସପିକୁ ୧୪ ଓ ବିଏସପିକୁ ୫ ସିଟ୍ ମିଳିଛି । ଏଠାରେ ଅପନା ଦଳ (ଏସ୍‌)କୁ ୩ ସିଟ୍‌, ଆମ୍ ଆଦମୀ ପାର୍ଟି ଓ ସୁଭାଏସପିକୁ ଗୋଟିଏ ଲେଖାଏ ସିଟ୍ ମିଳିଛି । ଅନ୍ୟପକ୍ଷ୍ୟରେ ୩ ସ୍ୱାଧୀନ ପାର୍ଟିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ମଥୁରାରେ ବିଜେପିକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏଠାରେ ମାୟାବତୀଙ୍କ ବିଏସପି ୧୨ଟି ଆସନରେ ବିଜୟୀ ହୋଇଥିବା ବେଳେ ରାଷ୍ଟ୍ରୀୟ ଲୋକଦଳ ୯ଟି ସିଟରେ ବିଜୟୀ ହୋଇଛି । ତେବେ ବିଜେପି ଖାତାକୁ ୮ଟି ସିଟ୍ ଯାଇଛି । ଏସପି ମାତ୍ର ଗୋଟିଏ ଆସନ ଜିତିଥିବା ବେଳେ କଂଗ୍ରେସ ଖାତା ଖୋଲିପାରି ନାହିଁ । ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟୀ ହୋଇଛନ୍ତି ।

ଅଯୋଧ୍ୟାରେ ମଧ୍ୟ ବିଜେପିର ପ୍ରଦର୍ଶର୍ନ ଶୋଚନୀୟ ରହିଛି । ଜିଲ୍ଲାର ୪୦ଟି ପଞ୍ଚାୟତ ସିଟ୍ ମଧ୍ୟରୁ ସମାଜବାଦୀ ପାର୍ଟି ୨୪ଟି ଆସନରେ ବାଜିମାତ୍ କରିଥିବା ବେଳେ ବିଜେପି ମାତ୍ର ୬ଟି ଏବଂ ବିଏସପି ୫ଟିରେ ବିଜୟୀ ହୋଇଛି ।

ସୂଚନାଯୋଗ୍ୟ, ୟୁପିରେ ମୋଟ ୩୦୫୦ ଜିଲ୍ଲାସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉଛି । ତେବେ ଏଥିରୁ ବିଜେପି ୯୧୮ଟି ଆସନ୍ ଜିତିଥିବା ଦାବି କରୁଥିବା ବେଳେ ୫୦୦ଟି ଆସନରେ ଆଗୁଆ ଥିବା କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story