ପଶ୍ଚିମବଙ୍ଗ ଏବଂ ଆସାମକୁ ସାବଧାନ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଏବଂ ଆସାମକୁ ସତର୍କ କରାଇଲା କେନ୍ଦ୍ର। ଉଭୟ ରାଜ୍ୟରେ କୋଭିଡ୍‌ କେସ୍‌ ବଢ଼ୁଥିବାରୁ କେନ୍ଦ୍ର ସାବଧାନ କରିଦେଇଛି। ଉଭୟ ରାଜ୍ୟରେ ସାପ୍ତାହିକ ପଜିଟିଭ ରେଟ୍ ବଢ଼ୁଥିବାରୁ ଏହା ଉପରେ ତୀକ୍ଷ୍ଣ ନଜର ସହ ସମୀକ୍ଷା କରିବାକୁ ପରାମର୍ଶ ଦେଇଛି କେନ୍ଦ୍ର। ବିଶେଷ କରି କୋଭିଡ୍‌ ନର୍ମସକୁ ଉଚିତ୍‌ ଭାବେ ପାଳନ କରିବାକୁ କୁହାଯାଇଛି। ଏନେଇ ଗତ ଅକ୍ଟୋବର ୨୬ତାରିଖରେ ଆସାମ ଏବଂ ପଶ୍ଚିମବଙ୍ଗର ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚିଠି କରାଯାଇଛି। […]

mamata-banarjee

mamata-banarjee

Tapas Behera
  • Published: Saturday, 30 October 2021
  • Updated: 30 October 2021, 06:41 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଏବଂ ଆସାମକୁ ସତର୍କ କରାଇଲା କେନ୍ଦ୍ର। ଉଭୟ ରାଜ୍ୟରେ କୋଭିଡ୍‌ କେସ୍‌ ବଢ଼ୁଥିବାରୁ କେନ୍ଦ୍ର ସାବଧାନ କରିଦେଇଛି। ଉଭୟ ରାଜ୍ୟରେ ସାପ୍ତାହିକ ପଜିଟିଭ ରେଟ୍ ବଢ଼ୁଥିବାରୁ ଏହା ଉପରେ ତୀକ୍ଷ୍ଣ ନଜର ସହ ସମୀକ୍ଷା କରିବାକୁ ପରାମର୍ଶ ଦେଇଛି କେନ୍ଦ୍ର। ବିଶେଷ କରି କୋଭିଡ୍‌ ନର୍ମସକୁ ଉଚିତ୍‌ ଭାବେ ପାଳନ କରିବାକୁ କୁହାଯାଇଛି। ଏନେଇ ଗତ ଅକ୍ଟୋବର ୨୬ତାରିଖରେ ଆସାମ ଏବଂ ପଶ୍ଚିମବଙ୍ଗର ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚିଠି କରାଯାଇଛି। ସେଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଆରତି ଆହୁଜା ଅକ୍ଟୋବର ୨୦ରୁ ୨୬ ମଧ୍ୟରେ ସାପ୍ତାହିକ କୋଭିଡ୍‌ ମାମଲା ବୃଦ୍ଧି ପ୍ରସଙ୍ଗ ଉଠାଇବା ସହ ପରିସ୍ଥିତି ଗମ୍ଭୀର ହୋଇପାରେ ବୋଲି ଦର୍ଶାଇଛନ୍ତି। ଗତ  ଅକ୍ଟୋବର ୨୨ରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ପଶ୍ଚିମବଙ୍ଗକୁ ଚିଠି ଲେଖି ଦଶହରା ଉତ୍ସବରେ ଭିଡ଼ ହୋଇଥିବାରୁ  କୋଭିଡ ମାମଲାରେ ବୃଦ୍ଧି ଘଟିବା ନେଇ ଚିନ୍ତା ପ୍ରକଟ କରିଥିଲେ।

ଅହୁଜା ଆସାମକୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ଗତ ସପ୍ତାହ ଅର୍ଥାତ ଅକ୍ଟୋବର ୨୦ରୁ ୨୬ ମଧ୍ୟରେ ସାପ୍ତାହିକ ମାମଲାରେ ୪୧ ପ୍ରତିଶତ ବୃଦ୍ଧି ପାଇଛି।  ସେହିପରି ଗତ ୪ ସପ୍ତାହ ମଧ୍ୟରେ ପଜିଟି ରେଟ୍‌ ଅଧିକ ବୃଦ୍ଧି ପାଇଛି ବୋଲି କୁହାଯାଇଛି। ତେଣୁ ରାଜ୍ୟକୁ ଅଧିକ ଆରଟିପିସଆର ଟେଷ୍ଟ କରି ରୋଗୀ ଚହ୍ନଟ କରାଯିବା ସହ ସେ ଦିଗରେ ଥିବା ପ୍ରତିଷେଧକମୂଳ ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଛି।  ବିଶେଷ କରି ଆସାମର ବାରପେଟା  ଏବଂ  କାମରୂପ ମେଟ୍ରୋ ଜିଲ୍ଲା କୋଭିଡତ ମାମଲା ବୃଦ୍ଧି ପାଥିବା କୁହାଯାଇଛି।

ସେହିଭଳି ପଶ୍ଚିମବଙ୍ଗରେ କୋଲକାତା ଏବଂ ହାୱଡ଼ାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଅହୁଜା ଦର୍ଶାଇଛନ୍ତି ଯେ, ଗତ ସପ୍ତାହରୁ ରାଜ୍ୟରେ ସାପ୍ତାହିକ ନୂତନ ମାମଲାରେ ପ୍ରାୟ ୪୧ପ୍ରତିଶତ ବୃଦ୍ଧି ଘଟିଛି।  କୋଭିଡ୍‌-୧୯-ସଂଯମ ଆଚରଣ ପ୍ରବର୍ତ୍ତନ ତଥା ସର୍ବସାଧାରଣ ସ୍ଥାନରେ ଫେସ୍‌ ମାସ୍କ୍‌ ପରିଧାନ, ଶାରୀରିକ ଦୂରତ୍ୱ ପାଳନ ଉପରେ ଗୁରତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story