'ଭାରତ ଅନ୍ତର୍ଜାତୀୟ ବଜାରରୁ ଟିକା ଆମଦାନୀ କରିବା ପ୍ରକ୍ରିୟାରେ ବିଳମ୍ୱ କରିଛି'

ନୂଆଦିଲ୍ଲୀ: ଭାରତ ଅନ୍ତର୍ଜାତୀୟ ବଜାରରୁ ଟିକା ଆମଦାନୀ କରିବା ପ୍ରକ୍ରିୟାରେ ବିଳମ୍ୱ କରିଛି। ଏବେ ଦେଶରେ ଚାହିଦା ପୂରଣ କରିବା ପାଇଁ ବିଦେଶରୁ ଯଦି କିଛି କମ୍ପାନୀ ଟିକା ଦେଲେ ତାହେଲେ ମିଳିବ ନହେଲେ ନିଜ ଦେଶରେ ଟିକା ତିଆରି କରି ଚାହିଦା ପୂରଣ କରିବାକୁ ହେବ। ବିଭିନ୍ନ ରାଜ୍ୟ ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା ଆଣି ରାଜ୍ୟବାସୀଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏଭଳି ମତ ରଖିଛନ୍ତି ଦେଶର ଟପ୍ ଭିରୋଲଜିଷ୍ଟ ଡାକ୍ତର ଗଗନଦୀପ […]

Top-Virologist-Gagandeep-Ka

Top-Virologist-Gagandeep-Ka

Subhransu Sekhar
  • Published: Monday, 24 May 2021
  • Updated: 24 May 2021, 12:22 AM IST

Sports

Latest News

ନୂଆଦିଲ୍ଲୀ: ଭାରତ ଅନ୍ତର୍ଜାତୀୟ ବଜାରରୁ ଟିକା ଆମଦାନୀ କରିବା ପ୍ରକ୍ରିୟାରେ ବିଳମ୍ୱ କରିଛି। ଏବେ ଦେଶରେ ଚାହିଦା ପୂରଣ କରିବା ପାଇଁ ବିଦେଶରୁ ଯଦି କିଛି କମ୍ପାନୀ ଟିକା ଦେଲେ ତାହେଲେ ମିଳିବ ନହେଲେ ନିଜ ଦେଶରେ ଟିକା ତିଆରି କରି ଚାହିଦା ପୂରଣ କରିବାକୁ ହେବ। ବିଭିନ୍ନ ରାଜ୍ୟ ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା ଆଣି ରାଜ୍ୟବାସୀଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏଭଳି ମତ ରଖିଛନ୍ତି ଦେଶର ଟପ୍ ଭିରୋଲଜିଷ୍ଟ ଡାକ୍ତର ଗଗନଦୀପ କାଙ୍ଗ। ଯାହାକି ଓଡ଼ିଶା, ୟୁପି, ପଞ୍ଜାବ, ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟର ଗ୍ଲୋବାଲ ଟେଣ୍ଡରର ସଫଳତା ଉପରେ ପ୍ରଶ୍ନ ଉଠାଇଛି।  କାଙ୍ଗ ହେଉଛନ୍ତି ଅକ୍ସିଜେନ ଯୋଗାଣ ପାଇଁ ସୁପ୍ରିମକୋର୍ଟ ତିଆରି କରିଥିବା କମିଟିର ସଦସ୍ୟ।

କାଙ୍ଗ କହିଛନ୍ତି ଯେ ବିଶ୍ୱର ଅନେକ ଦେଶ ବର୍ଷେ ହେବ ରିସ୍କ ନେଇ ଟିକା କିଣିବାରେ ନିୟୋଜିତ ଥିଲେ। ଗତ ବର୍ଷ ମାର୍ଚ୍ଚରେ କରୋନାର ଲହର ଆରମ୍ଭ ହୋଇଯାଇଥିଲା। ସେବେଠାରୁ ଆମେରିକା ଟିକା ପାଇଁ ଅପରେସନ୍ ୱାର୍ପ ସ୍ପିଡ୍ ଆରମ୍ଭ କରିଥିଲା। ଅନେକ ଟିକା କମ୍ପାନୀ ଟିକାର କ୍ଲିନିକାଲ ଟ୍ରାଏଲ କରୁଥିବା ବେଳେ ଅନେକ ଦେଶ ଟିକା ନେବେ ବୋଲି ଆଗୁଆ ଅର୍ଡର କରିଦେଇଥିଲେ। ଭାରତ କିନ୍ତୁ ଆଗୁଆ ଟିକା ଆଣିବ ବୋଲି କହିନି। ଏବେ ଅଭାବ ପଡ଼ିବା ପରେ ଅନ୍ତର୍ଜାତୀୟ ବଜାରରୁ ବହୁ ପରିମାଣରେ କୋଭିଡ ଟିକା କିଣିବା ପାଇଁ ଭାରତ ପ୍ରସ୍ତୁତ ହେଉଛି। ଯାହାକି ବହୁତ ବିଳମ୍ବ ହୋଇଛି ବୋଲି କାଙ୍ଗ କହିଛନ୍ତି।

ବର୍ତ୍ତମାନ ଆମ ପାଖରେ ଅଧିକରୁ ଅଧିକ ଟିକା ଆବଶ୍ୟକ ଥିବା ବେଳେ ବଜାରରେ ସେତକ ପରିମାଣରେ ଟିକା ନାହିଁ। କରୋନାର ତୃତୀୟ ଲହରରୁ ରକ୍ଷା ପାଇବା ପାଇଁ ଅନେକ ରାଜ୍ୟ ଟିକାକରଣକୁ ଜୋରଦାର କରିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ଆବଶ୍ୟକ ପରିମାଣରେ ଟିକା ନଥିବାରୁ ଅନେକ ରାଜ୍ୟରେ ଏହି ଟିକା କେନ୍ଦ୍ର ବନ୍ଦ ରହିଛି।

https://odishareporter.in/nation-world/india/moderna-refuses-punjab-govts-request-for-direct-vaccine-supply-645355

ସେ କହିଛନ୍ତି, ଏବେ ଜାଇଡସ୍ କ୍ୟାଡିଲା, ବାୟୋଲୋଜିକାଲ୍ ଇ ଭଳି କମ୍ପାନୀ ଟିକା ନେଇ କ୍ଲିନିକାଲ ପରୀକ୍ଷା କରୁଛନ୍ତି। କୁହାଯାଉଛି ଏହି କମ୍ପାନୀର ଟିକା ବର୍ଷ ଶେଷ ସୁଦ୍ଧା ଆସିଯିବ। ତେଣୁ ଏବେ ଏହି କମ୍ପାନୀ ପାଖକୁ ଯାଇ ସରକାର କହିବା ଦରକାର କ୍ସିନିକାଲ ଟ୍ରାଏଲ ଶୀଘ୍ର କରନ୍ତୁ। ଯାହା ଟିକା ଉତ୍ପାଦନ ହେବ ସବୁ କିଣିଯିବା। ଏମିତି ହେଲେ କମ୍ପାନୀ ମଧ୍ୟ ଟିକା ତିଆରି କରିବାକୁ ଆହୁରି ଅଧିକ ଉତ୍ସାହ ଦେଖାଇବ। ଏହି ଉପାୟରେ ଆମେ ଅଧିକ ଟିକା ପାଇପାରିବା।

ସେ କହିଛନ୍ତି ଯଦିଓ ଟ୍ରାଏଲ ଶେଷ ହୋଇନି। କିନ୍ତୁ ଆମକୁ ରିସ୍କ ନେଇ ଏହି କମ୍ପାନୀ ଆଗରେ ଟିକା କିିଣିବା ନେଇ ତାଙ୍କ ପାଖରେ କହିବା ଦରକାର। ଏମିତି ହେଲେ ଯାଇ ଟିକା ଶୀଘ୍ର ଉତ୍ପାଦନ ହୋଇପାରିବ। ଏମିତିକି ଗବେଷଣା ଏବଂ ପୁଞ୍ଜି ନିବେଶ ପାଇଁ ସରକାର ଆଗ୍ରହ ଦେଖାଇଲେ କମ୍ପାନୀ ଟିକା ତିଆରି କରିବାକୁ ଅଧିକ ଆଗ୍ରହ ଦେଖାଇବ ବୋଲି କାଙ୍ଗ କହିଛନ୍ତି। କାଙ୍ଗ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏକି ରୟାଲ ସୋସାଇଟିର ଫେଲୋ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story