ଦୁର୍ବଳ ହେଉଛି ତୃତୀୟ ଲହର, ଓମିକ୍ରନ ୮୦ ପ୍ରତିଶତ କମିଛି

ନୂଆଦିଲ୍ଲୀ : ଦୁର୍ବଳ ହେଉଛି ତୃତୀୟ ଲହର। କମୁଛି କୋଭିଡ୍‌ର ପ୍ରଭାବ। ଦେଶରେ କୋଭିଡ ସଂକ୍ରମଣ ହାର ଦ୍ରୁତ ଗତିରେ ହ୍ରାସ ପାଉଛି ।ଦେଶରେ ଓମିକ୍ରନ ମାମଲା ୮୦ ପ୍ରତିଶତ କମିଲାଣି। ଜାନୁଆରି ୨୪ରେ ଦେଶର ହାରାହାରି ସଂକ୍ରମଣ ହାର ୨୦.୭୫ ପ୍ରତିଶତ ଥିବାବେଳେ ଏବେ ତାହା ୪.୪୪ ପ୍ରତିଶତକୁ କମିଆସିଛି । କରୋନା ଗ୍ରାଫରୁ ଏହି ଚିତ୍ର ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ଲବ ଅଗ୍ରୱାଲ କହିଛନ୍ତି। ସେ କହିଛନ୍ତି ଯେ ୪ଟି ରାଜ୍ୟ […]

covid

covid

Tapas Behera
  • Published: Thursday, 10 February 2022
  • Updated: 10 February 2022, 10:06 PM IST

Sports

Latest News

ନୂଆଦିଲ୍ଲୀ : ଦୁର୍ବଳ ହେଉଛି ତୃତୀୟ ଲହର। କମୁଛି କୋଭିଡ୍‌ର ପ୍ରଭାବ। ଦେଶରେ କୋଭିଡ ସଂକ୍ରମଣ ହାର ଦ୍ରୁତ ଗତିରେ ହ୍ରାସ ପାଉଛି ।ଦେଶରେ ଓମିକ୍ରନ ମାମଲା ୮୦ ପ୍ରତିଶତ କମିଲାଣି।

ଜାନୁଆରି ୨୪ରେ ଦେଶର ହାରାହାରି ସଂକ୍ରମଣ ହାର ୨୦.୭୫ ପ୍ରତିଶତ ଥିବାବେଳେ ଏବେ ତାହା ୪.୪୪ ପ୍ରତିଶତକୁ କମିଆସିଛି । କରୋନା ଗ୍ରାଫରୁ ଏହି ଚିତ୍ର ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ଲବ ଅଗ୍ରୱାଲ କହିଛନ୍ତି।

ସେ କହିଛନ୍ତି ଯେ ୪ଟି ରାଜ୍ୟ କେରଳ, ତାମିଲନାଡ଼ୁ,ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ୫୦ ହଜାରରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ସେହିପରି ୧୧ଟି ରାଜ୍ୟରେ ୧୦ ହଜାରରୁ ୫୦ ହଜାର ମଧ୍ୟରେ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସେହିପରି ନୀତି ଆୟୋଗ ସଦସ୍ୟ ଡ.ଭି.କେ.ପଲ କହିଛନ୍ତି ଯେ ଦେଶରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ରହିଛି । ଏହା ଦେଶ ପାଇଁ ଆଶ୍ୱସ୍ତିକର ବିଷୟ।  ତେବେ କେରଳ, ମିଜୋରାମ ଓ ହିମାଚଳ ପ୍ରଦେଶରେ ସ୍ଥିତିରେ ବିଶେଷ ସୁଧାର ଆସି ନାହିଁ।  ଏଣୁ ଆମକୁ  ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story