ଦେଶରେ ୪୧୫ଟି ଓମିକ୍ରନ୍‌ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଚିନ୍ତାଜନଭାବେ ଓମିକ୍ରନ୍‌ ମାମଲା ବଢ଼ି ଚାଲିଛି। ଅଦ୍ୟାବଧି ଦେଶରେ ୪୧୫ଟି  ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୧୮୯ଟି କୋଭିଡ୍ ପଜିଟିଭ କେସ୍ ରେକର୍ଡ଼ ହୋଇଛି। ଏବେ ୭୭,୦୩ଟି କେସ୍ ଆକ୍ଟିଭ୍ ରହିଛି। ଏହି ଆକ୍ଟିଭ୍‌ କେସ ଲୋଡ଼ ୫୭୯ ଦିନ ମଧ୍ୟରେ ସର୍ବନିମ୍ନ ବୋଲି ଜଣାପଡ଼ିଛି। ଯାହା ସକ୍ରିୟ ମାମଲାର ୧ ପ୍ରତିଶତରୁ କମ୍ ଅଟେ।  ବର୍ତ୍ତମାନ ଏହାର ପରିମାଣ ୦.୨୨ ପ୍ରତିଶତ ଅଛି। ଯାହା […]

odisha unlock

odisha unlock

Tapas Behera
  • Published: Saturday, 25 December 2021
  • Updated: 25 December 2021, 10:42 AM IST

ନୂଆଦିଲ୍ଲୀ: ଭାରତରେ ଚିନ୍ତାଜନଭାବେ ଓମିକ୍ରନ୍‌ ମାମଲା ବଢ଼ି ଚାଲିଛି। ଅଦ୍ୟାବଧି ଦେଶରେ ୪୧୫ଟି  ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୧୮୯ଟି କୋଭିଡ୍ ପଜିଟିଭ କେସ୍ ରେକର୍ଡ଼ ହୋଇଛି। ଏବେ ୭୭,୦୩ଟି କେସ୍ ଆକ୍ଟିଭ୍ ରହିଛି। ଏହି ଆକ୍ଟିଭ୍‌ କେସ ଲୋଡ଼ ୫୭୯ ଦିନ ମଧ୍ୟରେ ସର୍ବନିମ୍ନ ବୋଲି ଜଣାପଡ଼ିଛି। ଯାହା ସକ୍ରିୟ ମାମଲାର ୧ ପ୍ରତିଶତରୁ କମ୍ ଅଟେ।  ବର୍ତ୍ତମାନ ଏହାର ପରିମାଣ ୦.୨୨ ପ୍ରତିଶତ ଅଛି। ଯାହା ମାର୍ଚ୍ଚ ୨୦୨୦ଠାରୁ ସର୍ବନିମ୍ନ ବୋଲି ଆକଳନ କରାଯାଉଛି। ସେହିପରି ମାର୍ଚ୍ଚ ୨୦୨୦ଠାରୁ ଦେଶରେ ସର୍ବାଧିକ କୋଭିଡ ରିକଭରି ହାର ୯୮.୪୦ ପ୍ରତିଶତ ରେକର୍ଡ ହୋଇଛି

ଅନ୍ୟପଟେ ୧୬୨ଦିନ ପରେ  ରାଜସ୍ଥାନରେ  ଗୋଟିଏ ଦିନରେ ୪୨ଟି କୋଭିଡ -୧୯ ମାମଲା ସାମ୍ନାକୁ ଆସିଛି। ସେଠାରେ  ଟିକାକରଣ ବାଧ୍ୟତାମୂଳକ କରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ, ଟିକା ନେବାକୁ କେହି ବାରଣ କରିପାରିବେ ନାହିଁ। ଖୁବ୍‌ଶୀଘ୍ର ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ ବୋଲି ସେ କହିଛନ୍ତି ।

ସେପଟେ ବ୍ରିଟେନ୍‌ରେ କୋଭିଡ୍ ମାମଲା ହୁ ହୁ ହୋଇ ବଢ଼ି ଚାଲୁଛି। ଶୁକ୍ରବାର ବ୍ରିଟେନ୍‌ରେ  ଗୋଟିଏ ଦିନରେ ୧,୨୨,୧୮୬ଟି କୋଭିଡ ମାମଲା ରେକର୍ଡ଼ ହୋତଛି। ଯାହା ପୂର୍ବଦିନ ୧,୧୯,୭୮୯ ଥିଲା। ହେଲେ ଡେଲଟାଠାରୁ ଓମିକ୍ରନ୍‌ କମ୍ ଗୁରୁତର  ବୋଲି ବିଶେଷଜ୍ଞମାନେ କହିଛନ୍ତି। ବ୍ରିଟେନ୍‌ରେ ଓମିକ୍ରନ୍ ଭ୍ୟାରିଆଣ୍ଟ ମୃତ୍ୟୁ ସଂଖ୍ୟ ୧୨ରେ ପହଛିଛି। ଟିକାରଣ କବଢ଼ିବା ସହ ଦେଶରେ ବୁଷ୍ଟର ଡୋଜ୍‌ ମଧ୍ୟ ଦିଅଗଲାଣି। ପ୍ରଥମେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ ସମ୍ପ୍ରତି ବିଶ୍ୱର ୧୦୮ ଦେଶକୁ ବ୍ୟାପି ସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story