ହିମାଚଳପ୍ରଦେଶ ପରାଜୟ ପଛରେ ମୂଷା କିଏ ଖୋଜିବ ବିଜେପି

ନୂଆଦିଲ୍ଲୀ: ଘର ଭିତରେ ମୂଷା କିଏ। କେଉଁମାନେ କରିଛନ୍ତି ଆତ୍ମଘାତୀ କାମ। କାହା ପାଇଁ ହାରିଲା ଦଳ।  ହିମାଚଳ ପ୍ରଦେଶରେ ବିଜେପି ନିର୍ବାଚନ ହାରିବା ପରେ ଏହାକୁ ଗମ୍ଭୀରତାର ସହ ନେଇଛି ଦଳ। ନିର୍ବାଚନ ପରିଚାଳନାରେ ଦଳଭିତରେ କେଉଁଠି ତ୍ରୁଟି ରହିଲା ଖୋଜିବା ଆରମ୍ଭ କରିଛି ଦଳ। ସେହିପରି ଦଳ ଭିତରେ ରହି କେଉଁ ମାନେ ମୂଷା ଭଳି କାମ କରିଛନ୍ତି  ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛି ଦଳ। ଏନେଇ ନିଜର ମତ ରଖିଛନ୍ତି […]

jp-nadda

jp-nadda

Tapas Behera
  • Published: Friday, 09 December 2022
  • Updated: 09 December 2022, 12:56 PM IST

Sports

Latest News

ନୂଆଦିଲ୍ଲୀ: ଘର ଭିତରେ ମୂଷା କିଏ। କେଉଁମାନେ କରିଛନ୍ତି ଆତ୍ମଘାତୀ କାମ। କାହା ପାଇଁ ହାରିଲା ଦଳ।  ହିମାଚଳ ପ୍ରଦେଶରେ ବିଜେପି ନିର୍ବାଚନ ହାରିବା ପରେ ଏହାକୁ ଗମ୍ଭୀରତାର ସହ ନେଇଛି ଦଳ। ନିର୍ବାଚନ ପରିଚାଳନାରେ ଦଳଭିତରେ କେଉଁଠି ତ୍ରୁଟି ରହିଲା ଖୋଜିବା ଆରମ୍ଭ କରିଛି ଦଳ। ସେହିପରି ଦଳ ଭିତରେ ରହି କେଉଁ ମାନେ ମୂଷା ଭଳି କାମ କରିଛନ୍ତି  ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛି ଦଳ। ଏନେଇ ନିଜର ମତ ରଖିଛନ୍ତି ବିଜେପି ରାଷ୍ଟ୍ରୟୀ ଅଧ୍ୟକ୍ଷ ଜେପି ନଡ୍ଡା। ଦଳ ଭିତରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦଳ। ଗୋଟିଏ ନକରାତ୍ମକ ଟ୍ରେଣ୍ଡ ତିଆରି ହେଲେ ଏହା ବଢ଼ିଯାଏ।

ଆମକୁ ଏହାକୁ ସମାପ୍ତ କରିବାକୁ ପଡିବ। ଯେତେବେଳେ ଆମେ ଜଣେ ବିଦ୍ରୋହୀ ନେତାଙ୍କୁ ଫେରାଇ ଆଣୁ ଏହା ଏକ ଭୁଲ ବ୍ୟବସ୍ଥାକୁ ଜନ୍ମ ଦିଏ। ସେଭଳି ନେତାଙ୍କୁ ଫେରା ଆଣିବାକୁ ଆମକୁ ସତର୍କ ହେବାକୁ ପଡ଼ିବ। ଆମକୁ ଭବିଷ୍ୟତ ପାଇଁ ଧିକ ଯତ୍ନଶୀଳ ହେବାକୁ ପଡ଼ିବ ବୋଲି ଜେପି ନଡ୍ଡା କରିଛନ୍ତି। ହିମାଚଳ ପ୍ରଦେଶରେ କଂଗ୍ରେସ ୪୦ଟି ଆସନରେ ବିଜୟୀ ହୋଇ ସରକାର ଗଢିବା ନିଶ୍ଚିତ କରିଛି ।

ବିଜେପି ୨୫ଟି ଆସନରେ ବିଜୟ ହାସଲ କରି ବିରୋଧୀ ଦଳରେ ରହିବ । ଜନାଦେଶକୁ ସ୍ୱୀକାର କରାଯିବା ସହ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଇସ୍ତଫା ଦେଇଛନ୍ତି ।ରାଜ୍ୟରେ କଂଗ୍ରେସ ୪୩.୯୦ ପ୍ରତିଶତ ଭୋଟ ପାଇଥିବାବେଳେ ବିଜେପି ୪୩ ପ୍ରତିଶତ ଭୋଟ ପାଇଛି । ୫ ବର୍ଷରେ ଥରେ ସରକାର ବଦଳିବା ହିମାଚଳ ପ୍ରଦେଶର ପରମ୍ପରା ରହିଥିଲା । ଯଦି ବିଜେପି ଏଠାରେ ବିଜୟୀ ହୋଇଥାନ୍ତା ତେବେ ଇତିହାସ ସୃଷ୍ଟି ହୋଇଥାନ୍ତା । ହେଲେ କଂଗ୍ରେସ ବିଜୟୀ ହୋଇ ପୁଣି ଇତିହାସ ଦୋହରାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story