ଆଇଫୋନ୍ ପାଇଁ ହତ୍ୟା

ଚଣ୍ଡିଗଡ: ଆଇଫୋନ୍‌ ପାଇଁ ଗଲା ଜୀବନ। ଫୋନ୍‌ ଦେଖି ବଦଳିଗଲା ମନ। ଟଙ୍କା ଦେବା ବଦଳରେ ଯୁବକଙ୍କୁ କରିଦେଲେ ହତ୍ୟା। ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ପଞ୍ଜାବର ଅମୃତସର ଜିଲ୍ଲାରେ। ପୁଲିସ ସୂଚନା ମୁତାବକ, ଅମୃତସର ଜିଲ୍ଲା ଗୁଜରପୁରାରେ ହୋଇଥିବା ହତ୍ୟା ଘଟଣାର ପର୍ଦ୍ଦାଫାସ୍‌ କରିଛି ପୁଲିସ। ରବିବାର ସେଠାକାର ଥମାସ ନମାକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛର କାରଣ ଏବେ ଏକ ଆଇଫୋନ୍‌ ଥିବା ଜଣାପଡିଛି। ପୁଲିସ କହିବା ମୁତାବକ, ଥମାସ […]

Iphone

Iphone

Madhupriya Mistry
  • Published: Monday, 01 November 2021
  • Updated: 01 November 2021, 01:37 PM IST

Sports

Latest News

ଚଣ୍ଡିଗଡ: ଆଇଫୋନ୍‌ ପାଇଁ ଗଲା ଜୀବନ। ଫୋନ୍‌ ଦେଖି ବଦଳିଗଲା ମନ। ଟଙ୍କା ଦେବା ବଦଳରେ ଯୁବକଙ୍କୁ କରିଦେଲେ ହତ୍ୟା। ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ପଞ୍ଜାବର ଅମୃତସର ଜିଲ୍ଲାରେ।

ପୁଲିସ ସୂଚନା ମୁତାବକ, ଅମୃତସର ଜିଲ୍ଲା ଗୁଜରପୁରାରେ ହୋଇଥିବା ହତ୍ୟା ଘଟଣାର ପର୍ଦ୍ଦାଫାସ୍‌ କରିଛି ପୁଲିସ। ରବିବାର ସେଠାକାର ଥମାସ ନମାକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛର କାରଣ ଏବେ ଏକ ଆଇଫୋନ୍‌ ଥିବା ଜଣାପଡିଛି।

ପୁଲିସ କହିବା ମୁତାବକ, ଥମାସ ଟଙ୍କା ଅଭାବରୁ ନିଜ ଦାମୀ ଆଇଫୋନ୍‌ ବିକିବା ପାଇଁ ସନ୍ନି ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଯାଇଥିଲେ। କିନ୍ତୁ ଉକ୍ତ ଆଇଫୋନ୍‌ ଦେଖି ସନ୍ନିଙ୍କ ମନ ବଦଳିଯାଇଥିଲା। ସେ ଟଙ୍କା ଦେବା ବଦଳରେ ଥମାସଙ୍କୁ ହତ୍ୟା କରି ଚାଷ ଜମିରେ ଫିଙ୍ଗି ଦେଇଥିଲେ। ଏହି ମାମଲାରେ ପୁଲିସ ଏବେ ସନ୍ନିକୁ ଗିରଫ କରିଛି।

ଡିଏସ୍‌ପି ଜସବୀର ସିଂହଙ୍କ ମୁତାବକ, ସନ୍ନିଙ୍କୁ ଗିରଫ କରିବା ପରେ ତା'ନିକଟରୁ ଉକ୍ତ ଆଇଫୋନ୍‌ ଜବତ ହୋଇଛି। ମାମଲାର ତଦନ୍ତ ଜାରି ରହିଛି। ଯଦି ଏହି ହତ୍ୟାକାଣ୍ଡ ପଛରେ ସନ୍ନିଙ୍କ ବ୍ୟତୀତ ଆଉ କିଏ ଦୋଷୀ ଥାଏ ତେବେ ତାକୁ ମଧ୍ୟ ଗିରଫ କରାଯିବ ବୋଲି ଡିଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story