ଇନ୍‌ଷ୍ଟ୍ରାଗ୍ରାମ ଆକାଉଣ୍ଟକୁ ନେଇ ପ୍ରିୟଙ୍କାଙ୍କ ସାଂଘାତିକ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ଅଭିଯୋଗକୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ(ଆଇଟି) ଗୁରୁତର ଭାବେ ଗ୍ରହଣ କରିଛି । ନିଜ ପିଲାଙ୍କ ଇନ୍‌ଷ୍ଟ୍ରାଗ୍ରାମ ଆକାଉଣ୍ଟକୁ ସରକାର ହ୍ୟାକ କରିଥିବା ପ୍ରିୟଙ୍କା ଅଭିଯୋଗ ଆଣିବା ପରେ ଏହାର ତଦନ୍ତ ହେବ ବୋଲି କୁହାଯାଇଛି। ଏହି ଅଭିଯୋଗର ତଦନ୍ତ ପାଇଁ ଆଇଟି ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଭାରତର Computer Emergency Response Team (CERT-In) ଏହି ତଦନ୍ତ କରିବ ବୋଲି ଜଣାପଡ଼ିଉଛି। ମଙ୍ଗଳବାର ପ୍ରିୟଙ୍କା ଗାନ୍ଧି […]

Priyanka

Priyanka

Tapas Behera
  • Published: Wednesday, 22 December 2021
  • Updated: 22 December 2021, 11:54 AM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ଅଭିଯୋଗକୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ(ଆଇଟି) ଗୁରୁତର ଭାବେ ଗ୍ରହଣ କରିଛି । ନିଜ ପିଲାଙ୍କ ଇନ୍‌ଷ୍ଟ୍ରାଗ୍ରାମ ଆକାଉଣ୍ଟକୁ ସରକାର ହ୍ୟାକ କରିଥିବା ପ୍ରିୟଙ୍କା ଅଭିଯୋଗ ଆଣିବା ପରେ ଏହାର ତଦନ୍ତ ହେବ ବୋଲି କୁହାଯାଇଛି। ଏହି ଅଭିଯୋଗର ତଦନ୍ତ ପାଇଁ ଆଇଟି ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।

ଭାରତର Computer Emergency Response Team (CERT-In) ଏହି ତଦନ୍ତ କରିବ ବୋଲି ଜଣାପଡ଼ିଉଛି। ମଙ୍ଗଳବାର ପ୍ରିୟଙ୍କା ଗାନ୍ଧି ଅଭିଯୋଗ କରିଥିଲେ ଯେ, ତାଙ୍କ ପିଲାମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସରକାର ହ୍ୟାକ୍ କରିଛନ୍ତି। ଉତ୍ତରପ୍ରଦେଶରେ ଏସପି ମୁଖ୍ୟ ଅଖିଳେଶ ଯାଦବ ଯୋଗୀ ସରକାରଙ୍କ ବିରୋଧରେ ଫୋନ୍ ଟ୍ୟାପିଂ ଅଭିଯୋଗ ଆଣି଼ଥିଲେ।

ଏହି ପ୍ରସଙ୍ଗକୁ ଉଠାଇ ପ୍ରିୟଙ୍କା ଗାନ୍ଧି  ସନ୍ଦେହ କରିବା ସହ ସରକାରଙ୍କ ବିରୋଧରେ ଉପରୋକ୍ତ ଅଭିଯୋଗ କରିଛନ୍ତି । ସରକାର ମୋ ପିଲାମାନଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ୍ କରୁଛନ୍ତି। ଏପରିକି ସେମାନେ ଫୋନ୍ ଟ୍ୟାପିଂ ରକୁଥିବା ମଧ୍ୟ ପ୍ରିୟଙ୍କା ଅଭିଯୋଗ କରିଛନ୍ତି । ଫୋନ୍‌ ଟ୍ୟାପିଂକୁ ନେଇ ରବିବାର ଅଖିଳେଶ ଯାଦବ ଏକ ସାମ୍ବାଦିକ ସମ୍ମିଲନୀ କରିଥିଲେ।

ଏହି ଗୁଇନ୍ଦାଗିରି ପାଇଁ ସେ ଯୋଗୀ ସରକାରଙ୍କୁ ଦାୟୀ କରିଥିଲେ। ଅଖିଳେଶଙ୍କ ଅଭିଯୋଗ ଉପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ବୋଧହୁଏ ସିଏ ଯେତେବେଳେ କ୍ଷମତାରେ ଥିଲେ ଫୋନ୍ ଟ୍ୟାପିଂ କରୁଥିଲେ। ତେଣୁ ସେ ବର୍ତ୍ତମାନ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story