ରେସ୍କ୍ୟୁ ଅପରେସନ୍‌ ବେଳେ ହେଲିକପ୍ଟରରୁ ଖସିଗଲେ ଆଉ ଜଣେ ପର୍ଯ୍ୟଟକ

ରାଞ୍ଚି: ଝାଡଖଣ୍ଡ ରୋପୱେ ଦୁର୍ଘଟଣାକୁ ତିନି ଦିନ ବିତିଗଲାଣି। ଫସିରହିଥିବା ଯାତ୍ରୀଙ୍କୁ ସେଠାରୁ ବାହାର କରିବା ପାଇଁ ଏବେବି ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ ଏହି ଉଦ୍ଧାରକାର୍ଯ୍ୟ ବେଳେ ପୁଣି ଆଉ ଏକ ଅଘଟଣ ଘଟିଛି। ରେସ୍କ୍ୟୁ ବେଳେ ହେଲିକପ୍ଟରୁ ଖସି ପଡିଛନ୍ତି ଆଉ ଜଣେ ମହିଳା।  ହେଲିକପ୍ଟର ଦଉଡି କ୍ୟାବିନ୍‌ ଭିତରେ ଫସିବା ଯୋଗୁଁ ମହିଳା ଜଣକ ତଳେ ପଡିଯାଇଛନ୍ତି। ସୂଚନା ମୁତାବକ, ଝୌସାଗଡ଼ିରୁ ଆସିଥିବା ମହିଳାଙ୍କୁ ଉଦ୍ଧାର କରାଯାଉଥିବା ବେଳେ ସେ ଧରିଥିବା ଦୌଡ଼ି […]

woman-fell-during-rescue

woman-fell-during-rescue

Madhupriya Mistry
  • Published: Tuesday, 12 April 2022
  • Updated: 12 April 2022, 02:48 PM IST

Sports

Latest News

ରାଞ୍ଚି: ଝାଡଖଣ୍ଡ ରୋପୱେ ଦୁର୍ଘଟଣାକୁ ତିନି ଦିନ ବିତିଗଲାଣି। ଫସିରହିଥିବା ଯାତ୍ରୀଙ୍କୁ ସେଠାରୁ ବାହାର କରିବା ପାଇଁ ଏବେବି ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ ଏହି ଉଦ୍ଧାରକାର୍ଯ୍ୟ ବେଳେ ପୁଣି ଆଉ ଏକ ଅଘଟଣ ଘଟିଛି। ରେସ୍କ୍ୟୁ ବେଳେ ହେଲିକପ୍ଟରୁ ଖସି ପଡିଛନ୍ତି ଆଉ ଜଣେ ମହିଳା।  ହେଲିକପ୍ଟର ଦଉଡି କ୍ୟାବିନ୍‌ ଭିତରେ ଫସିବା ଯୋଗୁଁ ମହିଳା ଜଣକ ତଳେ ପଡିଯାଇଛନ୍ତି।

ସୂଚନା ମୁତାବକ, ଝୌସାଗଡ଼ିରୁ ଆସିଥିବା ମହିଳାଙ୍କୁ ଉଦ୍ଧାର କରାଯାଉଥିବା ବେଳେ ସେ ଧରିଥିବା ଦୌଡ଼ି ଛିଡ଼ିଯାଇଥିଲା। ଏତେ ଉଚ୍ଚରୁ ତଳେ ପଡ଼ିବା ପରେ ମହିଳା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ଏହାପୂର୍ବରୁ ଗତକାଲି ମଧ୍ୟ ରେସ୍କ୍ୟୁ ବେଳେ ଜଣେ ବ୍ୟକ୍ତି ହେଲିକପ୍ଟର ପାଖରେ ପହଞ୍ଚିବା ପରେ ତଳେ ପଡିଯାଇଥିଲେ। ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପୂର୍ବରୁ ଏହି ଘଟଣାରେ ଗତକାଲି ଦୁଇ ଜଣ ମହିଳାଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା।

ଦେଓଘରର ତ୍ରିକୂଟ ପର୍ବତରେ ଦୁଇଟି କେବୁଲ କାର ମଧ୍ୟରେ ଦୁର୍ଘଟଣା ଘଟିବା ପରେ ଘଣ୍ଟା ଘଣ୍ଟା କାଳ ୪୮ ଜଣ ପର୍ଯ୍ୟଟକ ରୋପ୍‌ୱେରେ ଫସି ରହିଥିଲେ। ଫସି ରହିିଥିବା ସମସ୍ତ ପର୍ଯ୍ୟଟଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ବାସିନ୍ଦା, ପ୍ରଶାସନ, ସେନା ଓ ଏନ୍‌ଡିଆର୍‌ଏଫ୍‌ (ନ୍ୟାସନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ) ଟିମ୍ ଉଦ୍ଧାର କରିଥିଲେ। ଘଟଣା ଘଟିବାର ୪୮ଘଣ୍ଟା ବିତିଯାଇଥିବା ବେଳେ ଆଜି ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।

୪୮ ପର୍ଯ୍ୟଟକଙ୍କ ମଧ୍ୟରୁ ଗତକାଲି କିଛି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ୧୫ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି। ବାୟୁସେନା ହେଲିକପ୍ଟର ଏମ୍‌ଆଇ-୧୭ ଜରିଆରେ ସେମାନଙ୍କୁ ଉଦ୍ଧାର କରାଯାଇଛି।

ତୁରନ୍ତ ସେମାନଙ୍କୁ ମଧ୍ୟ ଉଦ୍ଧାର କରାଯିବ ବୋଲି କହିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଟ୍ୱିଟ୍‌ କରି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଓ ଆହତ ହୋଇଥିବା ବ୍ୟକ୍ତିଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story