ଟିକା ନେବା ପରେ ବି ମାଡ଼ି ବସିଲା କରୋନା

ନୂଆଦିଲ୍ଲୀ: କରୋନା କବଳରେ ନ୍ୟାଶନାଲ କନଫରେନ୍ସର ଅଧ୍ୟକ୍ଷ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲ୍ଲା। ଏନେଇ ଫାରଖ ଅବଦୁଲ୍ଲାଙ୍କ ପୁଅ ଉମର ଅବଦୁଲ୍ଲା ଟୁଇଟ୍ କରି ସୂଚନା ଦେଇଛନ୍ତି।  ଏଥିସହ ତାଙ୍କ ପରିବାରର ସମସ୍ତ ସଦସ୍ୟ ହୋମ କ୍ୱାରେଣ୍ଟାଇନରେ ଥିବା ସେ କହିଛନ୍ତି। ଗତ କିଛି ଦିନ ହେବ ଫାରୁଖ ଅବଦୁଲ୍ଲାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ କ୍ୱାରେଣ୍ଟାଇନରେ ଯିବାକୁ କହିବା ସହ ତାଙ୍କର କୋଭିଡ ଟେଷ୍ଟ କରାନେବା ପାଇଁ ଉମର ପରାମର୍ଶ ଦେଇଛନ୍ତି। […]

farooq-abdullah

farooq-abdullah

Madhupriya Mistry
  • Published: Tuesday, 30 March 2021
  • Updated: 30 March 2021, 09:53 AM IST

ନୂଆଦିଲ୍ଲୀ: କରୋନା କବଳରେ ନ୍ୟାଶନାଲ କନଫରେନ୍ସର ଅଧ୍ୟକ୍ଷ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲ୍ଲା। ଏନେଇ ଫାରଖ ଅବଦୁଲ୍ଲାଙ୍କ ପୁଅ ଉମର ଅବଦୁଲ୍ଲା ଟୁଇଟ୍ କରି ସୂଚନା ଦେଇଛନ୍ତି।  ଏଥିସହ ତାଙ୍କ ପରିବାରର ସମସ୍ତ ସଦସ୍ୟ ହୋମ କ୍ୱାରେଣ୍ଟାଇନରେ ଥିବା ସେ କହିଛନ୍ତି। ଗତ କିଛି ଦିନ ହେବ ଫାରୁଖ ଅବଦୁଲ୍ଲାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ କ୍ୱାରେଣ୍ଟାଇନରେ ଯିବାକୁ କହିବା ସହ ତାଙ୍କର କୋଭିଡ ଟେଷ୍ଟ କରାନେବା ପାଇଁ ଉମର ପରାମର୍ଶ ଦେଇଛନ୍ତି।

ଉମର ଅବଦୁଲ୍ଲା ଟ୍ୱିଟ୍ କରି କହିଛନ୍ତି, ମୋ ବାପାକ କରୋନା ଲକ୍ଷଣ ଦେଖାଦେବା ପରେ ତାଙ୍କ ଟେଷ୍ଟ କରାଯାଥିଲା। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଯେଉଁ ପର୍ଯ୍ୟନ୍ତ ପରିବାର ଲୋକଙ୍କ କରୋନା ଟେଷ୍ଟ ହୋଇନି ସେ ପର୍ଯ୍ୟନ୍ତ ସମସ୍ତ ପରିବାର ସଦସ୍ୟ ହୋମ କ୍ୱାରେଣ୍ଟାଇନରେ ରହିବେ ବୋଲି ସେ କହିଛନ୍ତି।

https://twitter.com/OmarAbdullah/status/1376738046096252932?s=20

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨ ତାରିଖ ଦିନ କରୋନା ଟିକାର ପ୍ରଥମ ଡୋଜ ନେଇଥିଲେ ଫାରୁଖ ଅବଦୁଲ୍ଲା। ଏନେଇ ଉମର ଟୁଇଟ କରି ସୂଚନା ଦେଇଥିଲେ। ଫାରଖଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନା ଟିକା ନେଇଥିଲେ। ତେବେ ଟିକା ନେବାର ୨୮ ଦିନ ମଧ୍ୟରେ ଫାରୁଖ ଅବଦୁଲ୍ଲା କରୋନା ପଜିଟିଭ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ଜମ୍ମୁ କାଶ୍ମୀରରେ ୨୩୫ଟି କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୩୦ ହଜାର ୨୨୮କୁ ବୃଦ୍ଧି ପାଇଛି। ସେହିପରି ୧ ଲକ୍ଷ ୨୬ ହଜାର ୧୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯୮୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଜମ୍ମୁ କାଶ୍ମୀରରେ ୧୧୦ଟି ଆକ୍ଟିଭ କେସ୍ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story