ସୀମା ବିବାଦକୁ ନେଇ କର୍ଣ୍ଣାଟକ-ମହାରାଷ୍ଟ୍ର ମଧ୍ୟରେ ସଂଘର୍ଷ

ମୁମ୍ବାଇ: ସୀମା ବିବାଦକୁ ନେଇ କର୍ଣ୍ଣାଟକ-ମହାରାଷ୍ଟ୍ର ମଧ୍ୟରେ ତେଜୁଛି ବିବାଦ। ଆଜି କର୍ଣ୍ଣାଟକ-ମହାରାଷ୍ଟ୍ର ସୀମାରେ ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ବେଳେ ଉତ୍ତେଜନା ଦେଖାଦେଇଛି।  ଉଭୟ ରାଜ୍ୟ ବର୍ଷ ବର୍ଷ ଧରି  କର୍ଣ୍ଣାଟକର ବେଲାଗଭୀଙ୍କୁ ନିଜ  ଅଞ୍ଚଳ ଭାବେ ଦାବି କରି ଆସୁଛନ୍ତି। ତେବେ ଦୁଇପକ୍ଷ ମଧ୍ୟରେ ଚାଲିଥିବା ଛକାପଞ୍ଝା ପରିସ୍ଥିତି ଆଜି ଉଗ୍ରରୂପ ଧାରଣ କରିଥିଲା।  ଆଜି କର୍ଣ୍ଣାଟକରେ ବିଏସ୍ ବମ୍ମାଇ ସରକାରଙ୍କ ଶେଷ ଶୀତକାଳୀନ ଅଧିବେଶନରେ ବିଶାଳ ବିକ୍ଷୋଭ ଯୋଜନା କରାଯାଇଥିଲା। […]

ioi1

ioi1

Tapas Behera
  • Published: Monday, 19 December 2022
  • Updated: 19 December 2022, 02:44 PM IST

Sports

Latest News

ମୁମ୍ବାଇ: ସୀମା ବିବାଦକୁ ନେଇ କର୍ଣ୍ଣାଟକ-ମହାରାଷ୍ଟ୍ର ମଧ୍ୟରେ ତେଜୁଛି ବିବାଦ। ଆଜି କର୍ଣ୍ଣାଟକ-ମହାରାଷ୍ଟ୍ର ସୀମାରେ ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ବେଳେ ଉତ୍ତେଜନା ଦେଖାଦେଇଛି।  ଉଭୟ ରାଜ୍ୟ ବର୍ଷ ବର୍ଷ ଧରି  କର୍ଣ୍ଣାଟକର ବେଲାଗଭୀଙ୍କୁ ନିଜ  ଅଞ୍ଚଳ ଭାବେ ଦାବି କରି ଆସୁଛନ୍ତି। ତେବେ ଦୁଇପକ୍ଷ ମଧ୍ୟରେ ଚାଲିଥିବା ଛକାପଞ୍ଝା ପରିସ୍ଥିତି ଆଜି ଉଗ୍ରରୂପ ଧାରଣ କରିଥିଲା।  ଆଜି କର୍ଣ୍ଣାଟକରେ ବିଏସ୍ ବମ୍ମାଇ ସରକାରଙ୍କ ଶେଷ ଶୀତକାଳୀନ ଅଧିବେଶନରେ ବିଶାଳ ବିକ୍ଷୋଭ ଯୋଜନା କରାଯାଇଥିଲା।

ଅନ୍ୟପକ୍ଷରେ ବେଲାଗଭୀଙ୍କୁ ନିଜର  ଅଞ୍ଚଳ ଭାବେ ଦାବି କରି ମହାରାଷ୍ଟ୍ରର କଂଗ୍ରେସ, ଏନସିପି ଏବଂ ଶିବସେନା ପକ୍ଷରୁ ମଳିତ ଆନ୍ଦୋଳନ କରାଯାଇଥିଲା। ପୁଲିସ କେତେକ ଆନ୍ଦୋଳନକାରୀଙ୍କୁ ଅଟକ ମଧ୍ୟ ରଖିଛି। ତେବେ ଦଶନ୍ଧି ଦଶନ୍ଧି ଧରି ବେଲାଗଭୀକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହଇଥିବା ବେଳେ ଏହି ପ୍ରସଙ୍ଗକୁ ନେଇ କର୍ଣ୍ଣାଟକ ବିଧାନସଭାରା ୧୦ ଦିନ ହେବ ବିତର୍କ ଚାଲିଥିଲା। କର୍ଣ୍ଣାଟକ ସରକାରରଙ୍କ ପାଇଁ  ଏହା ଶେଷ ଶୀତ ଅଧିବେଶନ ହୋଇଥିବା ବେଳେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ରହିଛି। ଆଜି ସୀମାରେ  ଶିବସେନା, କଂଗ୍ରେସ ଏବଂ ଏନସିପିର କର୍ମୀମାନେ ହଙ୍ଗାମା କରିଥିବା ବେଳେ ସୀମା ଅତିକ୍ରମ କରିବା ବେଳେ କର୍ଣ୍ଣାଟକ ପୁଲିସ ପକ୍ଷରୁ ବାଧା ସୃଷ୍ଟି କରାଯାଥିଲା। ସେହିପରି ମହାରାଷ୍ଟ୍ର ପୁଲିସ ପକ୍ଷରୁ କେତେକଙ୍କୁ ଅଟକ ରଖାଯାଇଛି। ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ ଏହି ବିବାଦକୁ କେଇ କେନ୍ଦ୍ରର ମୋଦି ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ,  ପ୍ରଧାନମନ୍ତ୍ରୀ ମୋଦି ମହାରାଷ୍ଟ୍ରକୁ ବିଭାଜନ କରିବାକୁ ଚାହୁଁଛନ୍ତି।

ଉଭୟ  ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ ପରେ କାହିଁକି ନେମାନଙ୍କୁ ସେଠାକୁ ଛାଡ଼ାଯାଉ ନାହିଁ ବୋଲି ସେ  ପ୍ରଶ୍ନ  କରିଛନ୍ତି।  ତେଣୁ ଘଟଣା ପଛରେ ମୋଦି ସରକାର ଥିବା ସେ  ଅଭିଯୋଗ କରିଛନ୍ତି।  ଅନ୍ୟପପଟେ ମହାରାଷ୍ଟ୍ର ମୁଖ୍ୟ ଏକନାଥ ସିନ୍ଧେ କହିଛନ୍ତି ଯେ, ଏହା ହେଉଛି ମହାରାଷ୍ଟ୍ରର ଗୌରବ ବିଷୟ। ରାଜ୍ୟ ଏହି ପ୍ରସଙ୍ଗରେ ଶକ୍ତ ପକ୍ଷେକ ନେବ ବୋଲି ସେ କହିଛନ୍ତି। ମହାରାଷ୍ଟ୍ର ଏକିକର୍ଣ୍ଣ ସମିତି ଆଜି ତୀବ୍ର  ବିରୋଧ କରିଛି। ଏହି ପ୍ରସଙ୍ଗରେ ରାଜନୀତି ହେବା ଉଚିତ୍ ନୁହେଁ ବୋଲି ସମିତି  ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story