ମୃତ୍ୟୁକୁ ଡାକିଲେ ମା’ପୁଅ: କିନ୍ତୁ ଉପରବାଲା ବଞ୍ଚାଇ ଦେଲେ

କାଲବୁର୍ଗୀ: ମୃତ୍ୟୁକୁ ଡାକିଲେ କିନ୍ତୁ ଉପରବାଲା ବଞ୍ଚାଇ ଦେଲେ। ସେଥିପାଇଁତ କଥାରେ ଅଛି ରଖେ ହରି ତ’ ମାରେ କିଏ ।  ଏକଥାର ତାଜା ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟର ଏକ ରେଳ ଷ୍ଟେସନରେ। ମୃତ୍ୟୁକୁ ମାତ୍‌ ଦେଲେ ମା’ପୁଅ। ଉକ୍ତ ପ୍ଲାଟଫର୍ମତଳେ ମା ଓ ପୁଅ ଫସିଯାଇଥିବା ବେଳେ ସେହି ସମୟରେ ଏକ ମାଲଗାଡ଼ି ଅତିକ୍ରମ କରିଥିଲେ ମଧ୍ୟ ସୌଭାଗ୍ୟବସତଃ  ଉଭେୟ ବଞ୍ଚିଯାଇଥିଲେ। ଟ୍ରେନ୍‌ ଆସିବା ବେଳେ ଉଭୟ ମା’ ଓ ପୁଅ ଉପସ୍ଥିତ ବୁଦ୍ଧି […]

789

789

Tapas Behera
  • Published: Thursday, 08 December 2022
  • Updated: 08 December 2022, 11:58 AM IST

Sports

Latest News

କାଲବୁର୍ଗୀ: ମୃତ୍ୟୁକୁ ଡାକିଲେ କିନ୍ତୁ ଉପରବାଲା ବଞ୍ଚାଇ ଦେଲେ। ସେଥିପାଇଁତ କଥାରେ ଅଛି ରଖେ ହରି ତ’ ମାରେ କିଏ ।  ଏକଥାର ତାଜା ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟର ଏକ ରେଳ ଷ୍ଟେସନରେ। ମୃତ୍ୟୁକୁ ମାତ୍‌ ଦେଲେ ମା’ପୁଅ। ଉକ୍ତ ପ୍ଲାଟଫର୍ମତଳେ ମା ଓ ପୁଅ ଫସିଯାଇଥିବା ବେଳେ ସେହି ସମୟରେ ଏକ ମାଲଗାଡ଼ି ଅତିକ୍ରମ କରିଥିଲେ ମଧ୍ୟ ସୌଭାଗ୍ୟବସତଃ  ଉଭେୟ ବଞ୍ଚିଯାଇଥିଲେ। ଟ୍ରେନ୍‌ ଆସିବା ବେଳେ ଉଭୟ ମା’ ଓ ପୁଅ ଉପସ୍ଥିତ ବୁଦ୍ଧି ପାଞ୍ଚି ପ୍ଲାଟଫର୍ମକୁ ଆଉଜି ହୋଇ ଶୋଇ ଯାଇଥିଲେ। ଫଳରେ ମାଲଗାଡ଼ିଟି ପ୍ଲାଟଫର୍ମ ସଂଲଗ୍ନ ଯାତ୍ରା କରିଥିଲେ ମଧ୍ୟ ଦୁହିଁଙ୍କର କିଛି କ୍ଷତି ହୋଇ ନଥିଲା। ଉଭୟ ମା ଓ ପୁଅ ଏହି ବିପଦ ସମୟରେ ଯେଉଁ ଭଳି ଭାବେ ନିଜକୁ  ସୁରକ୍ଷିତ ରଖିଲେ ତାର ଏବେ ଭିଡିଓ ଭାଇରାଲ ହେବାରେ ଲାଗିଛି। କେରଳ କାଲପୁର୍ଗୀ ରେଳ ଷ୍ଟେସନରୁ ଏହି ଦୃଶ୍ୟ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ ଉଭୟ ମା ଓ ପୁଅ ଟ୍ରାକ୍ ଅତିକ୍ରମ କୁରୁଥିବା ବେଳେ ହଠାତ୍ ଟ୍ରେନ ଆସିଥିଲା। ତେବେ ଟ୍ରାକ ମଝିରେ ଥିବା ମା ଓ ପୁଅ ପ୍ଲାଟଫର୍ମ ଉପରକୁ ଉଠିବା ପାଇଁ ସୁଯୋଗ ପାଇ ନଥିଲେ। ତେଣୁ ସେମାନେ ରେଳ ଧାରଣା ଓ ପ୍ଲାଟଫର୍ମ ମଧ୍ୟରେ ଥିବା ସ୍ୱଳ୍ପ ଜାଗାରେ ଆଉଜି ହୋଇ ରହିଯାଇଥିଲେ। ତେବେ ଟ୍ରେନ୍ ଚାଲିଯିବା ପରେ ଦୁହେଁ ସୁରକ୍ଷିତ ଥିବା ଜଣାପଡ଼ିଛି। ଏହି ଘଟଣା ଘଟିବା ବେଳେ ପ୍ଲାଟଫର୍ମ  ଲୋକାରଣ୍ୟ ହୋଇ ପଡ଼ିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story