ହାଇକୋର୍ଟଙ୍କ ରାୟକୁ ନମାନି ହିଜାବ ପିନ୍ଧି ଆସିଲେ

ବେଙ୍ଗାଲୁରୁ: ହିଜାବ ବିବାଦକୁ ନେଇ ଅନ୍ତଘଟୁନି। କର୍ଣ୍ଣାଟକର ଏକ ସରକାରୀ କଲେଜରେ ହିଜାବ ବିବାଦକୁ ନେଇ ସ୍ଥିତି ସଙ୍ଗୀନ ହେବା ସହ ଆଜି କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ରହିଛି। ତେବେ ରାଜ୍ୟରେ ଏହି ହିଜାବକୁ ନେଇ ଅନ୍ୟ ଏକ ସରକାରୀ କଲେଜରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। କଲେଜ କର୍ତ୍ତୃପକ୍ଷ ହିଜାବକୁ ବାରଣ କରିବାରୁ ଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଛନ୍ତି। ବିଜୟପୁରାରେ ଥିବା ପିୟୁ ସରକାରୀ କଲେଜରେ ଏହି ବିବାଦ […]

hijab

hijab

Tapas Behera
  • Published: Wednesday, 16 February 2022
  • Updated: 16 February 2022, 12:28 PM IST

Sports

Latest News

ବେଙ୍ଗାଲୁରୁ: ହିଜାବ ବିବାଦକୁ ନେଇ ଅନ୍ତଘଟୁନି। କର୍ଣ୍ଣାଟକର ଏକ ସରକାରୀ କଲେଜରେ ହିଜାବ ବିବାଦକୁ ନେଇ ସ୍ଥିତି ସଙ୍ଗୀନ ହେବା ସହ ଆଜି କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ରହିଛି। ତେବେ ରାଜ୍ୟରେ ଏହି ହିଜାବକୁ ନେଇ ଅନ୍ୟ ଏକ ସରକାରୀ କଲେଜରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। କଲେଜ କର୍ତ୍ତୃପକ୍ଷ ହିଜାବକୁ ବାରଣ କରିବାରୁ ଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଛନ୍ତି। ବିଜୟପୁରାରେ ଥିବା ପିୟୁ ସରକାରୀ କଲେଜରେ ଏହି ବିବାଦ ମୁଣ୍ଡ ଟେକିଛି। ହିଜାବକୁ ନେଇ ପୂର୍ବରୁ କଲେଜ କର୍ତ୍ତୃପକ୍ଷ ଅନୁମତି ଦେଇଥିବା ବେଳେ ଏବେ ଏହା ଉପରେ ରୋକ ଲଗାଇଛନ୍ତି।

ସେପଟେ ଧାର୍ମିକ ପୋଷାକ ଉପରେ କଟକଣା ଲଗାଇଥିବା କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆମକୁ ମାନିବାକୁ ପଡ଼ିବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି । କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଅନ୍ୟାଦେଶ ନ ଆସିବା ପର୍ଯ୍ୟନ୍ତ ଧାର୍ମିକ ପୋଷାକ ଉପରେ କଟକଣା ଲଗାଇଥିଲେ ହାଇକୋର୍ଟ। ଏହାର ଅର୍ଥ ହିଜାବ, ବୁର୍ଖା, ଗେରୁଆ କିମ୍ବା କୌଣସି ଧର୍ମ ସମ୍ବନ୍ଧୀୟ ହେଡ୍‌ ସ୍କାର୍ପ ବା ପୋଷାକ ପିନ୍ଧି କଲେଜ ଆସିବାକୁ ନିଷିଦ୍ଧାଦେଶ ଜାରି କରାଯାଇଛି । ଏହାକୁ ନେଇ ପିୟୁ କଲେରେ ଉତ୍ତେଜନ ସୃଷ୍ଟି ହୋଇଛି।  ଆଜି କଲେଜ ଖୋଲିବା ପରେ ପିୟୁ କଲେଜରେ ଛାତ୍ରୀମାନେ ହିଜାବ ଏବଂ ବୁର୍ଖା ପିନ୍ଧି ଆସିଥିବା ବେଳେ କଲେଜ କର୍ତ୍ତୃପକ୍ଷଙ୍କ ସହ ଯୁକ୍ତି କରିଥିଲେ । ଅନ୍ୟପଟେ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଶିକ୍ଷକ ଏବଂ କଲେଜ କର୍ତ୍ତୃପକ୍ଷ ନିବେଦନ କରୁଥିବା ଲକ୍ଷ କରାଯାଇଛି।

କଲେଜ କର୍ତ୍ତୃପକ୍ଷ କହିଛନ୍ତି ଯେ, ଆମକୁ କୋର୍ଟଙ୍କ ରାୟକୁ ମାନିବାକୁ ପଡ଼ିବ। ଶିକ୍ଷାନୁଷ୍ଠାନରେ ଧାର୍ମିକ ପୋଷାକ ତଥା ହିଜାବ, ଗେରୁଆ ଶାଲ ବାରଣ କରାଯାଇଥିବା କଲେଜ ପ୍ରିନ୍ସପାଲ କହିଛନ୍ତି । ଆଜି ଛାତ୍ରୀମାନେ ହିଜାବ ପନ୍ଧି ଆସିଥିବା ବେଳେ କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ବାରଣ କରିବା ସହ ସେଗୁଡ଼ିକୁ ଖୋଲି ରଖିବା ପାଇଁ କହିଥିଲେ। ଏଥିପାଇଁ କଲେର ଏକ ନିର୍ଦ୍ଦିଷ୍ଟ ସ୍ଥାନ ଠିକ୍ କରାଯାଇଥିଲା।  କଲେଜ କର୍ତ୍ତୃପକ୍ଷଙ୍କ ବିରୋଧ ପରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ କରିବା ସହ ନାରାବାଜି କରିଥିଲେ। ଆମେ ନ୍ୟାୟ ଚାହୁଁ କହି ସେମାନେ ପାଟିତୁଣ୍ଡ କରିଥିଲେ। ଉତ୍ତେଜନା ପ୍ରକାଶ ପାଇବା ପରେ କଲେଜ ସମ୍ମୁରେ ପୁଲିସ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story