୧୦ ବର୍ଷର ଝିଅ ଗର୍ଭରେ ବାପାର ପାପ: ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ

ଥିରୁଭନନ୍ତପୁରମ: ୧୦ ବର୍ଷର ଝିଅ ଗର୍ଭରେ ବାପାର ପାପ। ନିଜ କାମନାର ଇଚ୍ଛା ମେଣ୍ଟେଇବା ପାଇଁ ଜଣେ ବ୍ୟକ୍ତି କେତେ ନଗ୍ନସ୍ତରକୁ ଖସିଯାଇପାରେ ତାର ଏକ ଉଦାରହଣ କେରଳରୁ ଆସିଛି। ନିଜର ଯୌନ କ୍ଷ୍ୟୁଧା ମେଣ୍ଟାଇବା ପାଁ ଜଣେ ବାପା ତାର ଝିଅକୁ ଛାଡ଼ି ନାହିଁ। ନିଜ ୧୦ ବର୍ଷର ଝିଅ ସହ ଶାରିରୀକ ସମ୍ପର୍କ ରଖିବା ପରେ ସେ ଏବେ ଗର୍ଭବତୀ। ସମ୍ପୃକ୍ତ ୧୦ ବର୍ଷର ଝିଅର ଗର୍ଭପାତ କରିବାକୁ କେରଳ ହାଇକୋର୍ଟ ଅନୁମତି ଦେଇଛନ୍ତି। […]

Rape-Victim

Rape-Victim

Tapas Behera
  • Published: Saturday, 12 March 2022
  • Updated: 12 March 2022, 09:49 PM IST

Sports

Latest News

ଥିରୁଭନନ୍ତପୁରମ: ୧୦ ବର୍ଷର ଝିଅ ଗର୍ଭରେ ବାପାର ପାପ। ନିଜ କାମନାର ଇଚ୍ଛା ମେଣ୍ଟେଇବା ପାଇଁ ଜଣେ ବ୍ୟକ୍ତି କେତେ ନଗ୍ନସ୍ତରକୁ ଖସିଯାଇପାରେ ତାର ଏକ ଉଦାରହଣ କେରଳରୁ ଆସିଛି। ନିଜର ଯୌନ କ୍ଷ୍ୟୁଧା ମେଣ୍ଟାଇବା ପାଁ ଜଣେ ବାପା ତାର ଝିଅକୁ ଛାଡ଼ି ନାହିଁ। ନିଜ ୧୦ ବର୍ଷର ଝିଅ ସହ ଶାରିରୀକ ସମ୍ପର୍କ ରଖିବା ପରେ ସେ ଏବେ ଗର୍ଭବତୀ। ସମ୍ପୃକ୍ତ ୧୦ ବର୍ଷର ଝିଅର ଗର୍ଭପାତ କରିବାକୁ କେରଳ ହାଇକୋର୍ଟ ଅନୁମତି ଦେଇଛନ୍ତି। ସମ୍ପୃକ୍ତ ବାପାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଛି।

ଝିଅର ମା’ ନିଜ ସ୍ୱାମୀଙ୍କ ନାମରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିବା  ପରେ ପୁଲିସ ମାମଲା ରୁଜୁ କରିଛି। ତେବେ ଥିରୁଭନନ୍ତପୂରମପୁରମ ସାଟ୍ ହସପିଟାଲରେ ନାବାଳିକାର ଗର୍ଭପାତ ହେବ। ଗର୍ଭପାତ ପାଇଁ ଏକ ସର୍ଜରୀ ଜରୁରୀ ଥିବା ଏକ ମେଡିକାଲ ଟିମ୍‌ ରିପୋର୍ଟ ଦେବା ପରେ କୋର୍ଟ ରାଜି ହୋଇଛନ୍ତି। ତେବେ ସମ୍ପୃକ୍ତ ନାବାଳିକାର ସମସ୍ତ ଚିକିତ୍ସା ପଦ୍ଧତି ଏବଂ ସହାୟତା ପାଇଁ ମେଡିକାଲ ଏବଂ ରାଜ୍ୟସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅବ୍ୟଶ୍ୟ ଗର୍ଭରେ ବଢ଼ୁଥିବା ଶିଶୁଟି ବଞ୍ଚିବା ୮୦ ପ୍ରତିଶତ ସମ୍ଭାବନା ଥିବା କୋର୍ଟ କହିଛନ୍ତି।

ଜଣେ ବାପା ଏଭଳି ଘୃଣ୍ୟକାମ କରିବା ସମାଜ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ବିଷୟ ବୋଲି କୋର୍ଟ ଭର୍ତ୍ସନା କରିଛନ୍ତି। ବର୍ତ୍ତମାନର ନିୟମ ଅନୁଯାୟୀ,ଗର୍ଭବତୀର ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିହେବ। କିନ୍ତୁ ଉପରୋକ୍ତ ମାମଲାରେ ୩୦ ସପ୍ତାହ ଅତିକ୍ରମ କରିଯାଇଛି। ତେଣୁ ଗର୍ଭପାତ ପାଇଁ ନିୟମ ବହିର୍ଭୁତ ଥିବାରୁ ମା କୋର୍ଟରେ ଆବେଦନ କରିଥିଲେ । ମାମଲାର ବିଚାର କରି କେରଳ ହାଇକୋର୍ଟ  ଗର୍ଭପାତ ପାଇଁ ସବୁଜ ସଙ୍କେତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story