ଅଭିନେତ୍ରୀଙ୍କ ବିରୋଧରେ ଚାଲିପାରିବନି ଦେଶ ଦ୍ରୋହ ମାମଲା, ରୋକ ଲାଗାଇଲେ ହାଇକୋର୍ଟ

କୋଚି: ଅଭିନେତ୍ରୀଙ୍କୁ ମିଳିଲା ଆଶ୍ୱସ୍ତି। ଚାଲିପାରିବନି ଦେଶଦ୍ରୋହ ମାମଲା। କେରଳର ଜଣେ ଅଭିନେତ୍ରୀ ଅଇଶା ସୂଲତାନାଙ୍କ ବିରୋଧରେ ଦେଶ ଦ୍ରୋହ ମାମଲା ଉପରେ ରୋକ ଲଗାଇଛନ୍ତି କେରଳ ହାଇକୋର୍ଟ। ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଉପରେ ରହିତାଦେଶ ଜାରି କରିଛନ୍ତି କୋର୍ଟ। କିଛି ଦିନ ପୂର୍ବରୁ ଦେଶରେ ଚାଲୁଥିବା ସମସ୍ତ ଦେଶଦ୍ରୋହ ମାମଲା ଉପରେ ରୋକ ଲଗାବାକୁ ମଧ୍ୟବର୍ତ୍ତୀକାଳୀନ ଅର୍ଡ଼ର ଦେଇଥିଲେ। ଦେଶଦ୍ରୋହ ଆଇନର ବୈଧତା ନେଇ ପୁନର୍ବିଚାର ଆବଶ୍ୟକତା ଥିବା କେନ୍ଦ୍ର କହିବା ପରେ ସୁପ୍ରିମକୋର୍ଟ […]

piii

piii

Tapas Behera
  • Published: Wednesday, 08 June 2022
  • Updated: 08 June 2022, 08:38 PM IST

Sports

Latest News

କୋଚି: ଅଭିନେତ୍ରୀଙ୍କୁ ମିଳିଲା ଆଶ୍ୱସ୍ତି। ଚାଲିପାରିବନି ଦେଶଦ୍ରୋହ ମାମଲା। କେରଳର ଜଣେ ଅଭିନେତ୍ରୀ ଅଇଶା ସୂଲତାନାଙ୍କ ବିରୋଧରେ ଦେଶ ଦ୍ରୋହ ମାମଲା ଉପରେ ରୋକ ଲଗାଇଛନ୍ତି କେରଳ ହାଇକୋର୍ଟ। ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଉପରେ ରହିତାଦେଶ ଜାରି କରିଛନ୍ତି କୋର୍ଟ। କିଛି ଦିନ ପୂର୍ବରୁ ଦେଶରେ ଚାଲୁଥିବା ସମସ୍ତ ଦେଶଦ୍ରୋହ ମାମଲା ଉପରେ ରୋକ ଲଗାବାକୁ ମଧ୍ୟବର୍ତ୍ତୀକାଳୀନ ଅର୍ଡ଼ର ଦେଇଥିଲେ। ଦେଶଦ୍ରୋହ ଆଇନର ବୈଧତା ନେଇ ପୁନର୍ବିଚାର ଆବଶ୍ୟକତା ଥିବା କେନ୍ଦ୍ର କହିବା ପରେ ସୁପ୍ରିମକୋର୍ଟ ଏଭଳି ଅର୍ଡ଼ର ଦେଇଥିଲେ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ପର୍ଯ୍ୟବେକ୍ଷଣ ଆସିବା ପରେ କେରଳ ହାଇକୋର୍ଟ ସେଥିରେ ସମ୍ମତି ପ୍ରକାଶ କରିଛନ୍ତି।  ସେହି ଅନୁଯାୟୀ, କାଭାରଟ୍ଟି ପୁଲିସ ପକ୍ଷରୁ ରୁଜୁ କରାଯାଇଥିବା  ଏତଲା ଉପରେ ତଦନ୍ତ ହୋଇ ପାରିବ ନାହିଁ।   ଲାକ୍ଷାଦୀପ ବିଜେପି ୟୁନିଟି ସଭାପତି ଅବଦୁଲ ଖଦିର ହାଜି ପକ୍ଷରୁ କାଭାରଟ୍ଟି ପୁଲିସ ଷ୍ଟେସନରେ ଅଭିନେତ୍ରୀ ଅଇଶା ସୂଲତାନାଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ଅଭିଯୋଗ ଅନୁଯାୟୀ ଲାକ୍ଷାଦୀପରେ କେନ୍ଦ୍ର ସରକାର କୋଭିଡ୍‌ କଟକରାକୁ  କୋହଳ କରି କୋଭିଡ୍‌ ଜୈବିକ ଅସ୍ତ୍ରକୁ ପ୍ରସାର କରୁଥିବା ସୂଲତାନା ଏକ ମାଲାୟାଲାମ ଟିଭି ଡିବେଟରେ କହିଥିଲେ।

ଏହି ବିବୃତ୍ତି ଲୋକଙ୍କ ମଧ୍ୟରେ ଘୃଣା ଉପର୍ଣ୍ଣ କରୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ସୂଲତାନା ତାଙ୍କ ବିବୃତ୍ତିକୁ ପ୍ରତ୍ୟାହାର କରିନେଇଥିଲେ। ଅନ୍ୟପକ୍ଷେ ତାଙ୍କ ଓକିଲ କହିଛନ୍ତି ଯେ, ଲାକ୍ଷାଦୀପରେ କୋଭିଡ୍‌ କଟକଣଶ କୋହଳ ସଂକ୍ରମଣକୁ ଅଧିକ ସକ୍ରିୟ କରିଛି। ଫଳରେ ପରିସ୍ଥିତି ଜଟିଳ ହେବାରେ ଲାଗିଛି। କୋଭିଡକୁ ଜୈବିକ ଅସ୍ତ୍ର ବୋଲି ଅନ୍ତର୍ଜାତୀୟସ୍ତରରେ କୁହାଯାଉଛି। ଏଥିରେ କିଛି ଆପତ୍ତିଜନ କିମ୍ବା କ୍ଷତିକାରକ ନାହିଁ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story