ନିଟ୍‌ ପରୀକ୍ଷାରେ ଯୁବତୀଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ ବାଧ୍ୟ ଅଭିଯୋଗ

ଥିରୁଭନନ୍ତପୁରମ: ନ୍ୟାସନାଲ ଏଲିଜିବିଲିଟି ଏଣ୍ଟ୍ରାସ ଟେଷ୍ଟରେ(ନିଟ୍‌) ଜଣେ ଯୁବତୀଙ୍କୁ ଅନ୍ତଃବସ୍ତ୍ର ଖୋଲିବା ପାଇଁ ବାଧ୍ୟ କରାଯାଥିବା ଅଭିଯୋଗ ହୋଇଛି।  କେରଳ କୋଲାମ ଜିଲ୍ଲାର ଏକ ପରୀକ୍ଷାକେନ୍ଦ୍ରରୁ ଏହି ଅଭିଯୋଗ। ଏହି ଘଟଣାକୁ ନେଇ ଝଡ଼ ସୃଷ୍ଟି ହେବା ପରେ ଏଥିରେ ମାନବିକ ଅଧିକାର କମିଶନ ହସ୍ତକ୍ଷେପ କରିଛନ୍ତି। କମିଶନ କୋଲାମ ଏସପିଙ୍କୁ ଏ ବିଷୟରେ ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି।  ସମ୍ପୃକ୍ତ ନିଟ୍‌ ଆଶାୟୀ ‌ଏବଂ ତାଙ୍କ ବାପା  ଏସମ୍ପର୍କରେ କୋଟାରକାରା […]

Exam (2)

Exam (2)

Tapas Behera
  • Published: Monday, 18 July 2022
  • Updated: 18 July 2022, 08:18 PM IST

Sports

Latest News

ଥିରୁଭନନ୍ତପୁରମ: ନ୍ୟାସନାଲ ଏଲିଜିବିଲିଟି ଏଣ୍ଟ୍ରାସ ଟେଷ୍ଟରେ(ନିଟ୍‌) ଜଣେ ଯୁବତୀଙ୍କୁ ଅନ୍ତଃବସ୍ତ୍ର ଖୋଲିବା ପାଇଁ ବାଧ୍ୟ କରାଯାଥିବା ଅଭିଯୋଗ ହୋଇଛି।  କେରଳ କୋଲାମ ଜିଲ୍ଲାର ଏକ ପରୀକ୍ଷାକେନ୍ଦ୍ରରୁ ଏହି ଅଭିଯୋଗ। ଏହି ଘଟଣାକୁ ନେଇ ଝଡ଼ ସୃଷ୍ଟି ହେବା ପରେ ଏଥିରେ ମାନବିକ ଅଧିକାର କମିଶନ ହସ୍ତକ୍ଷେପ କରିଛନ୍ତି। କମିଶନ କୋଲାମ ଏସପିଙ୍କୁ ଏ ବିଷୟରେ ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି।  ସମ୍ପୃକ୍ତ ନିଟ୍‌ ଆଶାୟୀ ‌ଏବଂ ତାଙ୍କ ବାପା  ଏସମ୍ପର୍କରେ କୋଟାରକାରା ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।  ଛଟମଙ୍ଗଲମ ପରୀକ୍ଷାକେନ୍ଦ୍ରକୁ ଯିବା ପୂର୍ବରୁ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କୁ ଚେକିଂ ବାହାନାରେ ତାଙ୍କ ଇନରୱେର ବାହାର କରିବାକୁ କୁହାଯାଇଥିଲା।

ସେ ତାଙ୍କ ଅଭିଯୋଗରେ ଛାତ୍ରୀମାନଙ୍କୁ ମାନସିକ ଭାବେ ନିର୍ଯାତନା ଦିଆଯାଉଥିବା ଦର୍ଶାଇଛନ୍ତି। ନ୍ୟାଶନାଲ ଟେଷ୍ଟ ଏଜେନ୍ସି ଡ୍ରେସ୍‌କୋଡ ଅନୁଯାୟୀ, ଇନରୱେର ବାହାର କରିବା ନିୟମ ନାହିଁ।  ତଥାପି କପି ବାହାନାରେ ପିଲାଙ୍କ ପ୍ରତି ଅଶାଳୀନ ବ୍ୟବହାର କରାଯାଉଥିବା  ସେ ଅଭିଯୋଗ ଆଣିଛନ୍ତି। ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ୯୦ ପ୍ରତିଶତ ଛାତ୍ରୀଙ୍କୁ ସେମାନଙ୍କ ଇନରୱେରକୁ ବାହାର କରିବାକୁ କୁହାଯାଇଥିଲା।

ପୁଣି ସେଗୁଡ଼ିକୁ ଏକ ଷ୍ଟୋର ରୁମରେ ରଖିବାକୁ କୁହାଯାଇଥିଲା। ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ପାଥମିକ ଯାଞ୍ଚ ପରେ ତାଙ୍କ ଝିଅର ମେଟାଲ ଡିଟେକ୍ଟରରେ ଯାଞ୍ଚ କରାଯାଥିଲା। ଏହି ସମୟରେ ସେ ପିନ୍ଧିଥିବା ଇନରୱେର ବଟମ ଚିହ୍ନଟ ହେବା ପରେ ଏହାକୁ ସେ ବାହାର କରିବାକୁ  କୁହାଯାଇଥିଲା । ପ୍ରାୟ ୯୦ ପ୍ରତିଶତ ଛାତ୍ରୀଙ୍କୁ ଇନର ୱେର ବାହାର କରିବାକୁ କୁହାଯାଇଥିଲା। ଏହାକୁ ଏକ ଷ୍ଟୋର ରୁମରେ ରଖିବାକୁ କୁହାଯାଇଥିଲା। ଏଥିରେ ଛାତ୍ରୀମାନେ ମାନସିକଭାବେ ଆଘାତ ପାଇଥିବା ସେ କହିଛନ୍ତି । ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story