ମୋ ପପି ନଗଲେ ମୁଁ ୟୁକ୍ରେନ୍‌ରୁ ଯିବିନି, ଏୟାର ଏସିଆ ବି ମନା କଲା

ନୂଆଦିଲ୍ଲୀ: ଆର୍ଯ୍ୟ ଅଲଡ୍ରିନ୍‌। ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କ ମଧ୍ୟରେ ଜଣେ ଅନ୍ୟତମ ମେଡିକାଲ ଛାତ୍ରୀ। ଯୁଦ୍ଧ ସଙ୍କଟରୁ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଥିବା  ବେଳେ ନିଜ କୁକୁର ଛୁଆକୁ ଏକା ଛାଡ଼ି ଆସିବେ ନାହିଁ ବୋଲି ଆର୍ଯ୍ୟ ଜିଦ୍‌ ଧରିଥିଲେ। ଏହା ପରେ ଭାରତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ଛାଇ ହୋଇଯାଇଥିଲେ ଆର୍ଯ୍ୟ। କେରଳର ଏହି ଛାତ୍ରୀ ଜଣକ ସାଇବେରିଆ ପ୍ରଜାତିର ଏକ ୫ ମାସର କୁକୁର ଛୁଆକୁ ପାଳିଛନ୍ତି। ତେବେ ଆର୍ଯ୍ୟ ଏବଂ ତାଙ୍କ […]

kerala

kerala

Tapas Behera
  • Published: Thursday, 03 March 2022
  • Updated: 03 March 2022, 09:04 PM IST

Sports

Latest News

ନୂଆଦିଲ୍ଲୀ: ଆର୍ଯ୍ୟ ଅଲଡ୍ରିନ୍‌। ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କ ମଧ୍ୟରେ ଜଣେ ଅନ୍ୟତମ ମେଡିକାଲ ଛାତ୍ରୀ। ଯୁଦ୍ଧ ସଙ୍କଟରୁ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଥିବା  ବେଳେ ନିଜ କୁକୁର ଛୁଆକୁ ଏକା ଛାଡ଼ି ଆସିବେ ନାହିଁ ବୋଲି ଆର୍ଯ୍ୟ ଜିଦ୍‌ ଧରିଥିଲେ। ଏହା ପରେ ଭାରତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ଛାଇ ହୋଇଯାଇଥିଲେ ଆର୍ଯ୍ୟ। କେରଳର ଏହି ଛାତ୍ରୀ ଜଣକ ସାଇବେରିଆ ପ୍ରଜାତିର ଏକ ୫ ମାସର କୁକୁର ଛୁଆକୁ ପାଳିଛନ୍ତି। ତେବେ ଆର୍ଯ୍ୟ ଏବଂ ତାଙ୍କ କୁକୁର ଛୁଆକୁ ଆଣିବା ପାଇଁ ଏକ ଏୟାର ଏସିଆ ଚାଟାର୍ଡ଼ ଫ୍ଲାଇଟ୍‌ ବୁକ୍‌ କରାଯାଇଥିଲା। କିନ୍ତୁ ଉକ୍ତ ବିମାନରେ କୌଣସି ପଶୁକୁ ଅଣାଯିବ ନାହିଁ ବୋଲି ଏୟାର ଏସିଆ ମନା କରିଦେଇଥିଲା। କିନ୍ତୁ ସାଙ୍ଗରେ ନିଜର ପପି ନଗଲେ ସେ ଆସିବେ ନାହିଁ ଆର୍ଯ୍ୟ ଜିଦ୍ ଧରିଛନ୍ତି।  ତାଙ୍କ ପାଇଁ ଆଉ ଗୋଟିଏ ବିମାନ ବ୍ୟବସ୍ଥା କରାଯାଉ ବୋଲି ଆର୍ଯ୍ୟ ଦାବି କରିଛନ୍ତି।

କେରଳର ଇଡ୍ଡୁକୀ ଜିଲ୍ଲାର ମେଡିସନ୍‌ରେ ଅଧ୍ୟୟନ କରୁଥିବା ଆର୍ଯ୍ୟ ଏକ କୁକୁରୁ ଛୁଆ ପାଳିଥିଲେ। ନା ତାର ଜାଇରା ରଖାଯାଇଛି। ୟୁକ୍ରେନ୍‌ରୁ ସ୍ଥାନାନ୍ତର ପ୍ରକ୍ରିୟାରେ ଆର୍ଯ୍ୟ ମଧ୍ୟ ସାମିଲ ଅଛନ୍ତି। ଏକ ବସ୍‌ରେ ଅନ୍ୟ ଯାତ୍ରୀଙ୍କ ସହ ଆର୍ଯ୍ୟ ନିଜ କୁକୁରକୁ ସାଥୀରେ ଆଣିଥିଲେ । ରୋମାନିଆ ସୀମାରେ ବସ୍‌ଟି  ଯାତ୍ରୀଙ୍କୁ ଓହ୍ଲାଇଦେଇଥିଲା। ସେଠାରୁ ନିଜର ପପି ସହ ୨୦ କିମି ଚାଲି ଚାଲି ଯାତ୍ରା କରିଥିଲେ ଆର୍ଯ୍ୟ। କିନ୍ତୁ ଜାଇରା ପାଇଁ ଆର୍ଯ୍ୟ ସେଠାରେ ଏକ ରୁମ୍ ଖୋଜି ରଖିବା ପାଇଁ ଖୋଜି ଥିଲେ ମଧ୍ୟ ମିଳି ନଥିଲା।

ଶେଷରେ ସେ କେରଳକୁ ଫେରାଇ ଆଣିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆର୍ଯ୍ୟଙ୍କ ଏହି ନିଷ୍ପତ୍ତି ପାଇଁ କେରଳର ଶିକ୍ଷାମନ୍ତ୍ରୀ ତାଙ୍କୁ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ପ୍ରଶଂସା କରିଛନ୍ତି। ୟୁକ୍ରେନ୍‌ ଯୁଦ୍ଧ ପରିସ୍ଥତି ଯୋଗୁ ଭାରତୀୟ ମାନେ ପଡ଼ୋଶୀ ଦେଶ ସୀମାରେ ପହଞ୍ଚି ଆଶ୍ରୟ ନେଇଛନ୍ତି। ହଙ୍ଗେରୀ, ସ୍ଲୋଭାକିଆ, ପୋଲାଣ୍ଡରେ ଆଦି ୟୁକ୍ରେନ୍‌ ନାଗରିକରଙ୍କ ସମେତ ଅନ୍ୟ ବିଦେଶୀମାନେ ଯାଇ ସେଠାରେ ଆଶ୍ରୟ ନେଇଛନ୍ତି। ଭାରତୀୟ ଛାତ୍ରଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ରୁଷ ରାଷ୍ଟ୍ରପତିଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story