ବାଣ ବ୍ୟାନ୍‌କୁ ବିରୋଧ କଲେ ସଦଗୁରୁ : କହିଲେ ପିଲାମାନେ ଫୁଟାନ୍ତୁ

ନୂଆଦିଲ୍ଲୀ: ବାଣ ବ୍ୟାନ୍‌କୁ ବିରୋଧ କଲେ ସଦଗୁରୁ। ଭିଡିଓ ଜାରି କରି ପିଲାମାନଙ୍କୁ ବାଣ ଫୁଟାଇବାକୁ ଦିଆଯାଉ ବୋଲି କହିଲେ ସଦଗୁରୁ।  ବାଣ ଉପରେ ଲଗାଯାଇଥିବା କଟକଣାକୁ ନେଇ ବିବାଦ ଓ ବିତର୍କ ଲାଗି ରହିଥିବା ବେଳେ ଆଧ୍ୟାତ୍ମିକ ଗୁରୁ ସଦ୍‌ଗୁରୁ ଜାଗି ବାଷୁଦେବ ଚର୍ଚ୍ଚିତ ବୟାନ ଦେଇଛନ୍ତି।  ସେ କହିଛନ୍ତି ଯେ, ବାଣ ଫୁଟାଇବାରୁ ପିଲାମାନଙ୍କୁ ବଞ୍ଚିତ କରିବା ପ୍ରଦୂଷଣ ନିରାକରଣର ସମାଧାନ ନୁହେଁ। ପିଲାମାନେ ଖୁସିରେ ବାଣ ଫୁଟାଇଲେ ଯେ, ପ୍ରଦୂଷଣ ବଢିଯାଉଛି ସେକଥା […]

sadguru1

sadguru1

Tapas Behera
  • Published: Wednesday, 03 November 2021
  • Updated: 03 November 2021, 01:37 PM IST

Sports

Latest News

ନୂଆଦିଲ୍ଲୀ: ବାଣ ବ୍ୟାନ୍‌କୁ ବିରୋଧ କଲେ ସଦଗୁରୁ। ଭିଡିଓ ଜାରି କରି ପିଲାମାନଙ୍କୁ ବାଣ ଫୁଟାଇବାକୁ ଦିଆଯାଉ ବୋଲି କହିଲେ ସଦଗୁରୁ।  ବାଣ ଉପରେ ଲଗାଯାଇଥିବା କଟକଣାକୁ ନେଇ ବିବାଦ ଓ ବିତର୍କ ଲାଗି ରହିଥିବା ବେଳେ ଆଧ୍ୟାତ୍ମିକ ଗୁରୁ ସଦ୍‌ଗୁରୁ ଜାଗି ବାଷୁଦେବ ଚର୍ଚ୍ଚିତ ବୟାନ ଦେଇଛନ୍ତି।  ସେ କହିଛନ୍ତି ଯେ, ବାଣ ଫୁଟାଇବାରୁ ପିଲାମାନଙ୍କୁ ବଞ୍ଚିତ କରିବା ପ୍ରଦୂଷଣ ନିରାକରଣର ସମାଧାନ ନୁହେଁ। ପିଲାମାନେ ଖୁସିରେ ବାଣ ଫୁଟାଇଲେ ଯେ, ପ୍ରଦୂଷଣ ବଢିଯାଉଛି ସେକଥା ନୁହେଁ ବୋଲି ସଦ୍‌ଗୁରୁ କହିଛନ୍ତି । ଯେଉଁମାନେ ବାଣ ଯୋଗୁ ଚିନ୍ତିତ ଅଛନ୍ତି ସେମାନଙ୍କୁ ବିକଳ୍ପ ବାଟ ଦେଖାଇଛନ୍ତି ସଦଗୁରୁ।  ସମ୍ପୃକ୍ତ ବ୍ୟକ୍ତିମାନେ ଘରେ ନହରି ୩ ଦିନ ଅଫିସ ଯିବାକୁ ପରାମର୍ଶ ଦେଇଛନ୍ତି ସଦଗୁରୁ।

ଏହି ସମୟରେ ପିଲାମାନଙ୍କୁ ଉତ୍ସବ ମନାଇବାକୁ ଦିଆଯାଉ ବୋଲି ସଦଗୁରୁ ଯୁକ୍ତି ବାଢ଼ିଛନ୍ତି। ଏନେଇ ସଦଗୁରୁ ଟ୍ୱିଟ୍ କରିବା ସହ ବାଣ ବ୍ୟାନକୁ ବନ୍ଦ କରାଯାଉ ବୋଲି ସେ ଲେଖିଛନ୍ତି । ଏକ ଭିଡିଓ ସମ୍ବଳିତ ଟ୍ୱିଟ୍ କରି ସଦଗୁରୁ କହିଛନ୍ତି ଯେ, ମୁଁ ଦୀର୍ଘ ବର୍ଷ ହେଲା ବାଣ ଫୁଟାଇ ନାହିଁ।  କିନ୍ତୁ ମୁଁ ଯେତେବଳେ ଛୋଟ ଥିଲି ଆମେ ଦୀପାଳିରେ ଭରପୂର ମଜା ଉଠାଉଥିଲୁ।
https://twitter.com/SadhguruJV/status/1455743262099083267?s=20

ସେପ୍ଟେମ୍ବର ମାସ ଆସିଲେ ଆମେ ଖୁସିରେ ନାଚି ଯାଉ। ଏମିତି ଆମେ ଦ୍ୱିୱାଲି ସମୟରେ ଦୁଇ ମାସ ଧରି ବାଣ ଫୁଟାଇ ଥାଉ ବୋଲି କହିଛନ୍ତି। ଦୁଇ ଦିନ ବାଣ ଉପରେ ରୋକ ଲଗାଯିବା ନେଇ ପଶ୍ଚିମବଙ୍ଗ ହାଇକୋର୍ଟଙ୍କ ଅର୍ଡ଼ରକୁ ସୁପ୍ରିମକର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ହେଲେ ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କେବଳ ସବୁଜ ବାଣକୁ ଅନୁମତି ଦେଇଛନ୍ତି ପଶ୍ଚିମବଙ୍ଗ ହାଇକୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story