‘ବିକାଶ ପାଇଁ ସରକାର’ ମୋଦି ଦେଲେ ନୂଆ ନାରା

ନୂଆଦିଲ୍ଲୀ: ଆଜି ନୂଆ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ନାରା ଦେଇଛନ୍ତି। ନୂଆ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ମୋଦି ‘ବିକାଶ ପାଇଁ ସରକାର’ର ନାରା ଦେଇଛନ୍ତି। ଲୋକଙ୍କ ଆଙ୍କାକ୍ଷା ପୂରଣ କରିବା ପାଇଁ ତାଙ୍କ ସରକାର ଆଗାମୀ ଦିନରେ କାମ ଜାରି ରଖିବ ବୋଲି ସେ ଏହି ଅବସରରେ କହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ବେଳେ ‘ବିକାଶ ପାଇଁ ସରକାର’ର ନାରା ବାବଦରେ ଉଲ୍ଲେଖ କରିଛନ୍ତି। ବୁଧବାର […]

modi-cabinet

modi-cabinet

Subhransu Sekhar
  • Published: Wednesday, 07 July 2021
  • Updated: 08 July 2021, 01:17 AM IST

ନୂଆଦିଲ୍ଲୀ: ଆଜି ନୂଆ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ନାରା ଦେଇଛନ୍ତି। ନୂଆ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ମୋଦି ‘ବିକାଶ ପାଇଁ ସରକାର’ର ନାରା ଦେଇଛନ୍ତି। ଲୋକଙ୍କ ଆଙ୍କାକ୍ଷା ପୂରଣ କରିବା ପାଇଁ ତାଙ୍କ ସରକାର ଆଗାମୀ ଦିନରେ କାମ ଜାରି ରଖିବ ବୋଲି ସେ ଏହି ଅବସରରେ କହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ବେଳେ ‘ବିକାଶ ପାଇଁ ସରକାର’ର ନାରା ବାବଦରେ ଉଲ୍ଲେଖ କରିଛନ୍ତି।

ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳ ବଦଳ ହୋଇଛି। ଦ୍ୱିତୀୟ ଇନିଂସର ପ୍ରଥମ ମନ୍ତ୍ରିମଣ୍ଡଳରେ ସାମିଲ ଥିବା 12

ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଆଉ କିଛି ମନ୍ତ୍ରୀଙ୍କର ପଦୋନ୍ନତୀ ହୋଇଥିବା ବେଳେ ଅନେକ ନବାଗତଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ସରକାର। ତେବେ ଶପଥ ନେଇଥିବା ସମସ୍ତ ମନ୍ତ୍ରୀଙ୍କୁ ଅଗଷ୍ଟ 15 ଯାଏ ଦିଲ୍ଲୀରେ ରହିବାକୁ କୁହାଯାଇଥିବା ସୂଚନା ରହିଛି।

https://twitter.com/narendramodi/status/1412790504903827459?s=20

ଏହି ଅଦଳ ବଦଳ ବେଳେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଡାକ୍ତର ହର୍ଷବର୍ଦ୍ଦନ, ରମେଶ ପୋଖରିଆଲ୍ ନିଶଙ୍କ, ରବିଶଙ୍ଗର ପ୍ରସାଦ, ପ୍ରକାଶ ଜାଭଡେକର, ଡି.ଭି ସଦାନନ୍ଦ ଗୌଡ଼ା, ଥାୱରଚନ୍ଦ ଗେହଲଟ, ସନ୍ତୋଷ କୁମାର ଗଙ୍ଗୱାର, ବାବୁଲ ସୁପ୍ରିୟୋ, ଧୋତ୍ରେ ସଞ୍ଜୟ ଶାମରାଓ, ରତନ ଲାଲ କଟାରିଆ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସୁଶ୍ରୀ ଦେବାଶ୍ରୀ ଚୌଧୁରୀ ପ୍ରମୁଖ ଇସ୍ତଫା ଦେଇଛନ୍ତି।

ଏହି ସମୟରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ ଓ ଓଡ଼ିଶାର ଅଶ୍ୱିନ୍ ବୈଷ୍ଣବ ମନ୍ତ୍ରୀ ହୋଇଛନ୍ତି। ପଶୁପତି କୁମାର ପାରସ, ପୂର୍ବ କ୍ୟାବିନେଟରେ କ୍ରୀଡ଼ା ମନ୍ତ୍ରୀ ଥିବା କିରନ୍ ରିଜିଜୁ, ରାଜକୁମାର ସିଂହ, ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡଭିୟା, ଭୂପେନ୍ଦ୍ର ଯାଦବ, ପୁରୁଷୋତ୍ତମ ରୂପାଲା, ଜି. କିଶାନ ରେଡ୍ଡି, ଅନୁରାଗ ଠାକୁର, ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ସତ୍ୟପାଲ୍ ସିଂହ ବାଘେଲ, ରାଜୀବ ଚନ୍ଦ୍ରଶେଖର, ଶୋଭା କରନ୍ଦଲାଜେ, ଭାନୁପ୍ରତାପ ସିଂହ ବର୍ମା, ଦର୍ଶନ ବିକ୍ରମ ଜାରଦୋଶ ମନ୍ତ୍ରୀ ହୋଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଅନ୍ନପୂର୍ଣ୍ଣା ଦେବୀ, ଏ. ନାରାୟଣସ୍ୱାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବିଏଲ୍ ଶର୍ମା, ଅଜୟ କୁମାର, ଚୌହାନ୍ ଦେବୁସିଂ, ଭଗୱନ୍ତ ଖୁବା, କପିଲ୍ ମୋରେଶ୍ୱର ପାଟିଲ, ପ୍ରତିମା ଭୌମିକ, ସୁଭାଷ ସରକାର, ଭଗବତ ରଞ୍ଜନ ସିଂହ, ଭାରତୀ ପ୍ରବୀଣ ପାୱାର, ବିଶ୍ୱେଶ୍ୱର ଟୁଡୁ, ଶାନ୍ତନୁ ଠାକୁର, ମୁଞ୍ଜାପରା ମହେନ୍ଦ୍ରଭାଇ, ଜନ୍ ବାର୍ଲା, ଏଲ୍. ମୁରୁଗାନ୍, ନୀତୀଶ ପରମାଣିକ ମଧ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ଶପଥ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story