ରାଜ୍ୟସଭାରେ ହଙ୍ଗାମା, ଟିଏମସି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ରାଜ୍ୟସଭାରେ ହଙ୍ଗାମା କରି ଗୃହ କାର୍ଯ୍ୟ ଚଳାଇନଦେବାରୁ ଟିଏମସିର ୬ ସାଂସଦ ନିଲମ୍ୱିତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ବୁଧବାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପେଗାସସ ପ୍ରସଙ୍ଗରେ ପ୍ଲାକାର୍ଡ ଧରି ଗୃହର ମଧ୍ୟ ଭାଗକୁ ଆସି ହୋ ହାଲ୍ଲା କରୁଥିଲେ ଏହି ୬ ସାଂସଦ। ଏହାପରେ ଗୃହର ଅଧ୍ୟକ୍ଷ ନିଜ ଚେୟାରରୁ ଉଠି ସମସ୍ତଙ୍କୁ ନିଜ ନିଜ ଆସନକୁ ଯିବା ପାଇଁ କହିଥିଲେ। ଧାରା ୨୫୫ ଅନୁଯାୟୀ ଗୃହର ଅଧ୍ୟକ୍ଷଙ୍କୁ ପ୍ଲାକାର୍ଡ ଦେଖାଇ […]

rajya-sabha

rajya-sabha

Subhransu Sekhar
  • Published: Wednesday, 04 August 2021
  • Updated: 04 August 2021, 02:55 PM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟସଭାରେ ହଙ୍ଗାମା କରି ଗୃହ କାର୍ଯ୍ୟ ଚଳାଇନଦେବାରୁ ଟିଏମସିର ୬ ସାଂସଦ ନିଲମ୍ୱିତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ବୁଧବାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପେଗାସସ ପ୍ରସଙ୍ଗରେ ପ୍ଲାକାର୍ଡ ଧରି ଗୃହର ମଧ୍ୟ ଭାଗକୁ ଆସି ହୋ ହାଲ୍ଲା କରୁଥିଲେ ଏହି ୬ ସାଂସଦ। ଏହାପରେ ଗୃହର ଅଧ୍ୟକ୍ଷ ନିଜ ଚେୟାରରୁ ଉଠି ସମସ୍ତଙ୍କୁ ନିଜ ନିଜ ଆସନକୁ ଯିବା ପାଇଁ କହିଥିଲେ। ଧାରା ୨୫୫ ଅନୁଯାୟୀ ଗୃହର ଅଧ୍ୟକ୍ଷଙ୍କୁ ପ୍ଲାକାର୍ଡ ଦେଖାଇ ହୋ ହାଲ୍ଲା କରୁଥିବା ସାଂସଦଙ୍କୁ ନିଲମ୍ଵନ କରାଗଲା ବୋଲି ଭେଙ୍କେୟା ନାଇଡୁ ଏହି ସମୟରେ କହିଥିଲେ। ପରେ ବସି ପଡ଼ିଥିଲେ। ଏହି ସମୟରେ ସେ କୌଣସି ସାଂସଦଙ୍କ ନାମ ନେଇ ନଥିଲେ।

ପରେ ଏକ ସଂସଦୀୟ ବୁଲେଟିନ୍ ଜାରି ହୋଇଥିଲା। ଯେଉଁଥିରେ ଚଳିତ ଅଧିବେଶନର ବାକି ଦିନ ଯାଏ ୬ ଟିଟଏମସି ସାଂସଦଙ୍କୁ ନିଲମ୍ୱନ କରାଯାଇଥିଲା ବୋଲି ଉଲ୍ଲେଖ ରହିଛି। ଏଥିରେ ଡୋଲା ସେନ୍, ନଦୀମ ଉଲ ହକ୍, ଅବୀର ରଞ୍ଜନ, ଅର୍ପିତା ଘୋଷ, ଶାନ୍ତ ଛେତ୍ରୀ, ମୌସମ ନୁରଙ୍କୁ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ନିଲମ୍ୱନ କରିଥିବା ଦେଖିବାକୁ ମିଳିଛି। ପ୍ଲାକାର୍ଡ଼ ଦେଖାଇ ଗୃହର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ଦର୍ଶାଇ ଅଧ୍ୟକ୍ଷ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ନିଲମ୍ୱନ ଆଦେଶରେ କୁହାଯାଇଛି।

ଏହା ପୂର୍ବରୁ ଗୃହର ଉପନେତା ମୁଖତାର ଆବାସ ନକଭୀ ଟିଏମସି ସାଂସଦ ଡାରେକ ଓବ୍ରାଏନଙ୍କ ଏକ ଟ୍ୱିଟର ଜବାବ ଦେଇ ଟ୍ଵିଟ୍ କରି କହିଥିଲେ, ଯଦି ଚାଟ-ପାମ୍ପଡ ଭଲ ନଲାଗୁଛି ତାହେଲେ ପଇସା ଦେଇ ମାଛ ତରକାରୀ ଖାଇ ପାରିବେ। ଏହାର ଅର୍ଥ ନୁହେଁ ଯେ ସଂସଦକୁ ମାଛ ଦୋକାନ କରିଦେବ। ଦୁର୍ଭାଗ୍ୟ ଏହା ଯେ ସଂସଦରେ ଯେଉଁ ଭଳି କାମ ହେଉଛି ନା ସରକାର ନା ବିରୋଧୀ କାହାରି ଲାଭ ହେଉନି ବୋଲି ସେ କହିଛନ୍ତି। ଏହା ସଂସଦୀୟ ପରମ୍ପରାକୁ ଖରାପ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ନକଭୀ କହିଛନ୍ତି।

ସୂଚନାଯୋଗ୍ୟ, ପେଗାସସ ପ୍ରସଙ୍ଗରେ ବିରୋଧୀ ଏବେ କେନ୍ଦ୍ର ସରକାରକୁ ଘେରିଛି। ଏହି ପ୍ରସଙ୍ଗରେ ସରକାର କାହିଁକି ଆଲୋଚନା କରିବାକୁ ରାଜି ହେଉ ନାହାନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛି। ଅନ୍ୟପଟେ ପେଗାସସକୁ ନେଇ ଯେଉଁ ଅଭିଯୋଗ ଆସିଛି ତାକୁ କେନ୍ଦ୍ର ସରକାର ଖାରଜ କରୁଛି। ଏଭଳି ସ୍ଥିତି ଜରୁରୀକାଳୀନ ଭଳିଆ ସ୍ଥିତି ସହିତ ସମାନ ବୋଲି ବିରୋଧୀ କହିଛନ୍ତି। ଏହି ପ୍ରସଙ୍ଗରେ ଏଡିଟର୍ସ ଗିଲ୍ଡ ମଧ୍ୟ ସୁପ୍ରିମକୋର୍ଟ ଯାଇଛି। ଯାହାର ଶୁଣାଣି ସୁପ୍ରିମକୋର୍ଟ ଅଗଷ୍ଟ ୫ରେ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story