ଟିକା ଅଭାବ ଦୂର କରିବା ପାଇଁ ବିଶେଷଜ୍ଞ ଦେଲେ ନୂଆ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ ଟିକାର ଅଭାବ ଜାରି ରହିଛି। ତେଣୁ ଅନେକ ରାଜ୍ୟରେ ୧୮ରୁ ଅଧିକ ବୟସର ବ୍ୟକ୍ତି ଟିକା ନେବାରେ ସଫଳ ହୋଇ ପାରି ନାହାନ୍ତି। ଏହାକୁ ନଜରରେ ରଖି କିଛି ବିଶେଷଜ୍ଞ ନୂଆ ପରାମର୍ଶ ଦେଇଛନ୍ତି ଯେଉଁଥିରେ ସମାନ ଟିକା ଉତ୍ପାଦନ ରହିବ ହେଲେ ଟିକା ଅଧିକରୁ ଅଧିକ ଲୋକ ନେଇପାରିବେ କିନ୍ତୁ ଟିକାର ପ୍ରଭାବ କମିବ ନାହିଁ ବୋଲି କୁହାଯାଇଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯଦି ଏହି ଟିକା ମାଂସପେଶୀରେ ଲଗାଇବା ପରିବର୍ତ୍ତେ ଚର୍ମର […]

Vaccine1

Vaccine1

Subhransu Sekhar
  • Published: Thursday, 17 June 2021
  • Updated: 17 June 2021, 10:47 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଟିକାର ଅଭାବ ଜାରି ରହିଛି। ତେଣୁ ଅନେକ ରାଜ୍ୟରେ ୧୮ରୁ ଅଧିକ ବୟସର ବ୍ୟକ୍ତି ଟିକା ନେବାରେ ସଫଳ ହୋଇ ପାରି ନାହାନ୍ତି। ଏହାକୁ ନଜରରେ ରଖି କିଛି ବିଶେଷଜ୍ଞ ନୂଆ ପରାମର୍ଶ ଦେଇଛନ୍ତି ଯେଉଁଥିରେ ସମାନ ଟିକା ଉତ୍ପାଦନ ରହିବ ହେଲେ ଟିକା ଅଧିକରୁ ଅଧିକ ଲୋକ ନେଇପାରିବେ କିନ୍ତୁ ଟିକାର ପ୍ରଭାବ କମିବ ନାହିଁ ବୋଲି କୁହାଯାଇଛି।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯଦି ଏହି ଟିକା ମାଂସପେଶୀରେ ଲଗାଇବା ପରିବର୍ତ୍ତେ ଚର୍ମର ଦ୍ୱିତୀୟ ସ୍ତରରେ (ଡର୍ମାଲ୍) ପ୍ରୟୋଗ କରାଯିବ ତାହେଲେ ଗୋଟିଏ ଟିକାକୁ ୫ ଜଣ ନେଇପାରିବେ। ପ୍ରତ୍ୟେକ ଲୋକ ୦.୧ ମି.ଲି ପରିମାଣର ଟିକା ନେବେ। କିନ୍ତୁ ଟିକାର ପ୍ରଭାବ କମିବ ନାହିଁ। ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଦେଶରେ କରୋନା ଟିକା ଇଣ୍ଟ୍ରାମୁସ୍କୁଲାର ଭାବରେ ଦିଆଯାଉଛି। ଏହାର ଅର୍ଥ ଟିକାକୁ ଗଭୀର ମାଂସପେଶୀରେ ଇଞ୍ଜେକ୍ସନ ଜରିଆରେ ଦିଆଯାଉଛି।

ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଏହି ଟିକାକୁ ଇଣ୍ଟ୍ରାଡର୍ମାଲ୍ (ଆଇଡି) ପ୍ରଣାଳୀ ଦିଆଯାଏ ଅର୍ଥାତ୍ ଯଦି ଏହା ଚର୍ମର ଦ୍ୱିତୀୟ ସ୍ତରରେ ପ୍ରୟୋଗ କରାଯାଏ, ତେବେ ୦.୫ ମି.ଲି ବଦଳରେ ୦.୧ ମି.ଲି ଯଥେଷ୍ଟ ହେବ।

ବୈଷୟିକ ପରାମର୍ଶଦାତା କମିଟିର ସଭାପତି ଡାକ୍ତର ଏମ.କେ ସୁଦର୍ଶନ ଏଥିପାଇଁ ରେବିଜ ଟିକା ବା ଜଳାନ୍ତକ ଟିକାର ଉଦାହରଣ ଦେଇଛନ୍ତି। ଯାହାକୁ ଇଣ୍ଟ୍ରାମସ୍କୁଲାର ବଦଳରେ ଇଣ୍ଟ୍ରାଡର୍ମାଲ ପଦ୍ଧତି ଜରିଆରେ ଦିଆଯାଏ। ଆଉ ଏହା ପ୍ରଭାବୀ ବୋଲି ଏମ.କେ ସୁଦର୍ଶନ କହିଛନ୍ତି। ଜଳାନ୍ତକ ଟିକା ଉପରେ ସୁଦର୍ଶନ କାମ କରୁଛନ୍ତି।

ଜଳାନ୍ତକ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଥମେ ୧୯୮୦ରେ ଅନୁମତି ଦେଇଥିଲା। ପରେ ୨୦୦୬ରେ ଭାରତ ଅନୁମତି ଦେଇଛି। ଭାରତ ସରକାର ଏବେ କୋଭିଡ ଟିକାକୁ ଚର୍ମର ଦ୍ୱିତୀୟ ସ୍ତରରେ ଦିଆଗଲେ ଏହାର ପ୍ରଭାବ କଣ ରହୁଛି ସେ ନେଇ ଏକ୍ସପେରିମେଣ୍ଟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story