ମେ’ ୫ରେ ଶପଥ ନେବେ ମମତା ବାନାର୍ଜୀ

କୋଲକାତା: ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଆସନ୍ତା ମେ’ ୫ ତାରିଖରେ ତୃତୀୟ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସୋମବାର ପାର୍ଟିର ବରିଷ୍ଠ ନେତା ପାର୍ଥ ଚାଟାର୍ଜୀ ଏ ନେଇ ସୂଚନା ଦେଇଛନ୍ତି । ପାର୍ଥ ଚାଟାର୍ଜୀ କହିଛନ୍ତି, ମମତା ବାନାର୍ଜୀଙ୍କ ଶପଥ ଗ୍ରହଣ ପରେ ପ୍ରୋଟେମ୍ ସ୍ପିକର ଭାବେ ବିମାନ ବନ୍ଦୋପାଧ୍ୟାୟ ନବନିର୍ବାଚିତ ବିଧାୟକଙ୍କ ଶପଥ ପାଠ କରାଇବେ । ରବିବାର ହୋଇଥିବା ଭୋଟ୍ ଗଣତିରେ ଟିଏମସି ୨୦୦ରୁ ଅଧିକ ଆସନ […]

mamata-banarjee

mamata-banarjee

Ranjit Kumar Jena
  • Published: Monday, 03 May 2021
  • Updated: 03 May 2021, 08:06 PM IST

Sports

Latest News

କୋଲକାତା: ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଆସନ୍ତା ମେ’ ୫ ତାରିଖରେ ତୃତୀୟ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସୋମବାର ପାର୍ଟିର ବରିଷ୍ଠ ନେତା ପାର୍ଥ ଚାଟାର୍ଜୀ ଏ ନେଇ ସୂଚନା ଦେଇଛନ୍ତି । ପାର୍ଥ ଚାଟାର୍ଜୀ କହିଛନ୍ତି, ମମତା ବାନାର୍ଜୀଙ୍କ ଶପଥ ଗ୍ରହଣ ପରେ ପ୍ରୋଟେମ୍ ସ୍ପିକର ଭାବେ ବିମାନ ବନ୍ଦୋପାଧ୍ୟାୟ ନବନିର୍ବାଚିତ ବିଧାୟକଙ୍କ ଶପଥ ପାଠ କରାଇବେ ।

ରବିବାର ହୋଇଥିବା ଭୋଟ୍ ଗଣତିରେ ଟିଏମସି ୨୦୦ରୁ ଅଧିକ ଆସନ ଜିତି ପୁଣିଥରେ କ୍ଷମତାକୁ ଫେରିଛି । ଅନ୍ୟପକ୍ଷରେ ନିର୍ବାଚନ ପୂର୍ବରୁ ୨୦୦ରୁ ଅଧିକ ସିଟ୍ ଜିତିବାର ଦାବି ଆସୁଥିବା ବିଜେପିକୁ ମାତ୍ର ୭୬ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଆଜି ହୋଇଥିବା ଟିଏମସି ବିଧାୟକ ଦଳର ବୈଠକରେ ମମତା ବାନାର୍ଜୀଙ୍କୁ ସର୍ବସମ୍ମତିକ୍ରମେ ପାର୍ଟିର ନେତା ଚୟନ କରାଯାଇଥିଲା । ମମତା ବାନାର୍ଜୀ ମେ’ ୫ ତାରିଖରେ ଶପଥ ନେବେ। କିନ୍ତୁ କ୍ୟାବିନେଟର ଅନ୍ୟ ସଦସ୍ୟଙ୍କର ଶପଥ ପାଠ ମେ’ ୬ ତାରିଖରେ ହୋଇପାରେ ।

ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନୀ ଲଢ଼େଇରେ ଟିଏମସି ସୁପ୍ରିମୋ ହୁଏତ ବିଜେପିକୁ ଧୂଳି ଚଟାଇଛନ୍ତି, କିନ୍ତୁ ନନ୍ଦିଗ୍ରାମ ସିଟରେ ମମତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ନିର୍ବାଚନ କମିଶନଙ୍କ ୱେବସାଇଟରେ ଜାରି ହୋଇ ସୂଚନା ଅନୁଯାୟୀ, ବିଜେପିର ଶୁଭେନ୍ଦୁ ଅଧିକାରୀ ୧୯୫୬ ଭୋଟରେ ମମତାଙ୍କୁ ହରାଇଛନ୍ତି । ଅଧିକାରୀଙ୍କୁ ମୋଟ ୧୧୦୭୬୪ ଭୋଟ୍ ମିଳିଥିବା ବେଳେ ମମତାଙ୍କୁ ୧୦୮୮୦୮ ଭୋଟ୍ ମିଳିଛି ।

ନନ୍ଦିଗ୍ରାମରୁ ବିଜୟୀ ହେବା ପରେ ଅଧିକାରୀ କହିଛନ୍ତି, ଭଲପାଇବା, ବିଶ୍ୱାସ, ଆଶୀର୍ବାଦ ଓ ସମର୍ଥନ ପ୍ରଦାନ କରିବା ଏବଂ ମୋତେ ନିଜର ପ୍ରତିନିଧି ଭାବେ ଚୟନ କରିବା ପାଇଁ ନନ୍ଦିଗ୍ରାମର ଜନତାଙ୍କୁ ଧନ୍ୟବାଦ । ମୁଁ ସେମାନଙ୍କର ସେବା ଓ ସେମାନଙ୍କର କଲ୍ୟାଣ ପାଇଁ କାମ କରିବା ଜାରି ରଖିବି । ମୁଁ ଆପଣ ମାନଙ୍କ ନିକଟରେ କୃତଜ୍ଞ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story