ପୁଣି ପୁତୁରାଙ୍କୁ ପ୍ରାଧାନ୍ୟ ଦେଲେ ମମତା

କୋଲକାତା: ପୁଣି ପୁତୁରାଙ୍କୁ ପ୍ରାଧାନ୍ୟ ଦେଲେ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଟିଏମସିରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଭିତରେ ମମତା ନିଜ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ପୁଣିଥରେ ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି। ଆଜି ପାର୍ଟିର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗତ ସପ୍ତାହରେ ମମତା ବାନାର୍ଜୀ ଓ ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ଫାଟ ଥିବା ଖବର ସାମ୍ନାକୁ ଆସିଥିଲା। ଗତ ସପ୍ତାହରେ ମଧ୍ୟ […]

mamata-and-abhisek

mamata-and-abhisek

Ranjit Kumar Jena
  • Published: Friday, 18 February 2022
  • Updated: 18 February 2022, 09:00 PM IST

Sports

Latest News

କୋଲକାତା: ପୁଣି ପୁତୁରାଙ୍କୁ ପ୍ରାଧାନ୍ୟ ଦେଲେ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଟିଏମସିରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଭିତରେ ମମତା ନିଜ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ପୁଣିଥରେ ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି। ଆଜି ପାର୍ଟିର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗତ ସପ୍ତାହରେ ମମତା ବାନାର୍ଜୀ ଓ ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ଫାଟ ଥିବା ଖବର ସାମ୍ନାକୁ ଆସିଥିଲା।

ଗତ ସପ୍ତାହରେ ମଧ୍ୟ ମମତା ପାର୍ଟିର ରାଷ୍ଟ୍ରୀୟ ପଦାଧିକାରୀଙ୍କ କମିଟିକୁ ଭାଙ୍ଗି ଦେଇଥିଲେ, ଯେଉଁଥିରେ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ମଧ୍ୟ ସାମିଲ୍ ଥିଲେ। ଏହା ପରେ ମମତା ଏକ ୨୦ ଜଣିଆ ସଦସ୍ୟ ବିଶିଷ୍ଟ କାର୍ଯ୍ୟକାରୀ କମିଟି ଗଠନ କରିଥିଲେ। ମମତାଙ୍କ ଏଭଳି ପଦକ୍ଷେପ ଏପରି ସମୟରେ ନିଆଯାଇଥିଲା, ଯେତେବେଳେ ପାର୍ଟିରେ ଅସନ୍ତୋଷର ଗୁଜବ ତେଜିବାରେ ଲାଗିଥିଲା। ହେଲେ ମମତା ସବୁ ଗୁଜବକୁ ଭୁଲ୍ ପ୍ରମାଣିତ କରି ଅଭିଜ୍ଞ ନେତାଙ୍କୁ ନେଇ କାର୍ଯ୍ୟକାରୀ କମିଟି ଗଠନ କରିଛନ୍ତି, ଯେଉଁଥିରେ ଅଭିଷେକଙ୍କୁ ସାମିଲ୍ କରାଯାଇଛି।

ନୂଆ ରାଷ୍ଟ୍ରୀୟ କମିଟିରେ ଯଶୱନ୍ତ ସିହ୍ନା, ସୁବ୍ରତ ବକ୍ସି ଓ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରାଯାଇଛି। ସେହିପରି ଅମିତ୍ ମିତ୍ର, ପାର୍ଥ ଚାଟାର୍ଜୀ, ସୁଦୀପ ବଙ୍ଗୋପାଧ୍ୟାୟ ଅନୁବ୍ରତ ମଣ୍ଡଳ, ଅରୂପ ବିଶ୍ୱାସ, ଫିରହାଦ ହାକିମଙ୍କୁ ମଧ୍ୟ କାର୍ଯ୍ୟକାରୀ କମିଟିରେ ସ୍ଥାନ ମିଳିଛି। ଅରୂପ ବିଶ୍ୱାସ ପାର୍ଟିର କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।

ଶୁଖେନ୍ଦୁ ଶେଖର ରୟ ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ଓ ରାଜ୍ୟସଭା ମୁଖ୍ୟପାତ୍ର ହୋଇଛନ୍ତି। କାକୋଲି ଘୋଷ ଦାସ୍ତିଦାର ଲୋକସଭା ମୁଖପାତ୍ର ଓ ସାଂସଦ ମହୁଆ ମୋଇତ୍ରା ତାଙ୍କୁ ଆସିଷ୍ଟ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story