ଟିକା ନେଲେ ମଦ ପିଇ ପାରିବିନି: ଗଛକୁ ଚଢ଼ିଗଲେ ଯୁବକ

ପୁଡ଼ୁଚେରୀ: ଟିକା ନେବା ପାଇଁ ଚୋର-ପୁଲିସ ଖେଳ। ଜଣେ ଟିକା ନେବା ପାଇଁ ଅମଙ୍ଗ ହେବା ପରେ ସ୍ୱାସ୍ଥ୍ୟକର୍ମୀଙ୍କୁ  ନାକେଦମ ହେବାକୁ ପଡ଼ିଥିଲା। କୋଭିଡ୍ ଟିକାକୁ ନେବାକୁ ଅରାଜି ହୋଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଗଛକୁ ଚଢ଼ିଯାଇଥିଲେ। ଏମିତି ଏକ ଅଜବ ଘଟଣା ପୁଡ଼ୁଚେରୀର ମୁଥୁଭେଲରେ ଦେ‌ଖିବାକୁ ମିଳିଛି।  ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ ପୁଡ଼ୁଚେରୀରେ ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କ ଘରେ କୋଭିଡ ଟିକା ଦିଆଯାଉଛି। ଏଠାରେ ସ୍ୱତନ୍ତ୍ର […]

health

health

Tapas Behera
  • Published: Wednesday, 29 December 2021
  • Updated: 29 December 2021, 07:47 PM IST

Sports

Latest News

ପୁଡ଼ୁଚେରୀ: ଟିକା ନେବା ପାଇଁ ଚୋର-ପୁଲିସ ଖେଳ। ଜଣେ ଟିକା ନେବା ପାଇଁ ଅମଙ୍ଗ ହେବା ପରେ ସ୍ୱାସ୍ଥ୍ୟକର୍ମୀଙ୍କୁ  ନାକେଦମ ହେବାକୁ ପଡ଼ିଥିଲା। କୋଭିଡ୍ ଟିକାକୁ ନେବାକୁ ଅରାଜି ହୋଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଗଛକୁ ଚଢ଼ିଯାଇଥିଲେ। ଏମିତି ଏକ ଅଜବ ଘଟଣା ପୁଡ଼ୁଚେରୀର ମୁଥୁଭେଲରେ ଦେ‌ଖିବାକୁ ମିଳିଛି।  ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ ପୁଡ଼ୁଚେରୀରେ ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କ ଘରେ କୋଭିଡ ଟିକା ଦିଆଯାଉଛି। ଏଠାରେ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇ ସ୍ୱାସ୍ଥ୍ୟକର୍ମଚାରୀମାନେ ଘରେ ଘରେ ବୁଲୁଛନ୍ତି। ହେଲେ ଜଣେ ୩୯ ବର୍ଷୀୟ ଯୁବକ କୋଭିଡ୍‌ ଟିକା ନେବାକୁ ଆଦୌ ରାଜି ହେଉନଥିଲେ। ତାଙ୍କୁ ଟିକା ଦେବାକୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ଅଧିକାରୀଙ୍କ ପକ୍ଷରୁ ବାରମ୍ବାର ଚେଷ୍ଟା କରାଯାଇଥିଲା।  ହେଲେ ସେ ଜମା ଧରା ଦେଉନଥିଲେ। ଟିକା ପାଇଁ ବାଧ୍ୟ କରାଯିବାରୁ ସେ ଦଉଡ଼ି ଦଉଡ଼ି  ଯାଇ ଏକ ଗଛକୁ ଚଢ଼ି ଯାଇଥିଲେ। ସେଠାରେ ସ୍ୱାସ୍ଥ୍ୟକର୍ମୀମାନେ ତାଙ୍କୁ  ଗଛରୁ ଓହ୍ଲାଇବାକୁ ଅନୁରୋଧ କରିଥିଲେ।

ତେବେ ଯୁବକ ଜଣକ ଅଜବ କଥା କହିଥିଲେ। ଟିକା ନେବା ପରେ ସେ କିଛି ଦିନ ପର୍ଯ୍ୟନ୍ତ ମଦ ପିଇପାରିବେ ନାହିଁ। ତେଣୁ ସେ ଟିକା ନେବାକୁ ମନା କରିଥିଲେ। ଏହା ପରେ ସ୍ୱାସ୍ଥ୍ୟ କର୍ମୀମାନେ ତାଙ୍କୁ ଛାଡ଼ି ଦେଇଛନ୍ତି । ଏହି ଘଟଣା ସେଠାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story