ସୌଖିନ ଦରମା ଓ ହାଇ ଷ୍ଟାଟସ୍‌ର ପଦ ଛାଡ଼ି ଶ୍ରୀନିବାସ କରୁଛନ୍ତି ଗଧ ଚାଷ

ମାଙ୍ଗାଲୋର: ସୌଖିନ ଦରମା ଓ ହାଇ ଷ୍ଟାଟସ୍‌ର ପଦପଦବୀର ମୋହ ତାଙ୍କୁ ବାନ୍ଧି ପାରିଲାନି। କେଉଁ କମ୍ପାନୀ ଅଧିନରେ ପରାଧୀନ ହୋଇ କାମ କରିବା ଅପେକ୍ଷା ନିଜେ ସ୍ୱାଧୀନ ଭାବରେ କିଛି କରିବାକୁ ସେ ନିଷ୍ପତ୍ତି ନେଲେ। ଖାଲି ସେତିକି ନୁହଁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଦୃଢ଼ ନିଷ୍ଠା ଓ ଉଦ୍ୟମ ବଳରେ ସେ ତାଙ୍କର ଲକ୍ଷ୍ୟକୁ ସାକାର  କରିପାରିଛନ୍ତି। ସେ ହେଛନ୍ତି ମାଙ୍ଗାଲୋରୁରର ଶ୍ରୀନିବାସ ଗୌଡ଼ା। ପ୍ଲସ୍‌ ଆଇଟି କମ୍ପାନୀର ଲକ୍ଷାଧିକ ଟଙ୍କାର ଦରମା ଛାଡ଼ି […]

srinibas

srinibas

Tapas Behera
  • Published: Thursday, 16 June 2022
  • Updated: 16 June 2022, 12:31 PM IST

Sports

Latest News

ମାଙ୍ଗାଲୋର: ସୌଖିନ ଦରମା ଓ ହାଇ ଷ୍ଟାଟସ୍‌ର ପଦପଦବୀର ମୋହ ତାଙ୍କୁ ବାନ୍ଧି ପାରିଲାନି। କେଉଁ କମ୍ପାନୀ ଅଧିନରେ ପରାଧୀନ ହୋଇ କାମ କରିବା ଅପେକ୍ଷା ନିଜେ ସ୍ୱାଧୀନ ଭାବରେ କିଛି କରିବାକୁ ସେ ନିଷ୍ପତ୍ତି ନେଲେ। ଖାଲି ସେତିକି ନୁହଁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଦୃଢ଼ ନିଷ୍ଠା ଓ ଉଦ୍ୟମ ବଳରେ ସେ ତାଙ୍କର ଲକ୍ଷ୍ୟକୁ ସାକାର  କରିପାରିଛନ୍ତି। ସେ ହେଛନ୍ତି ମାଙ୍ଗାଲୋରୁରର ଶ୍ରୀନିବାସ ଗୌଡ଼ା। ପ୍ଲସ୍‌ ଆଇଟି କମ୍ପାନୀର ଲକ୍ଷାଧିକ ଟଙ୍କାର ଦରମା ଛାଡ଼ି  ଶ୍ରୀନିବାସ ଗଧ ପାଳନ କରି ଲକ୍ଷାଧିକ ଟଙ୍କାର ରୋଜଗାର କରୁଛନ୍ତି। ଗଧ ପାଳନକୁ ନେଇ ତାଙ୍କ ସାଙ୍ଗସାଥିଙ୍କଠାରୁ ତାଙ୍କୁ ବହୁ  ଥଟ୍ଟା ପରିହାସ ଶୁଣିଣିବାକୁ ମିଳିଥିଲା। ହେଲେ ଶ୍ରୀନିବାସ କିନ୍ତୁ ନିଜ ଅଭିଯାନରେ ଅଟଳ ଥିଲେ। ଏବେ ସେ ୪୨ ଲକ୍ଷ ଟଙ୍କା ନିବେଶ କରି ୨୦ଟି ଗଧ ରଖିଛନ୍ତି।
https://twitter.com/ANI/status/1537256557918179328?s=20&t=NWvXoDediqb24iUIslBNVQ

ଗଧ କ୍ଷୀର ବ୍ରିକ୍ରି କରି ଶ୍ରୀନିବାସ ଲକ୍ଷାଧିକ ଟଙ୍କାର ଆୟ କରୁଛନ୍ତି। ଶ୍ରୀନିବାସ କହିଛନ୍ତି ଯେ, ପୂର୍ବରୁ ମୁଁ ଏକ ସଫ୍ଟୱେର ଫାର୍ମରେ ଥିଲେ। ୨୦୨୦ ପର୍ଯ୍ୟନ୍ତ ସେ ଉକ୍ତ ଫାର୍ମରେ କାମ କରୁଥିଲେ। ଏହା ପରେ ସେ ଚାକିରି ଛାଡ଼ି ଗଧ ଫାର୍ମ କରିବାକୁ ଯୋଜନା କଲେ।  କର୍ଣ୍ଣାଟରେ ଏହା  ପ୍ରଥମ ଗଧଫାର୍ମ ଭିତ୍ତିକ ଟ୍ରେନିଂ ସେଣ୍ଟରରେ ପରିଣତ ହୋଇପାରିଛି ବୋଲି ସେ କହିଛନ୍ତି। ଶ୍ରୀନିବାସ କହିଛନ୍ତି ଯେ, ବର୍ତ୍ତମାନ ଆମ ପାଖରେ ୨୦ଟି ଗଧ ଅଛି। ମୁଁ ଏହି ଫାର୍ମରେ ୪୨ ଲକ୍ଷ ଟଙ୍କା ନିବେଶ କରିଛି। ଆମେ ଗଧ କ୍ଷୀର ବିକ୍ରି କରୁଛେ। ଏହା ଭାରି ଲାଭଦାୟକ ବୋଲି ସେ କହିଛନ୍ତି ।

ସମସ୍ତଙ୍କ ପାଖରେ ଗଧ କ୍ଷୀର ଉପଲବ୍ଧ କରାଇବା ଆମର ଲକ୍ଷ ବୋଲି ସେ କହିଛନ୍ତି। ଗଧ କ୍ଷୀର ଶରୀର ପାଇଁ ବେଶ ଉପକାରୀ ଏବଂ ଏହା ଔଷଧ ଭଳି କାମ କରେ ବୋଲି ସେ କହିଛନ୍ତି। କେବଳ ଲାଭ ଉଦ୍ଦେଶ୍ୟ ରଖି ଶ୍ରୀନିବାସ ଗଧ ଚାଷ କରୁନାହାନ୍ତି। ଦେଶରେ ଗଧବଂଶ ଲୋପ ପାଉଥିବାରୁ ସେ ଏହି  ଫାର୍ମ କରିଥିବା କହିଛନ୍ତି ।  ଗଧ ଫାର୍ମ ଆଇଡିଆକୁ ନେଇ ପ୍ରଥମେ ଲୋକେ ନାପସନ୍ଦ କରୁଥିଲେ।  କିନ୍ତୁ ଗଧ କ୍ଷୀର ବିକ୍ରି କରି ଜଣେ ସଫଳ ବ୍ୟବସାୟୀ ହୋଇପାରିବ। କାରଣକ ୩୦ ଏମଏଲଏ ଗଧ କ୍ଷୀରର ଦାମ ୧୫୦ ଟଙ୍କା ବୋଲି ଶ୍ରୀନିବାସ କହିଛନ୍ତି। ବିଭିନ୍ନ ମଲ , ଦୋକାନ ଏବଂ ସୁପରମାର୍କେଟରେ ଏହି କ୍ଷୀର ପ୍ୟାକେଟ ଉବଲବ୍ଧ ହେଉଥିବା ଶ୍ରୀନିବାସ କହିଛନ୍ତି । ସେ ପ୍ରାୟ ୧୭ ଲକ୍ଷ ଟଙ୍କାର  ଅଡ଼ର ପାଇଥିବା ଶ୍ରୀନିବାସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story