ସ୍ତ୍ରୀ ସହ ଗଣ୍ଡଗୋଳ ହେଲେ ଶରଦ ପାୱାରଙ୍କୁ ଫୋନ୍‌ କରି କୁହନ୍ତି ଉଡ଼ାଇ ଦେବି  

ମୁମ୍ବାଇ: ସ୍ତ୍ରୀ ସହ ଗଣ୍ଡଗୋଳ ହେଲେ ମୁଣ୍ଡକୁ ପୀତ ଚଢ଼େ।  ଅବସାଦ ଗସ୍ତ ହୋଇ ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଘରକୁ ଫୋନ୍‌ କରି ହତ୍ୟା ଧମକ ଦିଅନ୍ତି। ଥରେ ନୁହେଁ ବାରମ୍ବାର ସେ ଏମିତି କରନ୍ତି। ପୁଲିସ ତାଙ୍କୁ ଆଗରୁ ଗିରଫ କରି କେବଳ ଚେତାବନୀ ଦେଇ ଛାଡ଼ି ଦେଇଥିଲା। ହେଲେ ଏଥର ପୁଲିସ ତାଙ୍କୁ ଛାଡ଼ିବା ଅବସ୍ଥାରେ ନାହିଁ। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ବିରୋଧରେ […]

ncp-chief-sharad-pawar

ncp-chief-sharad-pawar

Tapas Behera
  • Published: Wednesday, 14 December 2022
  • Updated: 14 December 2022, 06:16 PM IST

Sports

Latest News

ମୁମ୍ବାଇ: ସ୍ତ୍ରୀ ସହ ଗଣ୍ଡଗୋଳ ହେଲେ ମୁଣ୍ଡକୁ ପୀତ ଚଢ଼େ।  ଅବସାଦ ଗସ୍ତ ହୋଇ ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଘରକୁ ଫୋନ୍‌ କରି ହତ୍ୟା ଧମକ ଦିଅନ୍ତି। ଥରେ ନୁହେଁ ବାରମ୍ବାର ସେ ଏମିତି କରନ୍ତି। ପୁଲିସ ତାଙ୍କୁ ଆଗରୁ ଗିରଫ କରି କେବଳ ଚେତାବନୀ ଦେଇ ଛାଡ଼ି ଦେଇଥିଲା। ହେଲେ ଏଥର ପୁଲିସ ତାଙ୍କୁ ଛାଡ଼ିବା ଅବସ୍ଥାରେ ନାହିଁ। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛି ନାରାୟଣ କୁମାର ସୋନି । ତାଙ୍କୁ  ବିହାରରୁ  ଗିରଫ କରାଯାଇଛି। ପୁଲିସ ସୂଚନାନୁସାରେ, ଆଗରୁ ଅନେକଥର ଅଭିଯୁକ୍ତ  ଶରଦ ପାୱାରଙ୍କ ବାସଭବନକୁ ଫୋନ୍‌ କରି ତାଙ୍କୁ ହତ୍ୟା ଧମକ ଦେଇଥିଲେ। ମୁମ୍ବାଇ ପୁଲିସ ସେତେବେଳେ କୌଣସି ମାମଲା ପଞ୍ଜୀକୃତ କରିନଥିଲା । କେବଳ  ଚେତାବନୀ ଦେବା ଦେଇ ତାଙ୍କୁ ଛାଡି ଦେଇଥିଲା। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଗିରଫ ଅଭିଯୁଙ୍କ ସହ ତାଙ୍କ ପତ୍ନୀଙ୍କ ମଧ୍ୟରେ   ଗଣ୍ଡଗୋଳ ହୁଏ ।  ପାରିବାରିକ ବିଶୃଙ୍ଖଳା କାରଣରୁ ଅଭିଯୁକ୍ତଙ୍କ ଜଣକ ଫୋନ୍ କାରି ଏମିତି ଧମକ ଦିଏ।

ଅଭିଯୁକ୍ତ ଜଣକ ଶରଦ ପାୱାରଙ୍କ ଫ୍ୟାନ୍‌  ମଧ୍ୟ। ସେ ଚାହୁଁଥିଲେ ଯେ, ଶରଦ ପାୱାର ତାଙ୍କ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳରେ ହସ୍ତକ୍ଷେପ କରି ସମାଧାନ କରନ୍ତୁ।  ଗତ ଡିସେମ୍ବର ୧୨ରେ ଗାମଦେବୀ ପୁଲିସ ଷ୍ଟେସନରେ ଏଫଆଇଆର ଦାଖଲ ହୋଇଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଡିସେମ୍ବର ୧୪ରେ ମୁମ୍ବାଇକୁ ଅଣାଯାଇଥିଲା। ଏବେ ସେ ଜେଲରେ ଅଛନ୍ତି।  ସୋନି ଅଶ୍ଳୀଳ ଭାଷା ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପାୱାରଙ୍କ ବାଷଭବନରେ  ଥିବା ଟେଲିଫୋନ୍ ଅପରେଟରଙ୍କୁ ମୁମ୍ବାଇ ଆସି ବନ୍ଧୁକରେ ଉଡ଼ାଇ ଦେବାକୁ ଧମକ ଦେଇଥିଲା।  ସୋନି ଶିକ୍ଷାଗତ ଯୋଗ୍ୟତାରେ  ଜଣେ  ସ୍ନାତକ । ପୁଣେରେ ପ୍ରାୟ ୧୨ ବର୍ଷ ଧରି ଏକ ବ୍ୟାଙ୍କର ଋଣ ବିଭାଗ ସହିତ କାର୍ଯ୍ୟ କରିଛନ୍ତି। ତେବେ ପୁଲିସ ସ୍ପଷ୍ଟ କରିଛି ଯେ, ଅଭିଯୁକ୍ତ ମାନସିକ ସ୍ତରରେ ଦୁର୍ବଳ ନୁହଁନ୍ତି ଏବଂ ଅନ୍ୟ କୌଣସି  ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ନୁହଁନ୍ତି ।

ଯେତେବେଳେ ସେ ଧମକ ଦେଇଥିଲେ ସେତେବେଳେ ସେ ସମ୍ପୂର୍ଣ୍ଣ ମାନସିକ ସୁସ୍ଥ ଥିଲେ। ଅଭିଯୁକ୍ତଙ୍କ ଘର  ବିହାରର ଔରଙ୍ଗାବାଦରେ। ସୋନିଙ୍କ ପତ୍ନୀ ତାଙ୍କୁ ଛାଡପତ୍ର ଦେଇନାହାଁନ୍ତି। କିନ୍ତୁ ଅନ୍ୟ କାହା ସହିତ ବିବାହ କରିଛନ୍ତି ବୋଲି ପୁଲିସ କହିଛି। ସୋନିଙ୍କର ଏକ ନାବାଳିକା କନ୍ୟା ସନ୍ତାନ ମଧ୍ୟ ଅଛି। ଅଭିଯୁକ୍ତ  ପୂର୍ବରୁ ପୱାରଙ୍କ ବାସଭବନକୁ ଫୋନ କରିଥିବା ଅଭିଯୋଗ ହୋଇଥିଲା, କିନ୍ତୁ ସେତେବେଳେ କେହି ଏଥିପ୍ରତି ବିଶେଷ ଧ୍ୟାନ ଦେଇ ନ ଥିଲେ। କିନ୍ତୁ ସୋମବାର ପାୱାରଙ୍କ ଜନ୍ମଦିନ ପାଳନ ପାଇଁ ଅନେକ ଲୋକ ଏକତ୍ରିତ ହୋଇଥିଲେ। ସେଦିନ ବି  ଅଭିଯୁକ୍ତ ସୋନିଙ୍କ କଲ ଆସିଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story