ଜୀବନ ସାଥୀ ପାଇଲେ ସ୍ମୃତିଙ୍କ ସାବତ ଝିଅ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ। ଏଥିପାଇଁ ଝିଅର ନିର୍ବନ୍ଧ ସରିଛି। ଶନିବାର ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି ସ୍ମୃତି। ଭାବି ଜ୍ୱାଇଁ ଏବଂ ଝିଅର ନିର୍ବନ୍ଧ ଫଟୋକୁ ସ୍ମୃତି ସେୟାର କରିଛନ୍ତି । ସ୍ମୃତିଙ୍କ  ଝିଅ ଶନେଲି ଇରାନୀଙ୍କ ଜୀବନ ସାଥୀ ହେବେ  ଅର୍ଜୁନ ଭାଲା। ‘ସେଇ ମଣିଷ ପାଖରେ ଆମର ହୃଦୟ ରହିଯାଇଛି’ ବୋଲି ନିଜ ଭାବି ଜ୍ୱାଇଁଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ସ୍ମୁତି। ୪୫ […]

smuti

smuti

Tapas Behera
  • Published: Monday, 27 December 2021
  • Updated: 27 December 2021, 07:08 PM IST

Sports

Latest News

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ। ଏଥିପାଇଁ ଝିଅର ନିର୍ବନ୍ଧ ସରିଛି। ଶନିବାର ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି ସ୍ମୃତି। ଭାବି ଜ୍ୱାଇଁ ଏବଂ ଝିଅର ନିର୍ବନ୍ଧ ଫଟୋକୁ ସ୍ମୃତି ସେୟାର କରିଛନ୍ତି । ସ୍ମୃତିଙ୍କ  ଝିଅ ଶନେଲି ଇରାନୀଙ୍କ ଜୀବନ ସାଥୀ ହେବେ  ଅର୍ଜୁନ ଭାଲା।

‘ସେଇ ମଣିଷ ପାଖରେ ଆମର ହୃଦୟ ରହିଯାଇଛି’ ବୋଲି ନିଜ ଭାବି ଜ୍ୱାଇଁଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ସ୍ମୁତି। ୪୫ ବର୍ଷୀୟ ସ୍ମୁତି ଇରାନୀ ଏହି ପରିପ୍ରେକ୍ଷୀରେ ଇନ୍‌ଷ୍ଟ୍ରାଗ୍ରାମ୍‌ରେ ଦୁଇଟି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଅର୍ଜୁନ ଭାଲା ଶନେଲିଙ୍କୁ ପ୍ରପୋଜ୍‌ ଦେବା ଠାଣିରେ ପୋଜ୍ ଦେଇଛନ୍ତି। ଅର୍ଜୁନ ଏକ ‘ମ୍ୟାଡ୍‌କ୍ୟାପ୍’ ପରିବାରର ସଦସ୍ୟ ହେବାକୁ ଯାଉଛନ୍ତି ବୋଲି ସ୍ମୃତି ଳେଖିଛନ୍ତି।

ନିଜ ଭାବି ଜ୍ୱାଇଁକୁ ସେ ଆଶୀର୍ବାଦ ଦେଇଛନ୍ତି। ସ୍ମୃତି ଆହୁରି ଲେଖିଛନ୍ତି ଯେ, ଆମର ପାଗଳ ପରିବାରକୁ ଭାବି ଜ୍ୱାଇଁଙ୍କୁ ସ୍ୱାଗତ।  ଆପଣ ସ୍ମାଟ, ସହସୀ ଓ ଧର୍ଯ୍ୟବାନ ବୋଲି ସେ ଲେଖିଛନ୍ତି। ଆପଣଙ୍କ ପରି ପିଲା ପାଇ ଆମେ ବହୁତ୍ ଖୁସି ବୋଲି ସେ ଲେଖିଛନ୍ତି। ସୂଚନା ଅନୁଯାୟୀଙ୍କ ସ୍ମୃତି ଇରାନୀଙ୍କ ସ୍ୱାମୀ ଜୁବିନ୍‌ ଇରାନୀଙ୍କ ଦ୍ୱିତୀୟ ସ୍ତ୍ରୀ। ସ୍ମୃତି ହେଉଛନ୍ତି ଶନେଲିଙ୍କ ସାବତ ମା। ଜୁବିନ୍‌ଙ୍କ ପ୍ରଥମ ସ୍ତ୍ରୀ ମୋନା ଇରାନୀଙ୍କ ଝିଅ ହେଉଛନ୍ତି ଶନେଲି। ଅଭିନୟରୁ ରାଜନୀତିକୁ ଆସିଥିବା ସ୍ମୁତି ଏବେ କେନ୍ଦ୍ରରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story