ଲଘୁଚାପ ପ୍ରଭାବରେ ଆହୁରି ବର୍ଷିବ

ଚେନ୍ନାଇ: ଚେନ୍ନାଇରେ ଜାରି ରହିଛି ବର୍ଷା ବିପ୍ତାତ। ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆହୁରି ବର୍ଷିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ବର୍ଷାର ପରିମାଣ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଚେନ୍ନାଇରେ ୪୩ ପ୍ରତିଶତ ଅଧିକ ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ନଭେମ୍ବର ୧୦ ଏବଂ ୧୧ରେ ବର୍ଷାର ପରିମାଣ ବଢ଼ିପାରେ।  ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। […]

Heavy-Rain

Heavy-Rain

Tapas Behera
  • Published: Monday, 08 November 2021
  • Updated: 08 November 2021, 07:04 PM IST

Sports

Latest News

ଚେନ୍ନାଇ: ଚେନ୍ନାଇରେ ଜାରି ରହିଛି ବର୍ଷା ବିପ୍ତାତ। ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆହୁରି ବର୍ଷିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ବର୍ଷାର ପରିମାଣ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଚେନ୍ନାଇରେ ୪୩ ପ୍ରତିଶତ ଅଧିକ ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ନଭେମ୍ବର ୧୦ ଏବଂ ୧୧ରେ ବର୍ଷାର ପରିମାଣ ବଢ଼ିପାରେ।  ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

ମଙ୍ଗଳବାର ସୁଦ୍ଧା ବଙ୍ଗୋପସାଗରରେ ଦକ୍ଷିଣ-ପଶ୍ଚିମ ବଳୟରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହେବାର ସମ୍ଭବନା ରହିଛି। ନଭେମ୍ବର ୧୦ ସୁଦ୍ଧା କ୍ରମଶ ଏହା ଅବପାତ ରୂପ ନେଇପାରେ। ଏହା ତାମିଲନାଡ଼ୁ ଅଭିମୁଖେ ଗତି କରିବାର ସମ୍ଭାବନା ଥିବାରୁ  ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି କୁଡ଼େଲାରୋ, ପୁଡ଼ୁଚେରୀ ଏବଂ ଭିଲୁପୁରମରେ ଅଧିକ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଏହି ସମୟ ମଧ୍ୟରେ ୨୦ ସେମି ବର୍ଷା ହେବା ନେଇ ଆକଳନ କରାଯାଇଛି। ଶନିବାର ସନ୍ଧ୍ୟାରେ ଉପକୂଳ ଅଞ୍ଚଳରେ ଘୂର୍ଣ୍ଣ ବଳୟ ସୃଷ୍ଟି ହୋଇ ଉତ୍ତର ତାମିଲନାଡ଼ୁ ମୁହାଁ ହୋଇଛି।

ଏହାର ପ୍ରଭାବରେ ଚେନ୍ନାଇରେ ଭୀଷଣ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରବଳ ବର୍ଷା ହେବାରୁ ସହରର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦକ୍ଷିଣ ଚେନ୍ନାଇର ମଦିପକ୍କମ ନିକଟସ୍ଥ ପୁଜିଥିୱାକ୍କମ୍‌ରେ ଥିବା କେତେକ ଆପାର୍ଟମେଣ୍ଟର ପାର୍କିଂ ଏରିଆରେ ୪ ଫୁଟର ବର୍ଷାପାଣି ଜମି ରହିଛି। ଫଳରେ କାର୍‌ଗୁ ଡ଼ିକ ପାଣିରେ ବୁଡ଼ି ରହିଛି। ଦୁଇଚକିଆ ଯାନ ଚାଲିବା ଅବସ୍ଥାରେ ନାହିଁ। କେ କେ ନଗର ଅଞ୍ଚଳର ବାସିନ୍ଦା ପାଣି ଭିତରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story