‘୧୦ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ’

ନୂଆଦିଲ୍ଲୀ: ପୁଣିଥରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୧୦ଟି ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି ୧୦ ଜିଲ୍ଲା ମଧ୍ୟରେ ମହାରାଷ୍ଟ୍ରର କେବଳ ୮ଟି ଜିଲ୍ଲା ରହିଛି। ପୁଣେ, ମୁମ୍ବାଇ, ଥାନେ, ନାଗପୁର, ନାସିକ, ଔରାଙ୍ଗାବାଦ, ବେଙ୍ଗଲୁରୁ ଅର୍ବାନ, ନାଁନଡେଡ, ଅହମଦନଗରରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। There are 10 districts across the country that have the […]

corona

corona

Subhransu Sekhar
  • Published: Tuesday, 30 March 2021
  • Updated: 30 March 2021, 07:36 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୧୦ଟି ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି ୧୦ ଜିଲ୍ଲା ମଧ୍ୟରେ ମହାରାଷ୍ଟ୍ରର କେବଳ ୮ଟି ଜିଲ୍ଲା ରହିଛି। ପୁଣେ, ମୁମ୍ବାଇ, ଥାନେ, ନାଗପୁର, ନାସିକ, ଔରାଙ୍ଗାବାଦ, ବେଙ୍ଗଲୁରୁ ଅର୍ବାନ, ନାଁନଡେଡ, ଅହମଦନଗରରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।

https://twitter.com/ANI/status/1376847449013121026?s=20

ଦେଶରେ ଏବେ ମୋଟ୍ ୫.୬୫ ପ୍ରତିଶତ ଚିକିତ୍ସାଧୀନ ରହିଛନ୍ତି। ମହାରାଷ୍ଟ୍ରରେ ସପ୍ତାହକୁ ସର୍ବାଧିକ ୨୩ ପ୍ରତିଶତ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି। ପଞ୍ଜାବରେ ୮.୮୨ ପ୍ରତିଶତ, ଛତିଶଗଡରେ ୮ ପ୍ରତିଶତ, ମଧ୍ୟପ୍ରଦେଶରେ ୭.୮୨ ପ୍ରତିଶତ, ତାମିଲନାଡ଼ୁରେ ୨.୫୦ ପ୍ରତିଶତ, କର୍ଣ୍ଣାଟକରେ ୨.୪୫ ପ୍ରତିଶତ, ଗୁଜରାଟରେ ୨.୨ ପ୍ରତିଶତ, ଦିଲ୍ଲୀରେ ୨.୦୪ ପ୍ରତିଶତ ସଂକ୍ରମିତ ରହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ସୂଚନା ଦେଇଛନ୍ତି।

https://twitter.com/ANI/status/1376849317625880576?s=20

ଦେଶରେ ମୋଟ୍ ୪୭ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହେଉଛନ୍ତି। ଏହି ସବୁ ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ଜୋରଦାର କରିବାକୁ ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ସେହିପରି କରୋନା ଆକ୍ରାନ୍ତଙ୍କୁ ଶୀଘ୍ର ଏକାନ୍ତବାସରେ ରଖିବାକୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ପଞ୍ଜାବରେ କରୋନା ଟେଷ୍ଟ କମ୍ ହେଉଥିବାବେଳେ ସଂକ୍ରମିତ ବ୍ୟକ୍ତି ଏକାନ୍ତବାସରେ ରହୁନଥିବା କେନ୍ଦ୍ର କହିଛି। ଯେଉଁଥିପାଇଁ ପଞ୍ଜାବରେ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଉଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

ଫେବୃଆରୀ ମାସରେ ପଞ୍ଜାବରେ ଦୈନିକ ୨୪୦ ଜଣ ଚିହ୍ନଟ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୨,୭୪୨ ଛୁଇଁଛି। ଏହାର ଅର୍ଥ ଆବଶ୍ୟକ ପରିମାଣରେ ରାଜ୍ୟ ସରକାର ପରୀକ୍ଷା କରୁନଥିବା ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଦେଶରେ ଯେଉଁ ୫ଟି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେଥିମଧ୍ୟରେ ପଞ୍ଜାବ ରହିଛି।

ସେହିପରି ମହାରାଷ୍ଟ୍ରରେ ଫେବୃଆରୀ ସମୟରେ ପ୍ରତିଦିନ ୩ ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ୩୨ ଜଣଙ୍କର ମୃତ୍ୟୁ ହେଉଥିଲା ଏବେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୩୪ ହଜାର ଛୁଇଁଥିବାବେଳେ ମୃତ୍ୟୁ ସଂଖ୍ୟା ୧୧୮ ଛୁଇଁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story