ପଣତକାନିରେ ବିଷ ସାଇତିଥିଲା ମା’

ମୁମ୍ବାଇ: ମା ସାଜିଲା ଡାହାଣୀ। ତୁଛ ହେଲା ମମତା। ପଣତକାନିରେ ପ୍ରେମ ବଦଳରେ ସାଇତି ରଖିଥିଲା ବିଷ। ନିଜର ୫ ମାସର ଛୁଆକୁ ହତ୍ୟା କରିଛି ମା। ମହାରାଷ୍ଟ୍ରରେ କାଲୱା ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣାରେ ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି। ଏଥିସହ ପ୍ରମାଣ ନଷ୍ଠ ପାଇଁ ଉଦ୍ୟମ କରାଯାଇଥିବା ପୁଲିସ କହିଛି। ମୃତ ଶିଶୁ ଜଣକ ହେଉଛନ୍ତି ଶ୍ରୀକାନ୍ତ ଶଙ୍କର ଚାଭନ। ଉକ୍ତ ପରିବାର ପକ୍ଷରୁ ଶ୍ରୀକାନ୍ତଙ୍କୁ ଶୁକ୍ରବାର ମହାତ୍ମା ଫୁଲେ […]

baby..

baby..

Tapas Behera
  • Published: Sunday, 26 December 2021
  • Updated: 26 December 2021, 07:30 PM IST

Sports

Latest News

ମୁମ୍ବାଇ: ମା ସାଜିଲା ଡାହାଣୀ। ତୁଛ ହେଲା ମମତା। ପଣତକାନିରେ ପ୍ରେମ ବଦଳରେ ସାଇତି ରଖିଥିଲା ବିଷ। ନିଜର ୫ ମାସର ଛୁଆକୁ ହତ୍ୟା କରିଛି ମା। ମହାରାଷ୍ଟ୍ରରେ କାଲୱା ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣାରେ ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି। ଏଥିସହ ପ୍ରମାଣ ନଷ୍ଠ ପାଇଁ ଉଦ୍ୟମ କରାଯାଇଥିବା ପୁଲିସ କହିଛି। ମୃତ ଶିଶୁ ଜଣକ ହେଉଛନ୍ତି

ଶ୍ରୀକାନ୍ତ ଶଙ୍କର ଚାଭନ। ଉକ୍ତ ପରିବାର ପକ୍ଷରୁ ଶ୍ରୀକାନ୍ତଙ୍କୁ ଶୁକ୍ରବାର ମହାତ୍ମା ଫୁଲେ ନଗର ଘରୁ ଅପହରଣ କରାଯାଇ ଥିବା ଅଭିଯୋଗ ହୋଇଥିଲା। ତେବେ ଶନିବାର ସକାଳେ ଶିଶୁଟିର ମୃତଦେହଟିକୁ  ତାଙ୍କ ଘର ନିକଟରେ ପାଣି ଭର୍ତ୍ତି ପ୍ଲାଷ୍ଟିକ ଡ୍ରମରେ ଦେଖିବାକୁ ମିଳିଥିଲା। ପୁଲିସ ଉକ୍ତ ଅଞ୍ଚଳରେ  ସିସିଟିଭି ଫୁଟେଜ୍ ଯାଞ୍ଚ କରି ଶିଶୁର ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ପରେ ଶିଶୁଟି ବିଷୟରେ ସୁରାକ ମିଳିଥିଲା। ପୁଲିସ ଶିଶୁଟିର ମୃତ ଦେହକୁ ଜବତ କରିଛି ।

ପୁଲିସ କହିବା ଅନୁଯାୟ ପିଲାଟି ବାରମ୍ବାର  ରୋଗଗ୍ରସ୍ତ ହୋଇ ଅସୁସ୍ଥ ହୋଇ ପଡ଼ୁଥିଲା। ତାଙ୍କ ମା ପିଲାଟିକୁ ନିୟମିତ ଔଷଧ ଦିଅନ୍ତି। ପିଲାଟିରି ସ୍ୱାସ୍ଥ୍ୟବସ୍ଥା ନେଇ ମା’ ମାନସିକ ଯନ୍ତ୍ରଣାରେ ଅତିଷ୍ଟ ହୋଇପଡ଼ିଥିଲା। ଶେଷରେ ଶିଶୁଟିକୁ ଓଭର ଡୋଜ୍‌ ଦେଇ ମାରିଦେଇଥିବା ପୁଲିସ ନିକଟରେ ସ୍ୱୀକାର କରିଛି। ତେବେ ପୁଲିସ ନଜରରୁ ବର୍ତ୍ତିବା ପାଇଁ ମା’ ଅପହରଣ ନାଟକ ରଚିଥିଲା ବୋଲି ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story