ଆଜି ମୁମ୍ବାଇରେ ୨୦୦୦ ଅତିକ୍ରମ କରିବ: ଆଦିତ୍ୟ ଠାକରେ

ମୁମ୍ବାଇ: ମୁମ୍ବାଇରେ କୋରାନା ମାମଲାର ଦ୍ରୁତ ବୃଦ୍ଧିକୁ ନେଇ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଆଦିତ୍ୟ ଠାକରେ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, କରୋନା ମାମଲା ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାହା ମୁମ୍ବାଇରେ ଆଜି ୨୦୦୦ ଅତିକ୍ରମ କରିପାରେ। ମଙ୍ଗଳବାର  ମୁମ୍ବାଇରେ ୧୩୭୭ଟି କରୋନା ମାମଲା  ଚିହ୍ନଟ କରାଯାଇଥିଲା।  ଦିନକ ମଧ୍ୟରେ ଏହାର ପରିମାଣ  ୮୦୯କୁ ବୃଦ୍ଧି ଘଟିଥିଲା।  ସୋମବାର ତୁଳନାରେ ମଙ୍ଗଳବାର ପଜିଟିଭ ମାମଲା ୭୦ ପ୍ରତିଶତ ବୃଦ୍ଧି ଘଟିଛି।  ମହାରାଷ୍ଟ୍ର ମନ୍ତ୍ରୀ […]

aaditya-thackeray

aaditya-thackeray

Tapas Behera
  • Published: Wednesday, 29 December 2021
  • Updated: 29 December 2021, 05:57 PM IST

Sports

Latest News

ମୁମ୍ବାଇ: ମୁମ୍ବାଇରେ କୋରାନା ମାମଲାର ଦ୍ରୁତ ବୃଦ୍ଧିକୁ ନେଇ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଆଦିତ୍ୟ ଠାକରେ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, କରୋନା ମାମଲା ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାହା ମୁମ୍ବାଇରେ ଆଜି ୨୦୦୦ ଅତିକ୍ରମ କରିପାରେ। ମଙ୍ଗଳବାର  ମୁମ୍ବାଇରେ ୧୩୭୭ଟି କରୋନା ମାମଲା  ଚିହ୍ନଟ କରାଯାଇଥିଲା।  ଦିନକ ମଧ୍ୟରେ ଏହାର ପରିମାଣ  ୮୦୯କୁ ବୃଦ୍ଧି ଘଟିଥିଲା।  ସୋମବାର ତୁଳନାରେ ମଙ୍ଗଳବାର ପଜିଟିଭ ମାମଲା ୭୦ ପ୍ରତିଶତ ବୃଦ୍ଧି ଘଟିଛି।  ମହାରାଷ୍ଟ୍ର ମନ୍ତ୍ରୀ

ଆଦିତ୍ୟ ଠାକରେ ଆଜି ଅଧିକାରୀଙ୍କ ସହ କୋଭିଡ୍‌ କେସ ସମ୍ପର୍କରେ ସମୀକ୍ଷା କରିଥିଲେ।  ବୈଠକ ପରେ ଆଦିତ୍ୟ ଠାକରେ କହିଛନ୍ତି, ମୁମ୍ବାଇରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଆମେ ପରିସ୍ଥିତିର ସମୀକ୍ଷା କରିଥିଲୁ । ସେହିପରି ଏହାର ମୁକାବିଲା ନେଇ ଧ୍ୟାନ ଦିଆଯାଇଛି। ଜାନୁୟାରୀ ମାସ ଆରମ୍ଭରୁ ୧୫ ରୁ ୧୮ବର୍ଷ ବୟସ ପାଇଁ ଟିକାକରଣ ନେଇ ଆଲୋଚନା ହୋଇଥିଲା।

କାହାକୁ ଭୟଭୀତ ନ ନେବହାକୁ  ଆଦିତ୍ୟ ଠାକରେ ବିବେଦନ କରିଛନ୍ତି।  କରୋନା ସଂକ୍ରମଣକୁ ରୋକିବା ପାଇଁ ଆମକୁ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଥିଲେ।  ସେହିପରି ସର୍ବସାଧାରଣ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଗାଇଡଲାଇନ ସମ୍ପର୍କିତ ଅଲୋଚନା ହୋଇଥିଲା।  କାରଣ ଆଗକୁ ନୂତନ ବର୍ଷ ପାଖେଇ ଆସୁଛି। ତେବେ ବଢ଼ୁଥିବା କେସକୁ ନେଇ ସାମ୍ବାଦିକମାନେ ଆଗକୁ ତୃତୀୟ ଲହରୀ ଆଶଙ୍କା ଅଛି କି ବୋଲି ପ୍ରଶ୍ନ କରିଥିଲେ।  ତେବେ ଏ ବାବଦରେ ବିଶେଷଜ୍ଞମାନେ କହିପାରିବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story