କରୋନା ଔଷଧ କଳାବଜାର, ଦୋକାନୀ ଗିରଫ

ମୁମ୍ୱାଇ: କରୋନା ଔଷଧ କଳାବଜାରୀ କରି ଦୋକାନୀ ଗିରଫ। ବେଆଇନ୍ ଭାବରେ ରେମଡେସିବିର ବିକ୍ରି କରି ଦୋକାନୀ ଏବଂ ତାଙ୍କ ସହଯୋଗୀ ଗିରଫ ହୋଇଛନ୍ତି। ରେମଡେସିବିର ଦାମ ୫ ହଜାର ଟଙ୍କା ହୋଇଥିବା ବେଳେ ଦୋକାନୀ ତାହାକୁ ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହେବା ପରେ ପୁଲିସ ଗିରଫ କରିଛି। ମୁମ୍ୱାଇର ମୀରା ରୋଡ ପୁଲିସ ଶୁକ୍ରବାର ଦୋକାନୀ ମାଲିକ ରୋଡ୍ରିକ୍ୟୁସ ରାଓଲ (୩୧) ଏବଂ ସୋନୁ ଦର୍ଶୀ (୨୫)ଙ୍କୁ ଗିରଫ କରିଛି। ଜଣେ […]

remdesivir

remdesivir

Subhransu Sekhar
  • Published: Saturday, 11 July 2020
  • Updated: 11 July 2020, 04:48 PM IST

Sports

Latest News

ମୁମ୍ୱାଇ: କରୋନା ଔଷଧ କଳାବଜାରୀ କରି ଦୋକାନୀ ଗିରଫ। ବେଆଇନ୍ ଭାବରେ ରେମଡେସିବିର ବିକ୍ରି କରି ଦୋକାନୀ ଏବଂ ତାଙ୍କ ସହଯୋଗୀ ଗିରଫ ହୋଇଛନ୍ତି। ରେମଡେସିବିର ଦାମ ୫ ହଜାର ଟଙ୍କା ହୋଇଥିବା ବେଳେ ଦୋକାନୀ ତାହାକୁ ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହେବା ପରେ ପୁଲିସ ଗିରଫ କରିଛି।

ମୁମ୍ୱାଇର ମୀରା ରୋଡ ପୁଲିସ ଶୁକ୍ରବାର ଦୋକାନୀ ମାଲିକ ରୋଡ୍ରିକ୍ୟୁସ ରାଓଲ (୩୧) ଏବଂ ସୋନୁ ଦର୍ଶୀ (୨୫)ଙ୍କୁ ଗିରଫ କରିଛି। ଜଣେ ଗ୍ରାହକଙ୍କ ଅଭିଯୋଗ କ୍ରମେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୋଟିଏ ରେମଡେସିବିର ଔଷଧର ଦାମ ୫,୪୦୦ ଟଙ୍କା ହୋଇଥିବା ବେଳେ ଦୋକାନୀ ଏହାକୁ ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଦୋକାନୀ ଜଣକ ବିକ୍ରି କରୁଥିବା ବେଳେ ପୁଲିସ ରେଡ୍ କରି ଏହି ବେଆଇନ କାରବାରର ପର୍ଦ୍ଦାଫାଶ କରିଛି।

ତେବେ ଗିରଫ ଅଭିଯୁକ୍ତ କହିଛନ୍ତି, ହସ୍ପିଟାଲରୁ ସେମାନେ ଏହି ଔଷଧ ଆଣିଛନ୍ତି। ପୁଲିସ ଏହା ଜାଣିବା ପରେ ଏକ ବଡ଼ ରାକେଟ ଏହି ଔଷଧ କାରବାରରେ ସାମିଲ୍ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କରୋନା ଔଷଧ କେବଳ କୋଭିଡ ହସ୍ପିଟାଲରେ ମିଳିବ ବୋଲି ନିୟମ ରହିଛି। ତେଣୁ ହସ୍ପିଟାଲ ବଦଳରେ ଔଷଧ ଦୋକନାରେ କିଭଳି କରୋନା ଔଷଧ ପହଞ୍ଚିଲା ତାହା ଏବେ ତଦନ୍ତ ପରିସରଭୁକ୍ତ। ଯାହାର ତଦନ୍ତ କରୁଛି ମୁମ୍ୱାଇ ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story